Author name: user

retirement news today, increase in retirement age,retirement age increase news,odiablog, risingodisha

ରିଟାୟରମେଣ୍ଟ୍ ବୟସ କାହିଁକି ବଢାଉଛନ୍ତି ଅନେକ ଦେଶ ?

ବିଶ୍ୱର ଅନେକ ଦେଶ ଚାକିରିଆଙ୍କ ଅବସର ବୟସ ବଢାଇବାକୁ ଅଣ୍ଟା ଭିଡି଼ ସାରିଲେଣି । କିନ୍ତୁ କର୍ମଚାରୀ ଏହାକୁ ବିରୋଧ କରୁଛନ୍ତି । ଉଦାହରଣ ଭାବ ଫ୍ରାନ୍ସକୁ ନିଆଯାଉ । ସେଠାରେ ଅବସରକାଳୀନ ବୟସସୀମାକୁ ୬୨ରୁ ବଢାଇ ୬୪ କରିବାକୁ ପ୍ରସ୍ତାବ ଅଛି । କିନ୍ତୁ ଏହାକୁ କର୍ମଚାରୀ ବିରୋଧ କରୁଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ ବିରୋଧରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୁରା ଦେଶରେ ପେନସନ୍ ସୁଧାରକୁ ବିରୋଧ କରାଯାଉଛି । ଫ୍ରାନ୍ସ ସରକାରଙ୍କ …

ରିଟାୟରମେଣ୍ଟ୍ ବୟସ କାହିଁକି ବଢାଉଛନ୍ତି ଅନେକ ଦେଶ ? Read More »

kim jong un latest news, kim jong un status, kim jong un north korea rules,OdiaNews, RisingOdisha, Odiablog

ମରଣ ଡ଼ରରେ ଦିନରାତି ନିଶାରେ ବୁଡ଼ି ରହି କାନ୍ଦୁଛି ଉତ୍ତର କୋରିଆର ସୈତାନ କିମ୍ ଜୋଙ୍ଗ୍ ଉନ୍

ହଲିଉଡ୍ ଫିଲ୍ମ ଦେଖିଲେ ମୃତ୍ୟୁଦଣ୍ଡ । ପର୍ଣ୍ଣ ଦେଖିଲେ ଗୁଳି କରି ହତ୍ୟା । ବାଇବେଲ ରଖିଲେ ମୃତ୍ୟୁ । ନିଜ ନାଗରିକଙ୍କୁ ଏମିତି ମୃତ୍ୟୁ ବାଣ୍ଟୁଥିବା ଶାସକ ନିଜେ ଏବେ ମରଣ ଡରରେ ଡହଳବିକଳ । ମରଣ ଏତେ ଡରାଉଛି ଯେ, ସେ ଦିନରାତି ପିଉଛି ଓ କାନ୍ଦୁଛି । ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଉଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ମରଣ ଡରରେ ଚବିଶ ଘଣ୍ଟା ନିଶାରେ ବୁଡ଼ି …

ମରଣ ଡ଼ରରେ ଦିନରାତି ନିଶାରେ ବୁଡ଼ି ରହି କାନ୍ଦୁଛି ଉତ୍ତର କୋରିଆର ସୈତାନ କିମ୍ ଜୋଙ୍ଗ୍ ଉନ୍ Read More »

mir osman ali khan donation, mir osman ali khan donation to india, mir osman ali khan gold donation, OdiaBlog,RisingOdisha

ସତରେ କ’ଣ ହାଇଦ୍ରାବାଦ ନିଜାମ ଭାରତ-ପାକ୍ ଯୁଦ୍ଧ କାଳରେ ୫ ହଜାର କିଲୋ ସୁନା ଦାନ କରିଥିଲେ ?

ଗୋଟିଏ ସମୟରେ ହାଇଦ୍ରାବାଦର ନିଜାମ ଉସମାନ୍ ଅଲ୍ଲି ଖାନ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ସେଇ ନିଜାମ ଯିଏ ପାକିସ୍ତାନରେ ନିଜ ରାଜ୍ୟକୁ ମିଶାଇବାକୁ ଚାହୁଁଥିଲେ । ଏମିତିକି ପାକିସ୍ତାନରେ ମିଶି ନପାରିଲେ ମଧ୍ୟ ସ୍ୱାଧୀନ ହୋଇ ରହିବାକୁ ଚାହୁଁଥିଲେ । ଏଥିପାଇଁ ସେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ । ସେହି ନିଜାମଙ୍କ ସମ୍ପତି ସେତେବେଳେ ବ୍ରିଟିଶ ମିଡିଆ ଅନୁସାରେ ଥିଲା ୨୩୬ ଶହ କୋଟି …

ସତରେ କ’ଣ ହାଇଦ୍ରାବାଦ ନିଜାମ ଭାରତ-ପାକ୍ ଯୁଦ୍ଧ କାଳରେ ୫ ହଜାର କିଲୋ ସୁନା ଦାନ କରିଥିଲେ ? Read More »

salil ankola cricketer, salil ankola biography, salil ankola indian cricketer, Odiablog, risingodisha

‘ସଲିଲ ଅଙ୍କୋଲା : ଷ୍ଟାର କ୍ରିକେଟରୁ ଫିଲ୍ମ ଷ୍ଟାର,ପୁଣି ନିଶାମୁକ୍ତି କେନ୍ଦ୍ରରୁ କ୍ରିକେଟ୍

୯୦ ଦଶକରେ ସେ ଥିଲେ ଭାରତୀୟ କ୍ରିକେଟ୍ ଦୁନିଆର ଷ୍ଟାର । ତାଙ୍କ ପେସବୋଲିଂର ଚର୍ଚ୍ଚା ଢେର ହେଉଥିଲା । କିନ୍ତୁ ଗୋଟିଏ ସମୟ ପରେ ସେ ଉଭାନ ହୋଇଗଲେ । କ୍ରିକେଟ୍ ଦୁନିଆରୁ ଗାଏବ ହୋଇଯାଇଥିବା ସେହି ବ୍ୟକ୍ତି ଏବେ ପୁଣିଥରେ ଫେରିଛନ୍ତି । ଏଥର କିନ୍ତୁ ସିଲେକ୍ଟର ଭାବେ । ଏଥର ସେ ବାଛିବେ ଟିମ୍ ଇଣ୍ଡିଆ ପାଇଁ ଖେଳାଳୀ । ସେହି ବ୍ୟକ୍ତିଙ୍କ ନାମ ହେଉଛି ସଲିଲ ଅଙ୍କୋଲା । ଡେବ୍ୟୁ ମ୍ୟାଚରେ …

‘ସଲିଲ ଅଙ୍କୋଲା : ଷ୍ଟାର କ୍ରିକେଟରୁ ଫିଲ୍ମ ଷ୍ଟାର,ପୁଣି ନିଶାମୁକ୍ତି କେନ୍ଦ୍ରରୁ କ୍ରିକେଟ୍ Read More »

covid latest news, latest update in china covid, china covid 2022 latest news, Odiablog, Risingodisha

୯୦ ଦିନରେ ୯୦ କୋଟି ସଂକ୍ରମଣ ମାମଲା,ଚୀନରେ ଆସୁଛି କରୋନା ସୁନାମୀ !

ସାରା ବିଶ୍ୱ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଯାଇଛି ଚୀନ । ବିଶ୍ୱ ସହ ଜୈବିକ ଯୁଦ୍ଧ ମାନସିକ ନେଇ ଭୂତାଣୁ ଆବିଷ୍କାର କରିଥିବା ଚୀନରେ ଆଜି ଭୟଙ୍କର ସ୍ଥିତି । ସାରା ବିଶ୍ୱରେ କରୋନାର ପ୍ରକୋପ କମ୍ ଥିବା ବେଳେ ଚୀନରେ ଉଗ୍ରରୂପ ନେଉଛି ନୂଆ ଭାରିଆଣ୍ଟ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏମିତିକି ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ମେଡିକାଲରେ ରୋଗୀଙ୍କୁ ଭର୍ତ୍ତି …

୯୦ ଦିନରେ ୯୦ କୋଟି ସଂକ୍ରମଣ ମାମଲା,ଚୀନରେ ଆସୁଛି କରୋନା ସୁନାମୀ ! Read More »

investment decisions, investment ideas, investment plan, Odiablog, Risingodisha

ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ

ଟଙ୍କା ହିଁ ଟଙ୍କା ତିଆରି କରେ । ସଠିକ ସମୟରେ ନିବେଶ ଦେଇଥାଏ ଭଲ ରିଟର୍ଣ୍ଣ । ତେବେ ନିବେଶ ପୂର୍ବରୁ ଆମ ମନକୁ ଅନେକ ପ୍ରଶ୍ନ ଆସିଥାଏ । କେଉଁଠି ନିବେଶ କରିବୁ ? ସରକାରୀ ବଣ୍ଡରେ ନା ମ୍ୟୁଚୁଆଲ ଫଣ୍ଡରେ ନା ସିଧାସଳଖ ସେୟାର ମାର୍କେଟରେ । ଏମିତି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ । ଆମ ମଧ୍ୟରୁ କିଛି ନିଜ ବନ୍ଧୁମାନଙ୍କ ପରାମର୍ଶରେ ନିବେଶ କରିଥାଉ । ଅମୁକ ବ୍ୟକ୍ତି ସମୁକ …

ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ Read More »

china president xi jinping, xi jinping china latest news, xi jinping status, Odiablog, Risingodisha

କରୋନା ଓ କମଳା ପାଇଁ ମାରପିଟ ନେଇଯିବ କି ସିନ୍ ଜିଙ୍ଗ ପିଙ୍ଗଙ୍କ ଗାଦି ?

ଚୀନର ଜିରୋ କରୋନା ନୀତି ଫେଲ ମାରିଛି । କଠୋର କଟକଣା ଲାଗୁ କରିବା ପରେ ତାକୁ ପ୍ରତ୍ୟାହାର କରିନେବା ଚୀନକୁ ମହଙ୍ଗା ପଡ଼ିବା ଭଳି ଲାଗିଲାଣି । ଚୀନ୍ ସରକାର ଯେତେ ଲୁଚାଇଲେ ମଧ୍ୟ କରୋନା ସତ ଧିରେ ଧିରେ ପଦାକୁ ଆସିବାକୁ ଲାଗିଲାଣି । କୁହାଯାଉଛି ଯେ, ଚୀନରେ ଦୈନିକ ୧୦ ଲକ୍ଷ କରୋନା ସଂକ୍ରମଣ ମାମଲା ଆସୁଛି । ଆଉ ଏହି ଧାରା ଯଦି ଜାରି ରହେ ତେବେ ଅତିକମରେ ୨୭ ଲକ୍ଷ …

କରୋନା ଓ କମଳା ପାଇଁ ମାରପିଟ ନେଇଯିବ କି ସିନ୍ ଜିଙ୍ଗ ପିଙ୍ଗଙ୍କ ଗାଦି ? Read More »

china making super soldiers, chinese super soldiers, super soldiers in china, Odiablog, Risingodisha

ଚୀନ୍ ତିଆରି କରୁଛି ସୁପର ସୋଲଜର,ଅଖିଆ ଅପିଆ ଲଢି ପାରିବେ ଲମ୍ବା ଯୁଦ୍ଧ

ଚୀନ୍ ସୁପର ସୋଲଜର ବା ମହାମାନବ ସୈନିକ ତିଆରି କରୁଛି । ଏମିତି ସୈନିକ ଯେଉଁମାନେ ଅଖିଆ ଅପିଆ ଯୁଦ୍ଧ ଲଢି ପାରିବେ । ଡିଏନଏ ଏଡିଟିଂ କରି ଚୀନ୍ ଏଭଳି ସୈନିକ ସୃଷ୍ଟି କରୁଛି ବୋଲି ଆମେରିକା କହିଛି । ଫ୍ରାନ୍ସର ଦୁଇ ଜଣ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ କ୍ରିସପର ଟେକ୍ନୋଲୋଜିକୁ ବ୍ୟବହାର କରି ଚୀନ୍ ଏପରି କରୁଥିବା କୁହାଯାଉଛି । କ୍ରିସପର ଟେକ୍ନୋଲୋଜି ୨୦୧୨ ମସିହାରେ ଫ୍ରାନସର ଦୁଇଜଣ ମହିଳା ବୈଜ୍ଞାନିକ ଇମେନୁଏଲ ସାର୍ପେଚିଏ …

ଚୀନ୍ ତିଆରି କରୁଛି ସୁପର ସୋଲଜର,ଅଖିଆ ଅପିଆ ଲଢି ପାରିବେ ଲମ୍ବା ଯୁଦ୍ଧ Read More »

china vs japan war, china vs japan military power 2022, china vs japan comparison, OdiaBlog, RisingOdisha

ଚୀନର ମୁକାବିଲା ପାଇଁ ୩ ଲକ୍ଷ କୋଟି ଟଙ୍କାର କ୍ଷେପଣାସ୍ତ୍ର କିଣୁଛି ଜାପାନ

ଚୀନର ବିସ୍ତାରବାଦୀ ନୀତିକୁ ନେଇ କେବଳ ଭାରତ ନୁହେଁ ଜାପାନ ଭଳି ଏହାର ଆଉ କିଛି ପଡ଼ୋଷୀ ରାଷ୍ଟ୍ର ମଧ୍ୟ ଚିନ୍ତିତ ଅଛନ୍ତି । ଯାହାର ପ୍ରଭାବରେ ଏହି ଦେଶ ସବୁ ନିଜକୁ ଶସସ୍ତ୍ର କରୁଛନ୍ତି । ଏହି କ୍ରମରେ ଜାପାନ ୭୦ ବର୍ଷର ଶାନ୍ତି ସମ୍ବିଧାନକୁ ତ୍ୟାଗ କରି ନିଜ ପ୍ରତିରକ୍ଷା ବଜେଟକୁ ବଢାଇବାକୁ ନିଷ୍ପତି ନେଇଛି । ଏହି କ୍ରମରେ ଜାପାନ ୩ ଲକ୍ଷ କୋଟିଟଙ୍କାର କ୍ଷେପଣାସ୍ତ୍ର କିଣିବାକୁ ନୀତିଗତ ନିଷ୍ପତି ନେଇଛି । …

ଚୀନର ମୁକାବିଲା ପାଇଁ ୩ ଲକ୍ଷ କୋଟି ଟଙ୍କାର କ୍ଷେପଣାସ୍ତ୍ର କିଣୁଛି ଜାପାନ Read More »

russian ukraine war update, putin modi friendship reaction, india russia relations , OdiaBlog, #RisingOdisha

ଭାରତ ପାଇଁ ଟଳିଗଲା ପରମାଣୁ ଯୁଦ୍ଧ ? କ’ଣ ପାଇଁ ଭାରତ କଥା ଶୁଣିଲେ ପୁଟିନ୍ ?

ଋଷ ଓ ୟୁକ୍ରେନ ଯୁଦ୍ଧକୁ ୧୦ ମାସ ହୋଇଗଲାଣି । ଏହି ଯୁଦ୍ଧ ଡିସେମ୍ବର ଶେଷ ସହିତ ଆଉ ଏକ ବର୍ଷରେ ପଦାର୍ପଣ କରିବ । ଋଷ ପାଇଁ ଏହି ଯୁଦ୍ଧ ସମ୍ମାନର ପ୍ରଶ୍ନ ହୋଇସାରିଛି । ଋଷ ସେନାକୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିବା ବେଳେ ୟୁକ୍ରେନ୍ ମଧ୍ୟ ନିଜର ଏକ ପଂଚମାଂସ ଭୂମି ହରାଇ ସାରିଛି । କିନ୍ତୁ ଋଷ ନିର୍ଣ୍ଣାୟକ ବିଜୟ ପାଇ ନାହିଁ । ଏମିତିରେ ଋଷ ୟୁକ୍ରେନ୍ ବିରୋଧରେ ପରମାଣୁ …

ଭାରତ ପାଇଁ ଟଳିଗଲା ପରମାଣୁ ଯୁଦ୍ଧ ? କ’ଣ ପାଇଁ ଭାରତ କଥା ଶୁଣିଲେ ପୁଟିନ୍ ? Read More »

RSS
Follow by Email
Scroll to Top
Close Bitnami banner
Bitnami