Author name: user

kashi vishwanath mandir, gyanvapi masjid, varanasi, aurangzeb, history, rising odisha

କାଶୀର ସୁବେଦାରକୁ ୧୬୬୯ରେ ବିଶ୍ୱନାଥ ମନ୍ଦିର ଭାଙ୍ଗିବାକୁ ଆଦେଶ ଦେଇଥିଲେ ଔରଙ୍ଗଜେବ, ଜାଣନ୍ତୁ ଆଦେଶର କ’ଣ ଥିଲା ?

ବାରଣାସୀର ଜ୍ଞାନବାପି ମସଜିଦ ପରିସରେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷର ଦାବି ପରଠାରୁ ନୂଆ ବିବାଦ ସୃଷ୍ଟି ହେଲାଣି । ମୁସଲିମ ପକ୍ଷ ଏହି ଦାବିକୁ ଅସ୍ୱୀକାର କରୁଛି । ଯାହାକୁ ଶିବଲିଙ୍ଗ ବୋଲି କୁହାଯାଉଛି ତାହା ଫୁଆରା ବୋଲି ଦାବି କରୁଛନ୍ତି ମସଜିଦ କର୍ମକର୍ତ୍ତା ଓ ମୁସଲିମ ବୁଦ୍ଧିଜିବୀ । ତେବେ କାଶୀର ଇତିହାସକୁ ନେଇ ଏବେ ଢେର ଖୋଳତାଡ଼ ଆରମ୍ଭ ହୋଇଗଲାଣି । ତେବେ ସତ କ’ଣ ? ସତରେ କ’ଣ ଔରଙ୍ଗଜେବ …

କାଶୀର ସୁବେଦାରକୁ ୧୬୬୯ରେ ବିଶ୍ୱନାଥ ମନ୍ଦିର ଭାଙ୍ଗିବାକୁ ଆଦେଶ ଦେଇଥିଲେ ଔରଙ୍ଗଜେବ, ଜାଣନ୍ତୁ ଆଦେଶର କ’ଣ ଥିଲା ? Read More »

Rajiv Gandhi's Killer, rajiv gandhi assassination case, ag perarivalan, odia blog, supreme court, rising odisha

କେମିତି ମୁକ୍ତ ହେଲେ ପେରାରିଭିଲନ ? ରାଜୀବ ହତ୍ୟାକାରୀଙ୍କ ମୁକ୍ତି ପଛର କାହାଣୀ…

ହତ୍ୟା ଅଭିଯୋଗରେ ମୃତ୍ୟୁଦଣ୍ଡ,୧୧ ବର୍ଷ ବିଳମ୍ବ କାରଣରୁ କ୍ଷମା ଆବେଦନ । ଫାଶୀ ଆଜିବନ କାରାବାସରେ ବଦଳେ ଓ ଏବେ ମୁକ୍ତିର ଆଦେଶ । ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଏ.ଜି ପେରାରିଭିଲନଙ୍କ ଏହା ହେଉଛି ପୁରା କାହାଣୀ । ତାଙ୍କ ମୁକ୍ତିପଥ ସେହିଦିନ ସଫା ହୋଇଯାଇଥିଲା ଯେଉଁଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ଜେଲରେ ଅଳ୍ପ ଅବଧୀ ପାଇଁ ସଜା ପାଇଥିବା କଏଦୀଙ୍କୁ ମୁକ୍ତ କରାଯାଇପାରେ ତେବେ ପେରାରିଭିଲନଙ୍କୁ କାହିଁକି …

କେମିତି ମୁକ୍ତ ହେଲେ ପେରାରିଭିଲନ ? ରାଜୀବ ହତ୍ୟାକାରୀଙ୍କ ମୁକ୍ତି ପଛର କାହାଣୀ… Read More »

plastic surgery, chetna raj, kannada actress, aarthi agarwal, fat surgery, odia blog, rising odisha

ସୁନ୍ଦରୀ ହେବାର ନିଶା, ପ୍ଲାଷ୍ଟିକ୍ ସର୍ଜରୀ ନେଲାଣି ଦୁଇ ଜଣ ହିରୋଇନଙ୍କ ଜୀବନ

ଗ୍ଲାମର ଜଗତର ଝିଲମିଲ ଦୁନିଆ କ୍ୟାମେରା ପଛରେ ଢେର କଳା । ସ୍କ୍ରିନ ଉପରେ ପରଫେକ୍ଟ ଲୁକର ଚାପ ଜୀବନ ଉପରେ ପକାଇଥାଏ ଛାପ । ସୁନ୍ଦର ଚେହେରାର ଅର୍ଥ ନୁହେଁ ପ୍ରାକୃତିକ । ଗ୍ଲାମର ଦୁନିଆରେ ନେଚୁରାଲ ବିୟୁଟିର ପରିଭାଷା ବଦଳିଯାଏ । ସ୍ଲିମ୍ ଟ୍ରିମ୍ ସେପ୍ ପାଇଁ ଶରିର ପାଲଟେ ଏକ୍ସପେରିମେଣ୍ଟର ଲାବ୍ରୋଟରି । ଯାହାର ଫଳାଫଳ ଭୟଙ୍କର ହୁଏ । ସୁଢଳ ଶରୀର ନୁହେଁ ସୁନ୍ଦରତାର ନୂଆ ଆଧୁନିକ ପରିଭାଷା ହେଉଛି ଜିରୋ …

ସୁନ୍ଦରୀ ହେବାର ନିଶା, ପ୍ଲାଷ୍ଟିକ୍ ସର୍ଜରୀ ନେଲାଣି ଦୁଇ ଜଣ ହିରୋଇନଙ୍କ ଜୀବନ Read More »

gyanvapi mosque row, kashi vshwanath temple, asi, varanasi court, varanasi, owaisi, odia blog, rising odisha

ଜ୍ଞାନବାପି ମସଜିଦରୁ ମିଳିଲେ ‘ବାବା’, ଭାରତୀୟ ରାଜନୀତିରେ ଆଉ ଏକ ବାବ୍ରି ?

ଜ୍ଞାନବାପୀ ମସଜିଦ ପରିସରରୁ ଶିବଲିଙ୍ଗ ମିଳିଥିବା ଦାବି ପରେ ଅଦାଲତ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ଆଦେଶ ଦେଇଛନ୍ତି । ଶିବଲିଙ୍ଗ ମିଳିଥିବା ସ୍ଥାନକୁ ତୁରନ୍ତ ସିଲ୍ କରିବା ସହିତ ସେଠାକୁ କାହାରିକି ପ୍ରବେଶ କରିବାକୁ ନଦେବା ପାଇଁ ଅଦାଲତ କହିଛନ୍ତି । ଉକ୍ତ ସ୍ଥାନକୁ ସୁରକ୍ଷିତ କରିବା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଓ ସିଆରପିଏଫକୁ ଦିଆଯାଇଛି । ଏହା ସହିତ ଭାରତୀୟ ରାଜନୀତିର ଅଯୋଧ୍ୟ ପାର୍ଟ୍ ଟୁ ଆରମ୍ଭ ହୋଇଛି କହିଲେ ଭୁଲ ହେବ ନାହିଁ …

ଜ୍ଞାନବାପି ମସଜିଦରୁ ମିଳିଲେ ‘ବାବା’, ଭାରତୀୟ ରାଜନୀତିରେ ଆଉ ଏକ ବାବ୍ରି ? Read More »

gyanvapi masjid, gyanvapi masjid survey update, kashi vishwanath, odia blog, rising odisha

ଜ୍ଞାନବାପୀ ମସଜିଦ୍ ସର୍ଭେରୁ ମିଳିଲା କ’ଣ ? କଳ୍ପନାଠାରୁ ବହୁତ ଅଧିକ !

ଜ୍ଞାନବାପି ମସଜିଦର ଆଭ୍ୟନ୍ତରୀଣ ଅଂଶର ସର୍ଭେ ଆରମ୍ଭ ହେବା ସହିତ ବଡ଼ ଖବର ଆସିବାରେ ଲାଗିଛି । ସର୍ଭେକୁ ରୋକିବା ପାଇଁ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ବାରଣାସୀ ଅଦାଲତଙ୍କ ଆଦେଶ ଅନ୍ତର୍ଗତରେ ତଦନ୍ତକାରୀ ଟିମ୍ ଶନିବାର ସକାଳ ୮ଟାରୁ ସର୍ଭେ ଆରମ୍ଭ କରିଥିଲା । ପ୍ରଥମଦିନର ସର୍ଭେ ୪ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ୪ଟି ରୁମର ସର୍ଭେ ହୋଇଥିଲା । ସର୍ଭେ ସରିବା ପରେ ବିଶ୍ୱ ବୈଦିକ ସନାତନ …

ଜ୍ଞାନବାପୀ ମସଜିଦ୍ ସର୍ଭେରୁ ମିଳିଲା କ’ଣ ? କଳ୍ପନାଠାରୁ ବହୁତ ଅଧିକ ! Read More »

russia ukraine war, russia china relations, russia vs usa, china vs usa, modi govt, India, joe biden, vladimir putin, india china standoff, xi jinping, odia blog, rising odisha

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ?

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ନେଇ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଓ ମୋର୍ଚ୍ଚାବନ୍ଦୀ ଏବେ ମଧ୍ୟ ଜାରି ରହିଛି । ୟୁରୋପର ଅନେକ ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ବାଇଡେନ୍ ପ୍ରଶାସନ ଭାବିଥିଲା ଯେ, ଭାରତ ଏହି ମାମଲାରେ ସେମାନଙ୍କ ପକ୍ଷ ନେବ । କିନ୍ତୁ ଭାରତ ଏହି ମାମଲାରେ ଦୁଇ ପକ୍ଷଙ୍କୁ ଶାନ୍ତି ପାଇଁ ଅପିଲ କରି ନିରବ ରହିଥିଲା । …

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ? Read More »

Sri Lanka PM Rajapaksa, sri lanka crisis, sri lanka economy, Sri Lanka PM resigns, odia blog, rising odisha

କାଲି ଯିଏ ପ୍ରଧାନମନ୍ତ୍ରୀ ଥିଲେ ଏବେ ସିଏ ନୌସେନା ଘାଟିରେ ଲୁଚିଛନ୍ତି !

ଆର୍ଥିକ ସଂକଟ କାରଣରୁ ଶ୍ରୀଲଙ୍କା ଗୃହଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବା ଲାଗୁଛି । ପୁରା ଦେଶରେ ବ୍ୟାପକ ହିଂସା ଗୃହଯୁଦ୍ଧ ଆଶଙ୍କାକୁ ଅଧିକ ବଳବତ୍ତର କରୁଛି । ବିକ୍ଷୋଭକାରୀ ଧିରେ ଧିରେ କେତେ ଉଗ୍ର ହେଉଛନ୍ତି ତାହା ଏହିଥିରୁ ଅନୁମାନିତ ଯେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପୈତୃକ ଘରକୁ ନିଆଁ ଲଗାଇ ଦେଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରକୁ ମଧ୍ୟ ବିକ୍ଷୋଭକାରୀ ଧସେଇ ପସିଛନ୍ତି । ଆଉ ଏସବୁ ଘଟିଛି ମହିନ୍ଦା ରାଜପକ୍ଷେଙ୍କ …

କାଲି ଯିଏ ପ୍ରଧାନମନ୍ତ୍ରୀ ଥିଲେ ଏବେ ସିଏ ନୌସେନା ଘାଟିରେ ଲୁଚିଛନ୍ତି ! Read More »

isi, terrorists, pakistan isi, isi agent, odia blog, pakistan army, rising odisha

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ

ହରିଆନାରୁ ଗିରଫ ହୋଇଛନ୍ତି ୪ ଆତଙ୍କବାଦୀ । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତକୁ ପଠାଇଥିଲା । ଉଦ୍ଧେଷ୍ୟ ଥିଲା ଭାରତରେ ଆତଙ୍କ ସୃଷ୍ଟି କରିବା । ଆଇଏସଆଇ ପାଇଁ ଏହା କିଛି ନୂଆ ନୁହେଁ । କାଶ୍ମୀର, ପଂଜାବରେ ଆତଙ୍କବାଦଠାରୁ ମୁମ୍ବାଇରେ ଅଣ୍ଡରୱାର୍ଲଡ୍ ମାଧ୍ୟମରେ ଆତଙ୍କବାଦୀ ବିସ୍ଫୋରଣ କରାଇବାର ପୁରୁଣା ରେକର୍ଡ୍ ଆଇଏସଆଇ ନାମରେ ରହିଛି । ବିଶ୍ୱର ହାତଗଣତି ଦକ୍ଷ କିନ୍ତୁ କୁଖ୍ୟାତ ଗୁଇନ୍ଦା ଏଜେନ୍ସିଙ୍କ ମଧ୍ୟରୁ ଗୋଟିଏ ହେଉଛି …

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ Read More »

taj mahal, secret rooms, agra, uttar pradesh, seven wonders of world, odia blog, rising odisha

୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର

ତାଜମହଲର ୨୨ ରୁମ ଖୋଲିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚରେ ବିଜେପି ନେତା ଡାକ୍ତର ରଜନୀଶ ସିଂହ ଆବେଦନ କରିଛନ୍ତି । ହାଇକୋର୍ଟରେ ଏହି ଆବେଦନ ପରେ ଲୋକଙ୍କ ମଧ୍ୟରେ ତାଜମହଲର ସେହି ୨୨ ଗୁପ୍ତ ରୁମକୁ ନେଇ ଉତ୍କଣ୍ଠାଂ ବୃଦ୍ଧି ପାଇଛି । ଯଦି ହାଇକୋର୍ଟ୍ ୨୨ ରୁମ୍ ଖୋଲିବାକୁ ଅନୁମତି ଦିଅନ୍ତି ତେବେ କ’ଣ ହେବ ? କେଉଁ ରହସ୍ୟ ପଦାକୁ ଆସିବ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି …

୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର Read More »

gyanvapi mosque, gyanvapi masjid case, mosque, kashi, mathura, temples of india, rising odisha, odia blog

ଜ୍ଞାନବାପି ମସଜିଦ ବିବାଦ କ’ଣ ?

ଜାଣନ୍ତୁ ବାରଣାସୀ ବିବାଦର ଟାଇମ୍ ଲାଇନ୍ କ’ଣ ? କେମିତି ଓ କେବେଠାରୁ ଆରମ୍ଭ ହୋଇଛି ବିବାଦ.. ନବେ ଦଶକରେ ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନ ଚରମରେ ଥିଲା ସେତେବେଳେ ଗୋଟିଏ ସ୍ଲୋଗାନ ବେସ ଚର୍ଚ୍ଚିତ ଥିଲା । ସେହି ସ୍ଲୋଗାନ ଥିଲା- ଅୟୋଧ୍ୟା ତୋ’ ଝାଙ୍କି ହୈ,କାଶୀ-ମଥୁରା ବାକି ହୈ’’ । ଯାହାର ଅର୍ଥ ହେଉଛି ଅଯୋଧ୍ୟା କେବଳ ଟ୍ରେଲର, କାଶୀ-ମଥୁରା ବାକି ଅଛି । ଏହି ସ୍ଲୋଗାନ ପଛର କାରଣ ହେଉଛି ଥିଲା …

ଜ୍ଞାନବାପି ମସଜିଦ ବିବାଦ କ’ଣ ? Read More »

RSS
Follow by Email
Scroll to Top
Close Bitnami banner
Bitnami