Author name: user

china covid 2022 latest news, xi jinping latest news china, covid china recent news, OdiaBlog, RisingOdisha

କରୋନାକୁ ରୋକିବାରେ ବିଫଳ ଚୀନ୍,ରୋଗୀଙ୍କୁ ଟ୍ରାକ୍ କରିପାରୁନି ପ୍ରଶାସନ

କରୋନା ପ୍ରଭାବରୁ ବିଭିନ୍ନ ଦେଶ ଧିରେ ଧିରେ ମୁକ୍ତି ପାଉଥିବା ବେଳେ ଏହାର ଅନ୍ତୁଡିଶାଳ ଚୀନ ପୁଣିଥରେ କରୋନା କବଳରେ ପଡ଼ିଛି । ସ୍ଥିତି ଏତେ ସାଂଘାତିକ ଯେ, କମ୍ୟୁନିଷ୍ଟ୍ ସରକାର ଦେଶରେ ଲକଡାଉନ୍ ଲାଗୁ କରିଥିଲେ । କିନ୍ତୁ ବ୍ୟାପକ ଜନ ଅସନ୍ତୋଷ ପରେ ଲକଡାଉନ୍ ହଟାଇବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏବେ ଲକଡାଉନ୍ ହଟାଇବା ଜିନ୍ ପିଙ୍ଗ ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଲକଡାଉନ୍ ହଟାଯିବା ପରେ ଦେଶରେ କରୋନା …

କରୋନାକୁ ରୋକିବାରେ ବିଫଳ ଚୀନ୍,ରୋଗୀଙ୍କୁ ଟ୍ରାକ୍ କରିପାରୁନି ପ୍ରଶାସନ Read More »

tawang clash news, tawang clash news 2022, tawang clash india china,OdiaBlog, RisingOdisha

ଆଗରୁ ଖବର ଥିଲା,ନିର୍ଦ୍ଧୁମ ଛେଚା ଖାଇ ଦୌଡ଼ିଲେ ଚୀନ୍ ସୈନିକ

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପିଏଲଏ ବା ପିପୁଲ’ସ ଲିବରେସନ୍ ଆର୍ମି ଅନୁପ୍ରବେଶ କରି ଜୋରଦାର ଝଟକା ପାଇଛି । ଡିସେମ୍ବର ୯ ତାରିଖ ଦିନ ପିଏଲଏର ସୈନିକ ତୱାଙ୍ଗ ଘାଟି ମଧ୍ୟକୁ ଅନୁପ୍ରବେଶ କରି ଭାରତୀୟ ସୈନିକଙ୍କ ସହିତ ଝଗଡ଼ା କରିଥିଲେ । କିନ୍ତୁ ସେମାନଙ୍କ ପାଇଁ ବାଜି ଓଲଟା ପଡ଼ିଥିଲା । ଗଲୱାନ ଘାଟି ଷଡ଼ଯନ୍ତ୍ର ବିଶୟରେ ଅନଭିଜ୍ଞ ଥିବା ଭାରତୀୟ ସେନା ୨୦୨୦ରେ ୨୦ ଜଣ ସୈନିକଙ୍କ ହରାଇଥିଲା । କିନ୍ତୁ ଏଥର ଭାରତୀୟ …

ଆଗରୁ ଖବର ଥିଲା,ନିର୍ଦ୍ଧୁମ ଛେଚା ଖାଇ ଦୌଡ଼ିଲେ ଚୀନ୍ ସୈନିକ Read More »

vpf voluntary provident fund, vpf voluntary provident fund tax , vpf tax benefits, OdiaBlog, RisingOdisha

VPF କ’ଣ ? କେମିତି ଜଣେ ଚାକିରିଆ ଏଥିରେ ନିବେଶ କରି ଅଧିକ ଲାଭ ପାଇପାରିବେ ?

VPF ଆପଣଙ୍କୁ ନିଜ EPFରେ ଅତିରିକ୍ତ ଯୋଗଦାନ କରିବା ସହ ଆକର୍ଷକ ରିଟର୍ଣ୍ଣର ସୁଯୋଗ ଦେଇଥାଏ । ଆସନ୍ତୁ ଜାଣିବା VPF କେମିତି କାମ କରିଥାଏ ଓ EPF ଆକାଉଣ୍ଟରେ କେମିତି ଆପଣ ସ୍ୱେଛାକୃତ ଯୋଗଦାନ କରିପାରିବେ… କୋଭିଡ୍ ଭଳି ମହାମାରୀ ଆମକୁ ମାନବୀୟ ସଂପର୍କ ଓ ସଂଚୟର ମହତ୍ୱକୁ ବୁଝାଇ ଦେଇଛି । କୋଭିଡ୍ ମହାମାରୀର ପ୍ରଥମ ଲହରି ବେଳେ ଅନେକଙ୍କୁ ନିଜ ରୋଜଗାର ହରାଇଥିଲେ । ଅନେକଙ୍କୁ ଚାକିରି ହରାଇବାକୁ ପଡିନଥିଲେ ମଧ୍ୟ ଦରମା …

VPF କ’ଣ ? କେମିତି ଜଣେ ଚାକିରିଆ ଏଥିରେ ନିବେଶ କରି ଅଧିକ ଲାଭ ପାଇପାରିବେ ? Read More »

aap vs congress in gujarat, gujarat congress crisis,arvind kejriwal vs rahul gandhi, OdiaBlog, RisingOdisha

ଗୁଜରାଟରେ ଆପ କେବଳ ୫ ଆସନ ଜିତିନାହିଁ,ଏହା କଂଗ୍ରେସର କବର ତିଆରି କରିଛି

୨୦୨୨ ନଭେମ୍ବର ୨୭ ତାରିଖ । ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ରେଡ୍ ମାର୍କ୍ ଷ୍ଟାଇଲରେ ଗୋଟିଏ କାଗଜରେ ଲେଖିକି ଦେଇଦେଲେ ଗୁଜରାଟରେ ଆପ୍ ସରକାର ଗଢିବ । ସେହିଭଳି ଆଉ ଏକ ସ୍ଥାନରେ ସେ କହିଥିଲେ ଯେ, ଆଇବି ରିପୋର୍ଟ ଅନୁସାରେ ଗୁଜରାଟରେ ଆପ୍ ସରକାର ଆସୁଛି । ତେଣୁ ବିଜେପି ଭୟଭୀତ । ଗୁରୁବାର ଦିନ ଫଳାଫଳରୁ କିନ୍ତୁ ସ୍ପଷ୍ଟ ହୋଇଛି ଯେ,ଆପ୍ ସରକାର ଗଢିନି । ଓଲଟା ବିଜେପି ଐତିହାସିକ …

ଗୁଜରାଟରେ ଆପ କେବଳ ୫ ଆସନ ଜିତିନାହିଁ,ଏହା କଂଗ୍ରେସର କବର ତିଆରି କରିଛି Read More »

iranian rock climber elnaz rekabi, iranian rock climber without hijab, elnaz rekabi without hijab , OdiaBlog, RisingOdisha

ମୁଣ୍ଡରୁ ଓଢ଼ଣୀ ଖସିଗଲା ବୋଲି ଅନ୍ତର୍ଜାତୀୟ ଖେଳାଳୀଙ୍କ ଘର ଭାଙ୍ଗିଦେଲେ ସରକାର

ହିଜାବକୁ ନେଇ ବିବାଦ ଭାରତରେ କିଛି ଦିନ ତଳ ଜୋର ଧରିଥିଲା । ହିଜାବ ପିନ୍ଧି କଲେଜ ଯିବାକୁ ନେଇ ମୁସଲିମ୍ ଛାତ୍ରୀଙ୍କ ଦାବିକୁ କର୍ଣ୍ଣାଟକ ସରକାର ମାନିବାକୁ ମନା କରିଦେଇଥିଲେ । ପରେ ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଅନ୍ୟପକ୍ଷରେ ଇରାନରେ ହିଜାବ ପିନ୍ଧିବୁ ନାହିଁ ବୋଲି ସେଠାକାର ଯୁବତୀ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନରେ ବେସରକାରୀ ଭାବେ ଶତାଧିକ ପ୍ରାଣ ହରାଇଲେଣି । ଇରାନୀ ସରକାର ମୋରଲ ପୋଲିସ(ରାସ୍ତା ଘାଟରେ …

ମୁଣ୍ଡରୁ ଓଢ଼ଣୀ ଖସିଗଲା ବୋଲି ଅନ୍ତର୍ଜାତୀୟ ଖେଳାଳୀଙ୍କ ଘର ଭାଙ୍ଗିଦେଲେ ସରକାର Read More »

north korea government rules, kim jong un latest news, kim jong un laws in north korea, OdiaBlog, RisingOdisha

କିମ୍ ଜୋଙ୍ଗ୍ ଉନଙ୍କ ନାଗରିକଙ୍କୁ ନୂଆ ଆଦେଶ,ପିଲାଙ୍କ ନାମ ବନ୍ଧୁକ,ବୋମା ରଖ !

ନାମ ଜଣେ ବ୍ୟକ୍ତିଙ୍କୁ ଆଉ ଜଣେ ବ୍ୟକ୍ତିଙ୍କଠାରୁ ଅଲଗା କରିଥାଏ । ଧର୍ମ ଆଧାରରେ ଲୋକଙ୍କ ନାମକରଣ ହୋଇଥାଏ । ଜଣେ ବ୍ୟକ୍ତିର ନାମରୁ ଜଣା ପଡିଥାଏ ସେ କେଉଁ ଧର୍ମକୁ ମାନନ୍ତି । ନାମକରଣ ଏକ ବ୍ୟକ୍ତିଗତ ଓ ପାରିବାରିକ ମାମଲା ହୋଇଥାଏ । ସାଧାରଣତଃ ଏଥିରେ ସରକାରଙ୍କ ହସ୍ତକ୍ଷେପ ନଥାଏ । କେବଳ କିଛି ଦେଶରେ ନିର୍ଦ୍ଦିଷ୍ଟ କେତୋଟି ନାମ ନରଖିବାକୁ ନିୟମ ରହିଛି । ଯେମିତି ଇସ୍ରାଏଲ ଓ ଜର୍ମାନୀରେ କେହି ନିଜ …

କିମ୍ ଜୋଙ୍ଗ୍ ଉନଙ୍କ ନାଗରିକଙ୍କୁ ନୂଆ ଆଦେଶ,ପିଲାଙ୍କ ନାମ ବନ୍ଧୁକ,ବୋମା ରଖ ! Read More »

china covid 2022 latest news, china covid lockdown protest, china president xi jinping,OdiaBlog, RisingOdisha

ଚୀନରେ ତିଆନମେନ୍ ସ୍କୋୟାରର ପଦଧ୍ୱନୀ, ଥରିଲେଣି ସି ଜିନପିଙ୍ଗ୍

୧୯୮୯ ମସିହାରେ ଚୀନ ରାଜଧାନୀ ବେଂଜିରେ ଛାତ୍ର ଗଣତାନ୍ତ୍ରିକ ଅଧିକାର ଦାବିରେ ବ୍ୟାପକ ବିକ୍ଷୋଭ କରିଥିଲେ । ସରକାରଙ୍କ ଦମନ ସତ୍ୱେ ଛାତ୍ରଛାତ୍ରୀ ରାସ୍ତା ଉପରେ କମ୍ୟୁନିଷ୍ଟ ସରକାରକୁ ବିରୋଧ କରିଥିଲେ । କମ୍ୟୁନିଷ୍ଟ ସରକାର ସେତେବେଳେ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ଟ୍ୟାଙ୍କ ଚଢାଇ ଆନ୍ଦୋଳନକୁ ଦାବି ଦେଇଥିଲେ । ସେହି ଆନ୍ଦୋଳନରେ ୧୦ ହଜାରରୁ ଅଧିକ ଛାତ୍ର ଓ ସାଧାରଣ ଜନତା ନିହତ ହୋଇଥିବା କୁହାଯାଏ । ତିଆନମେନ୍ ସ୍କୋୟାର ଆନ୍ଦୋଳନ ପରଠାରୁ ଚୀନରେ କମ୍ୟୁନିଷ୍ଟ …

ଚୀନରେ ତିଆନମେନ୍ ସ୍କୋୟାରର ପଦଧ୍ୱନୀ, ଥରିଲେଣି ସି ଜିନପିଙ୍ଗ୍ Read More »

sensitive material warning, cyber crime frauds in india, sextortion news, OdiaBlog, RisingOdisha

ସେକ୍ସଟର୍ସନ୍ କ’ଣ ? କେମିତି ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର ଜାଣନ୍ତୁ

ସେକ୍ସଟର୍ସନ୍ ବା ଧମକ ଦେଇ ଟଙ୍କା ଆଦାୟ କରିବା କଥା ଶୁଣିଥିବେ । ଡିଜିଟାଲ ଦୁନିଆର ପହଂଚ ବଢିବା ସହିତ ଏବେ ନିତିଦିନିଆ ଅଭିଦାନ ବା ଡିକ୍ସନାରିରେ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଗଲାଣି । ସେହି ଶବ୍ଦ ହେଉଛି ସେକ୍ସଟର୍ସନ । ସୋସିଆଲ ମିଡିଆ ଯେତିକି ଲୋକପ୍ରିୟ ହେଉଛି ସେକ୍ସଟର୍ସନର ମାମଲା ସେତିକି ବଢିବାରେ ଲାଗିଛି । ଯେଉଁଥିରେ ଅନେକ ବ୍ୟକ୍ତି ଅନଲାଇନ ବ୍ଲାକମେଲିଂର ଶିକାର ହୋଇ ମାନସିକ ଶାନ୍ତ ହରାଇବା ସହିତ ଟଙ୍କା ମଧ୍ୟ …

ସେକ୍ସଟର୍ସନ୍ କ’ଣ ? କେମିତି ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର ଜାଣନ୍ତୁ Read More »

bisleri company news, jayanti chauhan bisleri, ramesh chauhan bisleri , OdiaBlog, RisingOdisha

ବିସଲେରିବ୍ରାଣ୍ଡର ମାଲିକାନା କାହିଁକି ଚାହିଁଲେନି ଜୟନ୍ତି ?

ଭାରତରେ ପ୍ୟାକେଜ୍ ପାଣି କହିଲେ ଗୋଟିଏ ବ୍ରାଣ୍ଡକୁ ବୁଝାଏ । ତା’ ହେଉଛିବିସଲେରି । ବିସଲାରି ଏମିତି ଗୋଟିଏ ବ୍ରାଣ୍ଡ୍ ଯାହା ଗତ ୫୦ ବର୍ଷ ହେବ ଭାରତୀୟ ପ୍ୟାକେଜଡ୍ ୱାଟର ବଜାର ଉପରେ ଏକାକି ରାଜ୍ କରୁଥିଲା । ବଜାରରେ ଏହାର ଭାଗ ଥିଲା ୩୨ ପ୍ରତିଶତ । ଅର୍ଥାତ ବଜାରରେ ଯଦି ଶହେ ପାଣି ବୋତଲ ବିକ୍ରି ହୁଏ ତେବେ ତା’ମଧ୍ୟରୁ ୩୨ଟି ବିସଲେରିର ହୋଇଥାଏ । ସେହି ବିସଲେରି ବ୍ରାଣ୍ଡକୁ ଏହାର ମାଲିକ …

ବିସଲେରିବ୍ରାଣ୍ଡର ମାଲିକାନା କାହିଁକି ଚାହିଁଲେନି ଜୟନ୍ତି ? Read More »

nostradamus 2023 war, nostradamus documentary, nostradamus world war 2023, OdiaBlog, Rising Odisha

୨୦୨୩ ହେବ ଆର୍ଥିକ ସଂକଟ ଓ ଗୃହଯୁଦ୍ଧର ବର୍ଷ

ନାସ୍ତ୍ରେଦମ୍ସ । ପଂଚଦଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ଭବିଷ୍ୟତବକ୍ତା । ଯିଏ ୬ଶହ ବର୍ଷ ତଳେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭବିଷ୍ୟତବାଣୀ କରିଥିଲେ । ରହସ୍ୟମୟ ଭାଷାରେ ଭବିଷ୍ୟତର କଥା ଲେଖିଥିଲେ ନାସ୍ତ୍ରେଦମ୍ସ । କୁହାଯାଏ ଯେ, ନାସ୍ତ୍ରେଦମ୍ସ ତାଙ୍କ ଭବିଷ୍ୟତବାଣୀରେ ଜୈବିକ ଯୁଦ୍ଧର କଥା ମଧ୍ୟ ଆଜିଠାରୁ ୬ ଶହ ବର୍ଷ ତଳେ ଲେଖିଥିଲେ । ସେ ନିଜ ଦିବ୍ୟଚକ୍ଷୁରେ ଘୁଷୁରୀମୁଖା ପିନ୍ଧି ଯୁଦ୍ଧରତ ସୈନିକଙ୍କ କଥା ଲେଖିଥିଲେ । ୧୯୧୪ରୁ ୧୯୧୮ ମଧ୍ୟରେ …

୨୦୨୩ ହେବ ଆର୍ଥିକ ସଂକଟ ଓ ଗୃହଯୁଦ୍ଧର ବର୍ଷ Read More »

RSS
Follow by Email
Scroll to Top
Close Bitnami banner
Bitnami