Author name: user

rahul gandhi, indira gandhi, sonia gandhi, enforcement directorate, national herald case, odia blog, rising odisha

ଇନ୍ଦିରାଙ୍କ ପୋଜରେ ରାହୁଲ, କ’ଣ ଇତିହାସ ନିଜକୁ ଦୋହରାଉଛି ?

କଂଗ୍ରେସୀ ଆଜିକାଲି ସଡକ ଉପରେ ଅଛନ୍ତି । ବହୁଦିନ ପରେ କଂଗ୍ରସ କର୍ମୀଙ୍କୁ ଆକ୍ରାମକ ମୁଦ୍ରାରେ ଦେଖିବାକୁ ମିଳୁଛି । କାରଣ ହେଉଛି ଦଳର ପ୍ରଥମ ପରିବାର ଉପରେ ଆକ୍ରମଣ । କଂଗ୍ରସ ପାଇଁ ଗାନ୍ଧୀ ପରିବାର ହେଉଛି ପବିତ୍ର ପ୍ରତୀକ । ତେଣୁ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ନିରବ ରହି ଏସି ଷ୍ଟୁଡିଓରୁ ଟିପ୍ପଣୀ କରୁଥିବା କଂଗ୍ରେସର ବଡ଼ପଣ୍ଡା ଏବେ ରାଜରାସ୍ତା ଉପରେ ଝାଳ ବୁହାଉଛନ୍ତି । ଧାରଣାରେ ବସିବା ନେତାଙ୍କ …

ଇନ୍ଦିରାଙ୍କ ପୋଜରେ ରାହୁଲ, କ’ଣ ଇତିହାସ ନିଜକୁ ଦୋହରାଉଛି ? Read More »

draupadi murmu, president of india, draupadi murmu life story, odia blog, rising odisha

‘ପୁତି’ ଥିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ପିଲାଦିନ ନାମ, ଜାଣନ୍ତୁ କେମିତି ‘ପୁତି’ରୁ ‘ଦ୍ରୌପଦୀ’ ହୋଇଥିଲା ନାମ

ଦ୍ରୌପଦୀ ମୁର୍ମୁ । ଭାରତର ପଂଚଦଶତମ ରାଷ୍ଟ୍ରପତି । ଏକ ଆଦିବାସୀ ପରିବାରରୁ ଯାଇଥିବା ଦ୍ରୌପଦୀ ମୁର୍ମୁ ଆଜି ଭାରତର ପ୍ରଥମ ନାଗରିକ । ତେବେ ପିଲା ଦିନେ ଦ୍ରୌପଦୀଙ୍କ ନାମ ଦ୍ରୌପଦୀ ନଥିଲା । ଦ୍ରୌପଦୀଙ୍କ ପିଲାଦିନ ନାମ ଥିଲା ପୁତି । ଯାହା ପରେ ବଦଳି ହୋଇଥିଲା ଦ୍ରୌପଦୀ । ଦ୍ରୌପଦୀଙ୍କ ନାମକରଣ ପଛରେ ଅଛି ଗୋଟିଏ ରୋଚକ କାହାଣୀ । ଦ୍ରୌପଦୀ, ମହାଭାରତର ସବୁଠାରୁ ଶକ୍ତିଶାଳୀ ଚରିତ୍ର ମଧ୍ୟରୁ ଗୋଟିଏ । ସେ …

‘ପୁତି’ ଥିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ପିଲାଦିନ ନାମ, ଜାଣନ୍ତୁ କେମିତି ‘ପୁତି’ରୁ ‘ଦ୍ରୌପଦୀ’ ହୋଇଥିଲା ନାମ Read More »

draupadi murmu, president of india, tribal, mayurbhanj, odisha, draupadi murmu struggle, odia blog, rising odisha

ରାତି ସାଢେ ତିନିଟାରେ ଉଠନ୍ତି ଦ୍ରୌପଦୀ, ୪ ବର୍ଷ ଭିତରେ ଦେଖିଛନ୍ତି ତିନି ଟ୍ରାଜେଡି

ଦ୍ରୌପଦୀ ମୁର୍ମୁ । ଭାରତର ପଂଚଦଶତମ ରାଷ୍ଟ୍ରପତି । ଏକ ଆଦିବାସୀ ପରିବାରରୁ ଆସିଥିବା ଦ୍ରୌପଦୀ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଟିତ ହୋଇଛନ୍ତି । ଜୁଲାଇ ୨୫ ପରଠାରୁ ସେ ଦେଶର ପ୍ରଥମ ନାଗରିକ ଭାବେ ପରିଚିତ ହେବେ । ଭାରତର ରାଷ୍ଟ୍ରପତି ହେବା ରାସ୍ତାରେ ଦ୍ରୌପଦୀ କରିଛନ୍ତି ଅନେକ ସଂଘର୍ଷ ଓ ଦେଖିଛନ୍ତି ଟ୍ରାଜେଡି । କିନ୍ତୁ ପାହାଡପୁରର ଦ୍ରୌପଦୀ ଦୁଃଖର ମୁକାବିଲା ପାହାଡ ଭଳି କରିଛନ୍ତି । ଜୀବନରେ ସେ ଯେତିକି ଦୁଃଖର ସମ୍ମୁଖୀନ …

ରାତି ସାଢେ ତିନିଟାରେ ଉଠନ୍ତି ଦ୍ରୌପଦୀ, ୪ ବର୍ଷ ଭିତରେ ଦେଖିଛନ୍ତି ତିନି ଟ୍ରାଜେଡି Read More »

india china faceoff latest, india china latest news, cloud burst, artificial rain, telangana cm, kcr, odia blog, rising odisha

ଭାରତ ବିରୋଧରେ ଚୀନ କରୁଛି ଷଡ଼ଯନ୍ତ୍ର, ବାଦଲ ଫଟାଇ କରୁଛି ବର୍ଷା !

ନିକଟରେ ଜୁଲାଇ ୧୭ ତାରିଖ ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବାଦଲ ଫଟା ବର୍ଷା ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା କଥା କହିଛନ୍ତି । ଆଗରୁ ସେ ଲଦ୍ଦାଖ ଓ ଉତ୍ତରାଖଣ୍ଡରେ ହୋଇଥିବା ଭୀଷଣ ବର୍ଷ ପଛରେ ବିଦେଶୀ ଶକ୍ତିର ହାତ ଥିବା କଥା କହିଥିଲେ । ଏବେ ତେଲେଙ୍ଗାନାର ବନ୍ୟା ପ୍ରଭାବିତ ଭଦ୍ରାଚଳମ ଗସ୍ତ କାଳରେ ସେ ସେହି କଥାକୁ ପୁଣିଥରେ ଦୋହରାଇଛନ୍ତି । ତାଙ୍କ କହିବା କଥା ହେଉଛି ଗୋଟିଏ ଶତ୍ରୁ …

ଭାରତ ବିରୋଧରେ ଚୀନ କରୁଛି ଷଡ଼ଯନ୍ତ୍ର, ବାଦଲ ଫଟାଇ କରୁଛି ବର୍ଷା ! Read More »

rubber stamp, president of india, president election 2022, odia blog, rising odisha

ରାଷ୍ଟ୍ରପତି କ’ଣ କେବଳ ରବର ଷ୍ଟାମ୍ପ ? ଇତିହାସର କିଛି ଏମିତି ଘଟଣା ଯେତେବେଳେ ରାଷ୍ଚ୍ରପତି ଭାରି ପଡିଛନ୍ତି ସରକାରଙ୍କ ଉପରେ

ମେ ୧୯୬୨ ମସିହାରେ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ନିଜ ପସନ୍ଦର ନେତା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ । ନେହେରୁ ଆଶା କରିଥିଲେ ଯେ, ରାଧା କ୍ରିଷ୍ଣନ ସବୁ ପରିସ୍ଥିତିରେ ତାଙ୍କ ସରକାର ସହିତ ଛିଡା ହେବେ । କିନ୍ତୁ ଚୀନ୍ ସହିତ ଯୁଦ୍ଧରେ ଭାରତର ଲଜ୍ଜାଜନକ ପରାଜୟ ସବୁକିଛି ବଦଳାଇ ଦେଇଥିଲା । ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍ ବନ୍ଧୁତାକୁ ପଛରେ ରଖି ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ । ଚୀନକୁ ନେଇ ନେହେରୁ ସରକାରର ଭୂଲ …

ରାଷ୍ଟ୍ରପତି କ’ଣ କେବଳ ରବର ଷ୍ଟାମ୍ପ ? ଇତିହାସର କିଛି ଏମିତି ଘଟଣା ଯେତେବେଳେ ରାଷ୍ଚ୍ରପତି ଭାରି ପଡିଛନ୍ତି ସରକାରଙ୍କ ଉପରେ Read More »

jagdeep dhankhar, vice president candidate, vice preisdent elections 2022, nda, modi, mission 2024, rising odisha

ଧନଖଡ଼ଙ୍କୁ ଏମିତି ଉପରାଷ୍ଟ୍ରପତି ପ୍ରାର୍ଥୀ କରିନାହିଁ ବିଜେପି, ପଛରେ ଅଛି ୨୦୨୪ର ରଣନୀତି

ଜଗଦୀପ ଧନଖଡ଼ । NDAର ଉପରାଷ୍ଟ୍ରପତି ପ୍ରାର୍ଥୀ । ଏହି ନାମ ଶୁଣିଲେ ଆପଣଙ୍କ ମନକୁ ଏମିତି ଜଣେ ରାଜ୍ୟପାଳଙ୍କ ଛବି ଆସୁଥିବ ଯିଏ ରାଜଭବନରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଯିଏ ରାଜଭବନର ଚୌହଦି ବାହାରେ ସାଧାରଣ ଲୋକଙ୍କ ଭିତରକୁ ଯିବାକୁ ଅଧିକ ପସନ୍ଦ କରନ୍ତି । ଏତେ ପସନ୍ଦ କରନ୍ତି ଯେ, ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ସେ ମମତା ଦିଦିଙ୍କ ଭଳି ଫାୟାର ବ୍ରାଣ୍ଡ୍,ଷ୍ଟ୍ରିଟ୍ ସ୍ମାର୍ଟ୍ ନେତାଙ୍କ ରକ୍ତଚାପ ବଢାଇ ଦେଇଥିଲେ । …

ଧନଖଡ଼ଙ୍କୁ ଏମିତି ଉପରାଷ୍ଟ୍ରପତି ପ୍ରାର୍ଥୀ କରିନାହିଁ ବିଜେପି, ପଛରେ ଅଛି ୨୦୨୪ର ରଣନୀତି Read More »

Baba Vanga, The Balkan Nostradamus, baba venga predictions, bulgarian seer, predictions, odia blog, rising odisha

୨୦୨୨ରେ ବାବା ଭାଙ୍ଗାଙ୍କ ଦୁଇଟି ଭବିଷ୍ୟତବାଣୀ ସତ ହେଲାଣି

ବାବା ଭାଙ୍ଗା । ବାଲକାନର ନାସ୍ତ୍ରେଦମସ ଭାବେ ପରିଚିତ । ବିଂଶ ଶତାବ୍ଦିର ଏହି ପ୍ରଶିଦ୍ଧ ଭବିଷ୍ୟତବକ୍ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି । ଫ୍ରାନ୍ସର ନାସ୍ତ୍ରେଦମ୍ସ ଶୋଡ଼ଷ ଶତାବ୍ଦିରେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ପରମାଣୁ ଯୁଦ୍ଧ ପରି ଘଟଣାର ସଠିକ ଭବିଷ୍ୟତବାଣୀ କରିପାରିଥିଲେ । ତାଙ୍କ ଜନ୍ମର ୫ଶହ ବର୍ଷ ପରେ ଜନ୍ମିତ ବାବା ଭାଙ୍ଗା ମଧ୍ୟ ସେହିଭଳି ଭବିଷ୍ୟତବାଣୀ କରି ଚର୍ଚ୍ଚିତ । ୧୯୧୧ ମସିହାରେ ଜନ୍ମିତ ବାବା ଭାଙ୍ଗା ଯେଉଁ ସବୁ ଭବିଷ୍ୟତବାଣୀ …

୨୦୨୨ରେ ବାବା ଭାଙ୍ଗାଙ୍କ ଦୁଇଟି ଭବିଷ୍ୟତବାଣୀ ସତ ହେଲାଣି Read More »

mission islam 2047, patna bomb blast, islam 2047, pm modi, odia blog, rising odisha

ମିଶନ ‘ଇସଲାମ -୨୦୪୭ ’ କ’ଣ ? ଆପଣଙ୍କ ହୋସ୍ ଉଡ଼ାଇଦେବ PFIର ପ୍ଲାନ୍

ବିହାର ପୋଲିସ ହାତରେ ଜଣେ ପୂର୍ବତନ ପୋଲିସ ଅଧିକାରୀ ଧରା ପଡିଛନ୍ତି । ଏହି ଅଧିକାରୀ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣର ଷଡ଼ଯନ୍ତ୍ର କରୁଥିଲେ । ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଧରା ପଡିଛନ୍ତି ଯାହାର ଭାଇ ୨୦୧୩ ପାଟନା ବୋମା ବିସ୍ଫୋରଣ ମାମଲାରେ ଏବେ ଜେଲରେ ଅଛି । ସେତେବେଳେ ମଧ୍ୟ ମୋଦିଙ୍କୁ ଟାର୍ଗେଟ୍ କରାଯାଇଥିଲା । ତେବେ ଏହି ସବୁ ବ୍ୟକ୍ତିଙ୍କ ତାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ …

ମିଶନ ‘ଇସଲାମ -୨୦୪୭ ’ କ’ଣ ? ଆପଣଙ୍କ ହୋସ୍ ଉଡ଼ାଇଦେବ PFIର ପ୍ଲାନ୍ Read More »

sarnath, ashok stambh, national emblem of India, ashok stambh controversy, ashok pillar, modi govt, central vista, odia blog, rising odisha

ସାରନାଥ ଅଶୋକ ସ୍ତମ୍ଭର ସିଂହ ଓ ସଂସଦ ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ସିଂହ ମଧ୍ୟରେ ପ୍ରଭେଦ କ’ଣ ?

ସଂସଦ ଭବନର ନୂଆ ଅଟ୍ଟାଳିକା ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ରାଷ୍ଟ୍ରୀୟ ପ୍ରତୀକ ଏବେ ଚର୍ଚ୍ଚାରେ ଅଛି । ଟିଏମସି ସାଂସଦ ମହୁଆ ମୋଇତ୍ର ଓ ଆପ୍ ସାଂସଦ ସଂଜୟ ସିଂହଙ୍କ ବୟାନ ପରେ ଏହି ବିବାଦ ବଢିବାରେ ଲାଗିଛି । ଉଭୟଙ୍କ ଅଭିଯୋଗ ଯେ, ମୋଦି ସରକାର ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇ ଦେଇଛନ୍ତି । ସାରନାଥର ସିଂହ ଓ ସାଂଚି ସ୍ଥୁପର ସିଂହଠାରୁ ସେଣ୍ଟ୍ରାଲ ଭିସ୍ତା ସିଂହ ଭିନ୍ନ ବୋଲି ଅଭିଯୋଗ ଉଠିଲାଣି । ଏମିତିରେ ଆସନ୍ତୁ …

ସାରନାଥ ଅଶୋକ ସ୍ତମ୍ଭର ସିଂହ ଓ ସଂସଦ ସେଣ୍ଟ୍ରାଲ ଭିସ୍ତାରେ ଲାଗିଥିବା ସିଂହ ମଧ୍ୟରେ ପ୍ରଭେଦ କ’ଣ ? Read More »

salary protection insurance, income protection, odia blog, rising odisha

Salary Protection Insurance: ଜାଣନ୍ତୁ ଦରମା ସୁରକ୍ଷା ବୀମା କ’ଣ, କେମିତି ବିପଦ ସମୟରେ ଏହା ହୋଇଥାଏ ସହାୟକ

ଯଦି ଆପଣ ଚାକିରି କରନ୍ତି ତେବେ କେବେ ନା କେବେ ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସିଥିବ ଯେ, ମୋ ପରେ ମୋ ପରିବାରର କ’ଣ ହେବ ? କେମିତି ପରିବାରକୁ ମିଳି ପାରିବ ନିୟମିତ ଆୟ ? ଆପଣଙ୍କ ମନକୁ ଆସୁଥିବା ଏହି ପ୍ରଶ୍ନର ଉତ୍ତର ହେଉଛି ସାଲାରି ପ୍ରୋଟେକ୍ସନ୍ ବୀମା । ସାଲାରି ପ୍ରୋଟେକ୍ସନ୍ ବୀମା ଆପଣଙ୍କ ଏହି ଚିନ୍ତା ଦୁର କରିଥାଏ । ଏହି ବୀମା ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରକୁ ଦେଇଥାଏ …

Salary Protection Insurance: ଜାଣନ୍ତୁ ଦରମା ସୁରକ୍ଷା ବୀମା କ’ଣ, କେମିତି ବିପଦ ସମୟରେ ଏହା ହୋଇଥାଏ ସହାୟକ Read More »

RSS
Follow by Email
Scroll to Top
Close Bitnami banner
Bitnami