Author name: user

maharashtra politics latest news, congress, ncp, shiv sena, uddhav thackeray, ekanath shinde, odia blog, rising odisha

ମୁଖ୍ୟମନ୍ତ୍ରୀ ପଦ ହାତକୁ ଆସି ଖସିଯାଇଥିଲା,ଏବେ ଏକନାଥ ବିଦ୍ରୋହ କରି କ’ଣ ସନ୍ଦେଶ ଦେବାକୁ ଚାହାନ୍ତି ?

୨୦୧୯ ର ବିଧାନସଭା ନିର୍ବାଚନ ସମୟରେ ଉଦ୍ଧବ ଥାକ୍ରେଙ୍କ ଘୋଷଣା ଥିଲା ଯେ, ସେ ଜଣେ ଶିବସୈନିକଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବେ । ଉଦ୍ଧବଙ୍କ ଏହି ଘୋଷଣା ପରେ ଏକନାଥ ସିନ୍ଦେଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଥିଲା । କାରଣ ଏକନାଥ ଥିଲେ ଶିବସେନାରେ ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର । ଏହାପରେ ଉଦ୍ଧବ ତାଙ୍କୁ ଶିବସେନା ବିଧାୟକ ଦଳର ନେତା ମଧ୍ୟ କରିଥିଲେ । ଏସବୁ କିଛି ଗୋଟିଏ କଥା କହୁଥିଲା ,ଆଉ ତା’ ଥିଲା …

ମୁଖ୍ୟମନ୍ତ୍ରୀ ପଦ ହାତକୁ ଆସି ଖସିଯାଇଥିଲା,ଏବେ ଏକନାଥ ବିଦ୍ରୋହ କରି କ’ଣ ସନ୍ଦେଶ ଦେବାକୁ ଚାହାନ୍ତି ? Read More »

agnipath scheme, agniveer yojana, indian army, indian air force, indian navy, odia blog. agnipath scheme protests, rising odisha

ଜୋସ୍ +ହୋସ୍ = ଅଗ୍ନିବୀର, ମୋବାଇଲ ଓ ବୋମା ଦ୍ୱାରା କ’ଣ ବୁଝାଇଲା ସେନା ?

ଦେଶବ୍ୟାପୀ ଅଗ୍ନିପଥ ଯୋଜନାକୁ ନେଇ ବିଭିନ୍ନ ରାଜ୍ୟରେ ହିଂସତ୍ମକ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ରବିବାର ଦିନ ତିନି ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ଆଶାୟୀ ସୈନିକଙ୍କୁ ଅଗ୍ନିପଥ ଯୋଜନା ବାବଦରେ ବୁଝାଇଛନ୍ତି । ଏହା ସହିତ ଚେତାବନୀ ଦେଇଛନ୍ତି ଯେ, ପୋଲିସ ଫାଇଲ୍ କ୍ଲିନ୍ ନଥିଲେ ସେନାରେ ଚାକିରି ମିଳିବ ନାହିଁ । କ’ଣ ପାଇଁ ସେନା ଅଗ୍ନିପଥ ଯୋଜନାକୁ ଗ୍ରହଣ କଲା ତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଶଦ ଆଲୋଚନା କରିଥିଲେ …

ଜୋସ୍ +ହୋସ୍ = ଅଗ୍ନିବୀର, ମୋବାଇଲ ଓ ବୋମା ଦ୍ୱାରା କ’ଣ ବୁଝାଇଲା ସେନା ? Read More »

electric cars, lightyear, solar car, netherlands, dutch company, odia blog, rising odisha

ଏହି କାରକୁ ଥରେ ଚାର୍ଜ୍ କଲେ ୭ ମାସ ଦୌଡ଼ିବ !

ଇଲେକ୍ଟ୍ରିକ୍ କାର୍ ପରେ ଏବେ ଖୁବ୍ ଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ସୋଲାର ଶକ୍ତି ଦ୍ୱାରା ଚାଳିତ କାର୍ । ପରିବେଶ ସୁରକ୍ଷା ପାଇଁ ଜୀବାଶ୍ମ ଇନ୍ଧନର ବିକଳ୍ପ ରୂପରେ ଏହି କାର୍ ବଜାରକୁ ଆସିବ । ପେଟ୍ରୋଲ ଓ ଡିଜେଲ୍ ଦ୍ୱାରା ଚାଳିତ କାର୍ ରୁ ବାହାରୁଥିବା ଧୂଆଁ ପରିବେଶକୁ ପ୍ରଦୂଷିତ କରୁଛି । ପ୍ରଦୂଷଣ କମାଇବା ପାଇଁ ଏହାର ବିକଳ୍ପ ରୂପରେ କାର୍ କମ୍ପାନୀଗୁଡିକ ପରିବେଶ ଅନୁକୂଳ କାର୍ ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି …

ଏହି କାରକୁ ଥରେ ଚାର୍ଜ୍ କଲେ ୭ ମାସ ଦୌଡ଼ିବ ! Read More »

thailand, chicken farming, cannabis, thai farmers, odia blog, rising odisha

ଥାଇଲ୍ୟାଣ୍ଡରେ କ’ଣ ପାଇଁ କୁକୁଡ଼ାଙ୍କୁ ଦିଆଯାଉଛି ଭାଙ୍ଗ ? କାରଣ ଜାଣିଲେ ହେବେ ଚକିତ…

ଥାଇଲ୍ୟାଣ୍ଡରେ ବୃହତ୍ ସ୍ତରରେ କୁକୁଡା ଚାଷ ହୋଇଥାଏ । ସେଠାକର ଚାଷୀ ଆର୍ଥିକ ଲାଭ ପାଇଁ କୁକୁଡା ଚାଷ କରିଥାନ୍ତି । ବର୍ତ୍ତମାନ ଥାଇଲ୍ୟାଣ୍ଡର ଚାଷୀ ନିଜ କୁକୁଡ଼ା ଫାର୍ମରେ କୁକୁଡ଼ାଙ୍କୁ ଖାଇବାକୁ ଭାଙ୍ଗ ଦେଉଛନ୍ତି । ପୋଟ୍ ପଲ୍ୟୁଟ୍ରି ପ୍ରୋଜେକ୍ଟ ଅନ୍ତର୍ଗତରେ ସେମାନେ ଏମିତି କରୁଛନ୍ତି । ଯାହାକୁ ନେଇ ଅନେକ ଦେଶର ଚର୍ଚ୍ଚା ଚାଲିଛି । ବାକି ବିଶ୍ୱର ଲୋକ କୁକୁଡାଙ୍କୁ ଭାଙ୍ଗ ଦିଆଯିବ ଖବର ଶୁଣି ଚକିତ ହେଉଛନ୍ତି । ଥାଇଲ୍ୟାଣ୍ଡର ଉତ୍ତର …

ଥାଇଲ୍ୟାଣ୍ଡରେ କ’ଣ ପାଇଁ କୁକୁଡ଼ାଙ୍କୁ ଦିଆଯାଉଛି ଭାଙ୍ଗ ? କାରଣ ଜାଣିଲେ ହେବେ ଚକିତ… Read More »

agnipath, indian army recruitment, agniveer, modi govt, odia blog, rising odisha

ସେନାର ନୂଆ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଯାଉଛି ‘ଅଗ୍ନିପଥ’ !

ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସେନାର ତିନି ଅଙ୍ଗ ପାଇଁ ଅଗ୍ନିପଥ ଯୋଜନାର ଘୋଷଣା ହୋଇଥିଲା । ଏହି ଯୋଜନା ଅନ୍ତର୍ଗତରେ ସେନାରେ ୪ ବର୍ଷ ପାଇଁ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ଅଛି । ୪ ବର୍ଷ ପାଇଁ ସେନାରେ ଯୋଗ ଦେବାକୁ ଥିବା ଏହି ସୈନିକଙ୍କୁ ‘ଅଗ୍ନିବୀର’ବୋଲି କୁହାଯିବ । ତେବେ ଏହି ଯୋଜନାକୁ ଏବେ ଦେଶରେ ଜୋରଦାର ବିରୋଧ ଆରମ୍ଭ ହୋଇଗଲାଣି । ଉଣା ଅଧିକେ ଦେଶର ସବୁ ରାଜ୍ୟରେ …

ସେନାର ନୂଆ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଯାଉଛି ‘ଅଗ୍ନିପଥ’ ! Read More »

congress, enforcement directorate, national herald case, odia blog, rising odisha

ଗାନ୍ଧୀ ପରିବାର ପାଇଁ ରାସ୍ତାରେ, ଆମ ଆଦମୀ କଥା ଉଠିଲେ କୁଆଡେ ଯାଏ କଂଗ୍ରେସ ?

ସୋମବାର ଦିନ ବହୁଦିନ ପରେ କଂଗ୍ରେସର ଲଢୁଆ ରୂପ ଦେଖିବାକୁ ମିଳିଥିଲା । ସାଧାରଣ କର୍ମୀଙ୍କ କଥା ଛାଡନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ବସିବା ଦେଖିବାକୁ ମିଳିଥିଲା । କାରଣ ଥିଲା କଂଗ୍ରେସ ମୁଖ୍ୟ ସୋନିଆ ଓ ପୂର୍ବତନ ମୁଖ୍ୟ ତଥା କଂଗ୍ରେସର ପିଏମ୍ ଇନ୍ ୱେଟିଂ ରାହୁଲଙ୍କୁ ଇଡିର ସମନ । ଇଡି ସମନକୁ କଂଗ୍ରେସର ନେତାମାନେ ଗମ୍ଭୀରତାର ସେହି ନେଇ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ଅବଶ୍ୟ ବିରୋଧୀ …

ଗାନ୍ଧୀ ପରିବାର ପାଇଁ ରାସ୍ତାରେ, ଆମ ଆଦମୀ କଥା ଉଠିଲେ କୁଆଡେ ଯାଏ କଂଗ୍ରେସ ? Read More »

agniveer, agneepath scheme, indian army recruitment, indian army, modi govt, odia blog, rising odisha

‘ଅଗ୍ନିପଥ’ରୁ ବାହାରିବେ ଦୁର୍ବଳ ସୈନିକ ? କ’ଣ କହୁଛି ସେନା, ଜାଣନ୍ତୁ

ଭାରତ ସରକାର ମଙ୍ଗଳବାର ଦିନ ସ୍ଥଳସେନା, ନୌସେନା ଓ ବାୟୁସେନାରେ ସୈନିକଙ୍କ ଭର୍ତ୍ତି ପାଇଁ ଏକ ନୂଆ ଯୋଜନା ‘ଅଗ୍ନିପଥ’ର ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତରେ ୪ ବର୍ଷ ପାଇଁ ସୈନିକ ସେନାରେ ସାମିଲ ହେବେ । ଯେଉଁମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ । ସୁରକ୍ଷା ସମ୍ବନ୍ଧିତ ମନ୍ତ୍ରିମଣ୍ଡଳ ସମିତି ବୈଠକରେ ନୂଆ ଯୋଜନାକୁ ସ୍ୱିକୃତୀ ମିଳିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାର ଘୋଷଣା କରିଛନ୍ତି । ରାଜନାଥଙ୍କ ଅନୁସାରେ ଅଗ୍ନିପଥ ଯୋଜନା …

‘ଅଗ୍ନିପଥ’ରୁ ବାହାରିବେ ଦୁର୍ବଳ ସୈନିକ ? କ’ଣ କହୁଛି ସେନା, ଜାଣନ୍ତୁ Read More »

akhilesh yadav, fortuner car, keshab dev maurya, mahan dal party, samajwadi party, rising odisha

ନେତାଙ୍କୁ ଉପହାର ଦେଇ ଫେରସ୍ତ ମାଗିଲେ ଅଖିଳେଶ, ଦୁଇଟି ଫର୍ଚ୍ୟୁନରର କାହାଣୀ

ଉର୍ଦ୍ଦୁ ଭାଷାର ପ୍ରସିଦ୍ଧ କବି ବଶିର ବଦ୍ର ଲେଖିଥିଲେ ଯେ, ‘ଶତ୍ରୁତା ଜମେଇକି କର କିନ୍ତୁ ଯେତେବେଳେ ପୁଣି ବନ୍ଧୁ ହେବା ସେତେବଳେ ଯେମିତି ଲଜ୍ଜିତ ହେବାନି ତା’ର ସମ୍ଭାବନା ମଧ୍ୟ ରଖ’ । ରାଜନୀତିରେ କେହି ସ୍ଥାୟୀ ମିତ୍ର ନଥାଏ କି କେହି ସ୍ଥାୟୀ ଶତ୍ରୁ । ମତବାଦ ଦୃଷ୍ଟିରୁ ଆପଣଙ୍କର ଅଲଗା ଦଳରେ ଥିବା ନେତାଙ୍କ ସହିତ ମତଭେଦ ରହିପାରେ ସତ କିନ୍ତୁ ମନଭେଦ ରହିବା ଠିକ୍ ନୁହେଁ । ରାଜନୀତିରେ ନୂଆ ସମ୍ପର୍କ …

ନେତାଙ୍କୁ ଉପହାର ଦେଇ ଫେରସ୍ତ ମାଗିଲେ ଅଖିଳେଶ, ଦୁଇଟି ଫର୍ଚ୍ୟୁନରର କାହାଣୀ Read More »

china, uyghar muslim, nupur sharma, prophet, bjp, modi govt, odia blog, rising odisha

ଭାରତରେ ଗୋଟିଏ ବୟାନକୁ ନେଇ ଏତେ ହଙ୍ଗାମା କିନ୍ତୁ କ’ଣ ପାଇଁ ଚୀନକୁ ବରଦାସ୍ତ କରୁଛନ୍ତି ମୁସଲିମ୍ ରାଷ୍ଟ୍ର ?

ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶବ୍ୟାପି ମୁସଲିମ୍ ସମ୍ପ୍ରଦାୟ ତରଫରୁ ପ୍ରତିବାଦ ହେଉଛି । ଶୁକ୍ରବାର ଦିନ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ଉତ୍ତରପ୍ରଦେଶରୁ କେରଳ ପର୍ଯନ୍ତ ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ ହେଇଛି । ଅନେକ ସ୍ଥାନରେ ବିକ୍ଷୋଭ ହିଂସାର ରୂପ ନେଇଛି । ରାଂଚିରେ ତ’ ପୋଲିସ ଖୋଦ ଆକ୍ରମଣର ଶିକାର ହୋଇଛି । ଜଣେ ପୋଲିସଙ୍କୁ କାନ୍ଦି କାନ୍ଦି ଅଧିକ ଫୋର୍ସ ପାଇଁ ନିଜ ଅଧିକାରୀଙ୍କୁ ନିବେଦନ କରିବା ଭିଡିଓ …

ଭାରତରେ ଗୋଟିଏ ବୟାନକୁ ନେଇ ଏତେ ହଙ୍ଗାମା କିନ୍ତୁ କ’ଣ ପାଇଁ ଚୀନକୁ ବରଦାସ୍ତ କରୁଛନ୍ତି ମୁସଲିମ୍ ରାଷ୍ଟ୍ର ? Read More »

odia blog, rising odisha

କ’ଣ ସେହି ୫ କାରଣ ଯେଉଁଥିପାଇଁ ଭାରତ ଉପସାଗରୀୟ ମୁସଲିମ ରାଷ୍ଟ୍ରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ ?

ନୂପୁର ଶର୍ମାଙ୍କୁ ନେଇ ଭାରତର ରାଜନୀତି ଗରମ ଅଛି । ତାଙ୍କ ବିବାଦୀୟ ବୟାନ ପାଇଁ ଭାରତୀୟ ଜନତା ପାର୍ଟି ତାଙ୍କୁ ଦଳର ପ୍ରାଥମିକତା ସଦସ୍ୟତାରୁ ନିଲମ୍ବିତ କରିଛି । ହିନ୍ଦୁତ୍ୱ କଥା କହୁଥିବା ବିଜେପି କ’ଣ ପାଇଁ ନିଜ ଦଳର ଜଣେ ମୁଖପାତ୍ରଙ୍କୁ ନିଲମ୍ବିତ କରିଲା ? ଏହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । ଆସନ୍ତୁ ଜାଣିବା କଣ ସେହି କାରଣ… ୧. ପେଟ୍ରୋଲ ଓ ଗ୍ୟାସ ପାଇଁ ନିର୍ଭରତା ଭାରତର ଦୈନିକ …

କ’ଣ ସେହି ୫ କାରଣ ଯେଉଁଥିପାଇଁ ଭାରତ ଉପସାଗରୀୟ ମୁସଲିମ ରାଷ୍ଟ୍ରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ ? Read More »

RSS
Follow by Email
Scroll to Top
Close Bitnami banner
Bitnami