Author name: user

achhe din, petrol diesel price hike, petrol price hike, oil companies, Modi Govt, BJP, inflation, rising odisha

କାହିଁ ଗଲା ସେ ଅଚ୍ଛେଦିନ୍ ? ତୈଳ ତାତିରେ ଜଳୁଛି ମୋ ଦେଶ

ବିକାଶର କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଅଚ୍ଛେଦିନ୍‌ ସାଧାରଣ ଜନତାଙ୍କୁ କନ୍ଦାଇଲାଣି। ଥମୁନି ତେଲ ତାତି, କମୁନି ଦର। ଅତ୍ୟାବଶ୍ୟକ ସାମଗ୍ରୀ, ତୈଳ ଦର, ଏଲ୍‍ପିଜି ଦର ହୁ ହୁ ହୋଇ ବଢ଼଼ି ଚାଲିଛି। ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଆର୍ତ୍ତଚିତ୍କାର କଲେଣି ହେଲେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପେଟ୍ରୋଲ-ଡିଜେଲ ଦର। ବିଗାଡ଼ି ଦେଇଛି ମଧ୍ୟବିତ୍ତଙ୍କ ମାସିକ ବଜେଟ୍। ବେଲଗାମ ତୈଳ ଦର ବୃଦ୍ଧି କଲବଲ କରୁଥିବା ବେଳେ ଏବେ ଉଗ୍ରରୂପ …

କାହିଁ ଗଲା ସେ ଅଚ୍ଛେଦିନ୍ ? ତୈଳ ତାତିରେ ଜଳୁଛି ମୋ ଦେଶ Read More »

achhe din, Modi govt, narendra modi, achhe din kahan hai, petrol diesel price hike, gas price hike, rising odisha

ଆଛେ ଦିନ କୁଆଡେ ଗଲା ? ହାଣ୍ଡିଶାଳରୁ ପେଟ୍ରୋଲ ପମ୍ପ ସବୁଠି ମହଙ୍ଗା ମାଡ଼

ଆଛେ ଦିନର ଘୋଡ଼ା ଉପରେ ସବାର ହୋଇ ୨୦୧୪ରେ ମୋଦି କ୍ଷମତାକୁ ଆସିଥିଲେ । ମୋଦି ଆସିଲେ ପେଟ୍ରୋଲ ଦର କମିବ, ମୋଦି ଆସିଲେ ଡାଲି, ତେଲ ଦର କମିବ । ଏମିତି ପ୍ରତିଶ୍ରୁତିର ପାହାଡ ଛିଡା କରି ମୋଦି ସରକାର କ୍ଷମତାକୁ ଆସିଥିଲେ । କିନ୍ତୁ ମୋଦିଙ୍କ ଦ୍ୱିତୀୟ ପାଳିରେ ଲାଗୁଛି ସବୁ ପ୍ରତିଶ୍ରୁତି କେବଳ ପ୍ରତାରଣା ହୋଇଯାଇଛି । ଯେଉଁମାନେ ଦିନେ କହୁଥିଲେ ମୋଦି କ୍ଷମତାକୁ ଆସିଲେ ପେଟ୍ରୋଲ ଲିଟର ପିଛା ୩୫ ଟଙ୍କା …

ଆଛେ ଦିନ କୁଆଡେ ଗଲା ? ହାଣ୍ଡିଶାଳରୁ ପେଟ୍ରୋଲ ପମ୍ପ ସବୁଠି ମହଙ୍ଗା ମାଡ଼ Read More »

centre, central govt, petrol diesel price rise, oil company, public, inflation, GST, rising odisha

ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା

ଗୋଟିଏ ପଟେ ଦେଶର ଜନତା ଦିନକୁ ଦୁଇଗୁଣ ରାତିକୁ ଚାରିଗୁଣ ଦରରେ ବୃଦ୍ଧି ପାଉଥିବା ମହଙ୍ଗା ମାଡକୁ ନେଇ ତ୍ରସ୍ତ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ମସ୍ତ ଅଛନ୍ତି । ଏକ ହିସାବ ଅନୁସାରେ ପେଟ୍ରୋଲ ଶତକ ମାରିବା ସହିତ କେନ୍ଦ୍ର ସରକାରଙ୍କ ଟ୍ରେଜେରି ଭର୍ତ୍ତି ହେବାରେ ଲାଗିଛି । ହିସାବ ଅନୁସାରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରି କେନ୍ଦ୍ର ସରକାର ୧ ଲକ୍ଷ ୭୧ କୋଟି ଟଙ୍କା ପାଇଛନ୍ତି । ପେଟ୍ରୋଲ ଉତ୍ପାଦ …

ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା Read More »

lakshadeep, sardar patel, iron man of india, sardar vallabh bhai patel, rising odisha

ଟିକିଏ ବିଳମ୍ବ ହୋଇଥିଲେ ଲାକ୍ଷାଦ୍ୱିପ ଉପରେ ପାକିସ୍ତାନ କରିଥାନ୍ତା କବଜା,ଏମିତି ସୁତାଖିଅରେ ବଂଚିଗଲା ଲାକ୍ଷାଦ୍ୱିପ

ଭାରତ ସ୍ୱାଧିନତା ପାଇବା ସହିତ ହୋଇଥିଲା ଉପ ମହାଦେଶର ବିଭାଜନ । ମୁସଲିମ ବହୁଳ କାଶ୍ମୀର ଉପରେ ପାକିସ୍ତାନର ନଜର ଥିଲା । ସେହିଭଳି ହିନ୍ଦୁ ବହୁଳ ହାଇଦ୍ରାବାଦର ମୁସଲିମ୍ ଶାସକ ସ୍ୱାଧିନ ରହିବାକୁ କିମ୍ବା ପାକିସ୍ତାନ ସହିତ ମିଶିବାକୁ ଚାହୁଁଥିଲେ । ତେବେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ହାଇଦ୍ରାବାଦ ଶେଷକୁ ଭାରତରେ ସାମିଲ ହୋଇଥିଲା । ଦେଶ ମିଶ୍ରଣ ଘଟଣାର ଆଉ ଗୋଟିଏ ଅଳ୍ପ ଆଲୋଚିତ ଅଧ୍ୟାୟ ହେଉଛି ଲାକ୍ଷାଦ୍ୱିପର ଭାରତରେ …

ଟିକିଏ ବିଳମ୍ବ ହୋଇଥିଲେ ଲାକ୍ଷାଦ୍ୱିପ ଉପରେ ପାକିସ୍ତାନ କରିଥାନ୍ତା କବଜା,ଏମିତି ସୁତାଖିଅରେ ବଂଚିଗଲା ଲାକ୍ଷାଦ୍ୱିପ Read More »

traffic police, arrest rules, traffic violations, traffic rules, conditions for arrest, rising odisha

ଟ୍ରାଫିକ୍ ପୋଲିସ କାହାରିକି ଗିରଫ କରି ପାରିବ କି ? ଜାଣନ୍ତୁ କ’ଣ ରହିଛି ନିୟମ

ଏହା ଆମେ ସମସ୍ତେ ଜାଣିଛେ ଯେ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ସ୍ଥିତିରେ ଟ୍ରାଫିକ୍ ପୋଲିସ ଜରିମାନା ଲାଗୁ କରିଥାଏ ଓ କିଛି ପରିସ୍ଥିତିରେ ଗାଡି ମଧ୍ୟ ଜବତ କରିଥାଏ । ତେବେ ଅନେକଙ୍କ ମନରେ ଧାରଣା ରହିଛି ଯେ, ଟ୍ରାଫିକ୍ ପୋଲିସ କେବଳ ଚାଲଣ କାଟି ପାରିବ ଓ କାହାରିକି ଗିରଫ କରିପାରିବ ନାହିଁ । ଅନ୍ୟପକ୍ଷରେ ଆଉ କିଛିଙ୍କ ମତରେ ପରିସ୍ଥିତି ଯଦି ଦାବି କରେ ତେବେ ଟ୍ରାଫିକ ପୋଲିସ କାହାରିକି ମଧ୍ୟ ଗିରଫ କରି …

ଟ୍ରାଫିକ୍ ପୋଲିସ କାହାରିକି ଗିରଫ କରି ପାରିବ କି ? ଜାଣନ୍ତୁ କ’ଣ ରହିଛି ନିୟମ Read More »

super cyclone 1999, cyclone, odisha, disaster management, naveen patnaik, odisha cm, phailin, yaas, gulaab, titli, amphan, flood, drought in odisha, rising odisha

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେ‌ଖିଥିଲା ପ୍ରକୃତିର କରାଳ ରୂପ। ପ୍ରକୃତି ରଚିଥିଲା ତା’ର ମହାତାଣ୍ଡବ। ନିମିଷକେ କରିଦେଇଥିଲା ସବୁ କିଛି ଛାରଖାର। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ୨୨ ବର୍ଷ ପରେ ମଧ୍ୟ ସେ କାଳ ରାତିର ପ୍ରଳୟଙ୍କରୀ ଦୃଶ୍ୟ ଆଜି ବି ମନେ ପଡିଲେ ଶୀହରି ଉଠେ ଦେହ। ଆଖି ଆଗକୁ ଚାଲି ଆସେ ସେ ସମୟର …

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା Read More »

north korea, kim jong un, food resources, eat less food, 2025, typhoon, corona virus, rising odisha

ଏହି ଦେଶର ଶାସକ ୨୦୨୫ ପର୍ଯ୍ୟନ୍ତ ନିଜ ଦେଶର ନାଗରିକଙ୍କୁ କମ ଖାଇବାକୁ କହିଲେ…

ଉତ୍ତର କୋରିଆ ,ଏମିତି ଗୋଟିଏ ଦେଶ ଯେଉଁଠି କିଛି ମଧ୍ୟ ଘଟିପାରେ । ଯେଉଁଠି ଗୋଟିଏ ପରିବାର ଅଧିନରେ ଗୋଟିଏ ଦେଶ ଗଲା ୭୦ ବର୍ଷ ଧରି ଅଛି । ଗୋଟିଏ ପରିବାର ହାତରେ କୋଟି କୋଟି ଲୋକଙ୍କ ଭାଗ୍ୟ । କିମ୍ ପରିବାର ନିଜେ ତ’ ଅଏସ ଆରାମ ଭିତରେ ରୁହେ କିନ୍ତୁ ଏହି ଦେଶର ନାଗରିକ ଦୁଇ ଓଳି ପେଟପୁରା ଖାଦ୍ୟ ପାଆନ୍ତି ନାହିଁ । କମ୍ୟୁନିଷ୍ଟ ଶାସନର ଲୌହ ପରଦା ଭିତରେ ରହିଥିବା …

ଏହି ଦେଶର ଶାସକ ୨୦୨୫ ପର୍ଯ୍ୟନ୍ତ ନିଜ ଦେଶର ନାଗରିକଙ୍କୁ କମ ଖାଇବାକୁ କହିଲେ… Read More »

lpg gas, lpg gas price hike, modi govt, central govt, crude oil, petrol and diesel price hike, rising odisha

ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର

ଲାଗୁଛି ଆଉ ସାତ ଦିନ ପରେ ରୋଷେଇ ଘରେ ହାହାକାର ମଚିବାକୁ ଯାଉଛି । କାରଣ ମୋଦି ସରକାର ପୁଣିଥରେ ରୋଷେଇ ଗ୍ୟାସ୍ ଦାମ ବଢାଇ ପାରନ୍ତି । କୁହାଯାଉଛି ଯେ, ଦର ବଢାଇବା ପାଇଁ କେନ୍ଦ୍ର ସରକାର ମନସ୍ଥ କରି ସାରିଛନ୍ତି । ଗ୍ୟାସ୍ ସିଲିଣ୍ଡର ପିଛା କଂପାନୀଙ୍କୁ ୧ଶହ ଟଙ୍କା କ୍ଷତି ହେଉଥିବାରୁ ସରକାର ଦର ବଢାଇବେ । ଯଦି ଦରବୃଦ୍ଧି ପାଇଁ କମ୍ପାନୀଙ୍କୁ ସରକାର ସବୁଜ ସଂକେତ ଦିଅନ୍ତି ତେବେ ଏହା ୫ମ …

ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର Read More »

brush, teeth, 4 minutes brush teeth, brush technique, brush timing, plaque, rising odisha

କେତେ ମିନିଟ୍ ବ୍ରସ୍ କରିବା ଉଚିତ ?

ଆମ ଭିତରୁ ଅନେକ ଏହା ଜାଣନ୍ତି ଯେ, ଦିନକୁ ଦୁଇଥର ଦାନ୍ତ ଘସିବା ଓ ଅତିକମରେ ଥରକୁ ଦୁଇ ମିନଟ ଦାନ୍ତ ଘଷିବା ଜରୁରୀ । ପୁଣି ଏଭଳି ଅନେକ ଅଛନ୍ତି ଯେଉଁମାନେ କୁହନ୍ତି ଯେ, ଗୋଟିଏ ମିନଟ ପାଇଁ ବ୍ରସ୍ କରିବା ଯଥେଷ୍ଟ । କିନ୍ତୁ ସତ ହେଉଛି ଦୁଇ ମିନିଟ୍ ବ୍ରସ୍ କରିବା ଯଥେଷ୍ଟ ନୁହେଁ । ତେବେ କେତେ ମିନିଟ୍ ଧରି ଦାନ୍ତ ଘଷିବା ଦ୍ୱାରା ଦାନ୍ତ ସଫା ହୋଇଥାଏ ? ଆସନ୍ତୁ …

କେତେ ମିନିଟ୍ ବ୍ରସ୍ କରିବା ଉଚିତ ? Read More »

IPL, IPL new team, Lucknow team in IPL 2022, Ahmedabad in IPL 2022, sanjiv goenka lucknow team, rising odisha

ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ?

ଆହୁରି ଦମଦାର ହେବ ଫଟାଫଟ୍ କ୍ରିକେଟ । ଆସନ୍ତା ଆଇପିଏଲରେ ୮ଟି ବଦଳରେ ପଡିଆରେ ମୁହାଁମୁହିଁ ହେବେ ୧୦ଟି ଟିମ୍ । ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଆପିଏଲରେ ସାମିଲ ହେବେ । ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ କିଣିଥିବାବେଳେ ସିଭିସି କ୍ୟାପିଟାଲ ୫ହଜାର ୨୦୦ କୋଟି ଟଙ୍କାରେ ଅହମଦାବାଦକୁ କିଣିଛନ୍ତି । ତେବେ ଆପଣ କେବେ ଅନୁମାନ କରିଛନ୍ତି କି ଏହି ନୂଆ ଦଳ ପାଇଁ ଯେତିକି …

ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ? Read More »

Scroll to Top
Close Bitnami banner
Bitnami