Author name: user

dhamnagar by election, dhamnagar bypoll, dhamnagar assembly, bjd mla, biju janata dal, odisha bjp, odisha congress, odisha politics, odia blog, rising odisha

ବିଜେଡି ଖାତାକୁ ଯିବ ଧାମନଗର!

ମାଟି କାମୁଡି ପଡିବେ ବିରୋଧୀ! ବଡ଼ ବ୍ୟବଧାନରେ ଆସନ ହାତେଇବ ଶାସକ ଦଳ! ବିଗତ ସମସ୍ତ ଉପନିର୍ବାଚନରେ ବିଜୟର ବାନା ଉଡାଇଛି ବିଜେଡି । ଶାସକ ଦଳର ରଣନୀତି ଆଗରେ ଫିକା ପଡିଛନ୍ତି ବିରୋଧୀ ଗୋଷ୍ଠୀ। ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେପି ତାର ସମସ୍ତ ଦମ୍ ଲଗାଇଥିଲେ ମଧ୍ୟ ଉପନିର୍ବାଚନ ଗୁଡିକରେ ସିଟ୍ ହତେଇବାରେ ବିଫଳ ହୋଇଛି । ତେବେ ଆଲୋଚନା ହେଉଛି ଚଳିତ ଧାମନଗର ଉପନିର୍ବାଚନରେ ମଧ୍ୟ ବିରୋଧୀ ଭୋଗିବେ ସମ ଦୋଷା। ଲୋକଙ୍କୁ …

ବିଜେଡି ଖାତାକୁ ଯିବ ଧାମନଗର! Read More »

odisha cm, cm naveen patnaik, football for all, cmo odisha, fifa womens world cup 2022, odia blog, rising odisha

ଏଣିକି ଗାଁ ଗାଁରେ ଗଡିବ ଫୁଟବଲ

ଫୁଟବଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୂଳଦୁଆ ଶୁଭାରମ୍ଭ ହେଲା “ଫୁଟବଲ ଫର ଅଲ” କାର୍ଯ୍ୟକ୍ରମ ସ୍କୁଲରେ ବଣ୍ଟାଯିବ 43 ହଜାର ଫୁଟବଲ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲ, ଏଣିକି ଗାଁ ଗାଁରେ ଗଡିବ । ଓଡିଶା କେବଳ ହକି ନୁହେଁ ଏବେ ଫୁଟବଲର ବି ଏନ୍ତୁଡିଶାଳ ପାଲିଟିବାକୁ ଯାଉଛି । ଖାସ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ଫୁଟବଲ ଫର ଅଲ୍ କାର୍ଯ୍ୟକ୍ରମ । ଫିଫାର 17 ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ଆୟୋଜନର …

ଏଣିକି ଗାଁ ଗାଁରେ ଗଡିବ ଫୁଟବଲ Read More »

champawat tiger story, champawat tiger news, champawat nepal, odiablog, rising odisha

ଗୋଟିଏ ମଣିଷଖିଆ ବାଘର କାହାଣୀ ଯିଏ ୪ଶହରୁ ଅଧିକ ଲୋକଙ୍କୁ ମାରିଥିଲା,ସେନା ବି ମାରିଥିଲା ଫେଲ

ବିହାରରେ ମଣିଷଖିଆ ବାଘ ଟି-୧୦୫ ଶିକାରୀ ଗୁଳିରେ ଟଳି ପଡ଼ିଛି । ଏହି ବାଘ ଓ ତା’ ବାପା ମଧ୍ୟରେ ଜଙ୍ଗଲ ଉପରେ ଚାଲିଥିବା ଅଧିକାର ଯୁଦ୍ଧ ପାଇଁ ପାଲଟି ଯାଇଥିଲା ମଣିଷଖିଆ । ବାପା ବାଘ ଟି-୫ ଡରରେ ଟି-୧୦୫ ଜଙ୍ଗଲ ଭିତରକୁ ଯାଇ ପାରୁନଥିଲା । ଜଙ୍ଗଲ ସୀମା ବାହାରେ ରହୁଥିଲା । ଆଉ ଶିକାର ନପାଇ ପାଲଟିଯାଇଥିଲା ମଣିଷଖିଆ । ୫ଶହ ଜଙ୍ଗଲ ଅଧିକାରୀ ବିହାରର ଚମ୍ପାରଣରେ ଏହି ବାଘକୁ ଖୋଜୁଥିଲେ । …

ଗୋଟିଏ ମଣିଷଖିଆ ବାଘର କାହାଣୀ ଯିଏ ୪ଶହରୁ ଅଧିକ ଲୋକଙ୍କୁ ମାରିଥିଲା,ସେନା ବି ମାରିଥିଲା ଫେଲ Read More »

entangled quantum states, nobel prize, physics, nobel prize 2022, odia blog, rising odisha

ଗୋଟିଏ ସେକେଣ୍ଡରେ ନୂଆଦିଲ୍ଲୀରୁ ନ୍ୟୁୟର୍କ, କ’ଣ ସେହି ଟେକନିକ୍ ଯେଉଁଥିପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ

ମଙ୍ଗଳବାର ଦିନ ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଦିଆଯିବ ବୋଲି ଘୋଷଣା ହୋଇଛି । ଏହି ତିନି ବୈଜ୍ଞାନିକଙ୍କ ନାମ ହେଉଛି ଏଲେନ୍ ଆସପେକ୍ଟ,ଜନ୍ ଏଫ୍ କ୍ଲାଂସର ଓ ଏଣ୍ଟନ ଜେଲିଙ୍ଗର । ସେମାନଙ୍କୁ ଏହି ସମ୍ମାନ କ୍ୱାଣ୍ଟମ ଇନଫର୍ମେସନ୍ ସାଇନ୍ସ ଓ ଫୋଟେନ୍ସ ଉପରେ ଗବେଷଣା ଲାଗି ମିଳିଛି । ଏଲେନ୍ ଫ୍ରାନ୍ସ ନାଗରିକ ହୋଇଥିବା ବେଳେ କ୍ଲାଂସର ଆମେରିକୀୟ ନାଗରିକ ଓ ଜେଲିଙ୍ଗର ଅଷ୍ଟ୍ରିୟାରୁ ଆସନ୍ତି । ତିନି …

ଗୋଟିଏ ସେକେଣ୍ଡରେ ନୂଆଦିଲ୍ଲୀରୁ ନ୍ୟୁୟର୍କ, କ’ଣ ସେହି ଟେକନିକ୍ ଯେଉଁଥିପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ Read More »

chinese pilot news , china airlines update , china fighter jet, odiablog risingodisha,

ପାଇଲଟ୍ ମିଳୁନାହାନ୍ତି

ପିପୁଲସ୍ ଲିବରେସନ୍ ନେଭିକୁ ଏବେ ତା’ର ଫାଇଟର ଜେଟ୍ ପାଇଁ ପାଇଲଟ୍ ମିଳୁନାହାନ୍ତି ।ଏହି ପ୍ଲେନ୍ ସବୁ ବିମାନବାହକ ପୋତରୁ ଉଡ଼ିବେ । ଚୀନ କେବଳ ବିମାନବାହକ ପୋତ ପାଇଁ ଜେ-୧୫ ଜେଟ ତିଆରି କରିଛି ।ଗତ ଏକ ଦଶକ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍ ଲଢୁଆ ପାଇଲଟ୍ ଅଭାବର ସମ୍ମୁଖୀନ ହେଉଛି ।ତେଣୁ ପାଇଲଟ୍ ଟ୍ରେନିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଚୀନର ପ୍ରଥମ ବିମାନବାହକ ପୋତ ଥିଲା ଲିୟଓନିଙ୍ଗ୍ । ତେବେ …

ପାଇଲଟ୍ ମିଳୁନାହାନ୍ତି Read More »

ବର୍ଷର ଶେଷ ସୂର୍ଯ୍ୟ ପରାଗର ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ ?

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୨୦୨୨ ମସିହାର ଶେଷ ସୂର୍ଯ୍ୟ ପରାଗ ମଙ୍ଗଳବାର,ଅକ୍ଟୋବର ୨୫ ତାରିଖ ଦିନ ହେବ । ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୨୪ ତାରିଖ ଦିନ ଦିପାବଳୀ ପାଳିତ ହୋଇଥିବ । ଅନ୍ୟପକ୍ଷରେ ସୂର୍ଯ୍ୟପରାଗର ଗୋଟିଏ ଦିନ ପରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଅନେକ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗ ଭିତରେ ସୂର୍ଯ୍ୟପରାଗ ହେଉଛି ଯେତେବେଳେ ପରାଗର ଗୋଟିଏ ଦିନ ପୂର୍ବରୁ ଦିପାବଳୀ ଓ ଗୋଟିଏ ଦିନ …

ବର୍ଷର ଶେଷ ସୂର୍ଯ୍ୟ ପରାଗର ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ ? Read More »

currency notes of india, reserve bank of india, total black money in india 2022 ,odia blog rising odisha

ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ-୨ ହଜାର ଟଙ୍କିଆ ନୋଟ୍ ଗାଏବ !

ଦୁର୍ନିତୀ ଉପରେ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ବୋଲି କହି ଯେଉଁ ନୋଟ୍ ବ୍ୟାନକୁ ମାର୍କେଟିଂ କରାଯାଇଥିଲା ତା’ର ସତ ଏବେ ଧିରେ ଧିରେ ପଦାକୁ ଆସିଲାଣି । ଯାହା ଜଣା ପଡୁଛି କଳା ଟଙ୍କା ଉପରେ ମୋଦିଙ୍କ ମାଡ଼ କାମ କରିନି । ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ,୨ ହଜାର ଟଙ୍କିଆ ନୋଟ୍ ବଜାରରୁ ଉଭାନ୍ ହୋଇଯାଇଛି । ଖୋଦ ରିଜର୍ଭ ବ୍ୟାଙ୍କ ପାଖରେ ମଧ୍ୟ ଏହାର କିଛି ଖବର ନାହିଁ …

ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ-୨ ହଜାର ଟଙ୍କିଆ ନୋଟ୍ ଗାଏବ ! Read More »

pfi latest news, oma abdul salam pfi, popular front of india, odia blog, rising odisha

PFI : ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା

ଭାରତ ସରକାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହା ମଙ୍ଗଳବାର ଦିନ ହୋଇଥିବା ଦ୍ୱିତୀୟ ରାଉଣ୍ଡ୍ ଚଢାଉରୁ ଜଣା ପଡ଼ୁଛି । ପ୍ରଥମ ଚଢାଉ ରାତି ଅଧିଆ ହୋଇଥିଲା । ପିଏଫଆଇ କର୍ମୀ ଶୋଇଥିବା ବେଳେ ଏହାର ନେତା ସବୁ ହାଜତରେ ପସି ସାରିଥିଲେ । ପିଏଫଆଇର କ୍ୟାଡର ରାସ୍ତା ଉପରକୁ ଓହ୍ଲାଇବା ବେଳକୁ ଆଉ କିଛି ନଥିଲା । ମଙ୍ଗଳବାର ହୋଇଥିବା ଦ୍ୱିତୀୟ ରାଉଣ୍ଡ ଚଢାଉରୁ ଏନଆଇଏକୁ …

PFI : ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା Read More »

ankita bhandari. ankita murder case, uttarakhand, resort, protest, bjp leader, odia blog, rising odisha

ଅଙ୍କିତା ହତ୍ୟାକାଣ୍ଡ : ଉତ୍ତରାଖଣ୍ଡରୁ ଦିଲ୍ଲୀ ସବୁଠି ବିରୋଧ, ରିସୋର୍ଟ ଭଙ୍ଗା ପଛରେ ଷଡ଼ଯନ୍ତ୍ର ?

ଉତ୍ତରାଖଣ୍ଡର ଅଙ୍କିତା ହତ୍ୟାକାଣ୍ଡ ବିଜେପି ପାଇଁ ମୁଣ୍ଡବିନ୍ଧା ହେବାରେ ଲାଗିଛି । ରବିବାର ଦିନ ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ବିରୋଧ ଦେଖିବାକୁ ମିଳିଥିଲା । ଏହା ଭିତରେ ଅଙ୍କିତାଙ୍କ ପିତା ରିସୋର୍ଟ୍ ଭଙ୍ଗାର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରିସୋର୍ଟରେ ଥିବା ସାକ୍ଷ ପ୍ରମାଣ ନଷ୍ଟ କରିବାକୁ ଏହାକୁ ଭଙ୍ଗା ଯାଇଥିବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଉତ୍ତରାଖଣ୍ଡର ରାସ୍ତା ଜାମ ଅଙ୍କିତାଙ୍କ ଅନ୍ତିମ ସଂସ୍କାର ପାଇଁ ଅରାଜି …

ଅଙ୍କିତା ହତ୍ୟାକାଣ୍ଡ : ଉତ୍ତରାଖଣ୍ଡରୁ ଦିଲ୍ଲୀ ସବୁଠି ବିରୋଧ, ରିସୋର୍ଟ ଭଙ୍ଗା ପଛରେ ଷଡ଼ଯନ୍ତ୍ର ? Read More »

odisha mo parivar, cm naveen patnaik, odisha govt, mo sarkar. naveen odisha, cmo odisha, odia blog, rising odisha

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର

ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର । ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ୭୨ବର୍ଷୀୟା ବାସିନ୍ଦା ନିସାରନ ବିବି ହୃଦ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ସନ୍ସାଇନ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚାଲିଥିଲା। ଦୁର୍ଭାଗ୍ୟବଶତଃ, …

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର Read More »

RSS
Follow by Email
Scroll to Top
Close Bitnami banner
Bitnami