Author name: user

home loan process, home loan calculation method, home loan tips, OdiaBlog, RisingOdisha

ଘର କେମିତି କିଣିବାର ୫-୨୦-୩୦-୫୦ ନିୟମ କ’ଣ ? ଆପଣଙ୍କ ହୋମ୍ ଲୋନ୍ ଇଏମଆଇ କେତେ ରହିବା ଠିକ ?

ନିଜର ଘର ସମସ୍ତଙ୍କ ସ୍ୱପ୍ନ ହୋଇଥାଏ । ମୁଣ୍ଡ ଉପରେ ଛାତ ଦିଏ ସୁରକ୍ଷାର ଭାବନା । ଏମିତିରେ ସମସ୍ତେ ଚାହାନ୍ତି ଘର ତିଆରି କରିବାକୁ । କିନ୍ତୁ ଏକାଥରକେ ନିବେଶ କରି ଘର ତିଆରି କରିବା କି କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ତେଣୁ ପ୍ରାୟତଃ ଅଧିକାଂଶ ହୋମ୍ ଲୋନ୍ ନେଇ ଘର କିଣିଥାନ୍ତି ବା ଘର ତିଆରି କରିଥାନ୍ତି । ଏମିତିରେ ଜଣେ କେତେ ଟଙ୍କା ଘର ନିର୍ମାଣର କିମ୍ବା କିଣିବାରେ …

ଘର କେମିତି କିଣିବାର ୫-୨୦-୩୦-୫୦ ନିୟମ କ’ଣ ? ଆପଣଙ୍କ ହୋମ୍ ଲୋନ୍ ଇଏମଆଇ କେତେ ରହିବା ଠିକ ? Read More »

chinese spy balloon over the u. s, chinese spy balloon shot down, chinese spy balloon in usa,Odianews, Risingodisha

ବେଲୁନ ଦ୍ୱାରା ପରମାଣୁ ଆକ୍ରମଣ ପାଇଁ ଚୀନ ଷଡ଼ଯନ୍ତ୍ର ! ଭାରତ ଉପର ଦେଇ ଯାଇଥିଲା ଚୀନ୍ ବେଲୁନ

ଚୀନ ବେଲୁନକୁ ଆମେରିକା ଗୁଳି କରି ତଳକୁ ଖସାଇ ଦେବା ଘଟଣାକୁ ଦୁଇ ଦିନ ବିତିଗଲାଣି । ଏହା ଭିତରେ ଯାହା ଖବର ଆସୁଛି ତାହା ଡ୍ରାଗନର ଷଡ଼ଯନ୍ତ୍ର ଆଡକୁ ଇଂଗିତ କରୁଛି । କୁହାଯାଉଛି ଯେ, ଚୀନ୍ ଭବିଷ୍ୟତରେ ବେଲୁନ୍ ଦ୍ୱାରା ପରମାଣୁ ଆକ୍ରମଣ କରିବା ଯୋଜନା କରୁଛି । ଯାହାର ପରୀକ୍ଷା ଥିଲା ଏହି ବେଲୁନ । ଚୀନଠାରୁ ୧୨ ହଜାର କିଲୋମିଟର ଦୂରରେ ଥିବା ଆମେରିକାରେ ଚୀନ୍ ବେଲୁନ୍ କ’ଣ କରୁଥିଲା ? …

ବେଲୁନ ଦ୍ୱାରା ପରମାଣୁ ଆକ୍ରମଣ ପାଇଁ ଚୀନ ଷଡ଼ଯନ୍ତ୍ର ! ଭାରତ ଉପର ଦେଇ ଯାଇଥିଲା ଚୀନ୍ ବେଲୁନ Read More »

pervez musharraf passed away, general musharraf death, pervez musharraf death pakistan media, Odiablog, Risingodisha

୨୩ ବର୍ଷ ତଳେ ସେଦିନ ଯଦି ଲକ୍ଷ୍ୟ ବ୍ୟର୍ଥ ହୋଇନଥାନ୍ତା ତେବେ ହୋଇଥାନ୍ତା ମୁଶାରଫ କାହାଣୀର ଅନ୍ତ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନରାଲ ପରଭେଜ୍ ମୁଶାରଫଙ୍କ ଦୁବାଇରେ ନିଧନ ହୋଇଯାଇଛି । ଦୁବାଇରେ ଆତ୍ମନିର୍ବାସନରେ ଥିବା ପରଭେଜ୍ ମୁଶାରଫଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ୟୁଏଇ (ମିଳିତ ଆରବ ଏମିରଟ)ର ଏକ ଆମେରିକୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଆମାଇଲାଇଡୋସିସ୍ ରୋଗରେ ପୀଡିତ ଥିଲେ ।ଶୁକ୍ରବରା ଦିନ ତାଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନୀ ମିଡିଆ ସୂତ୍ରରୁ ପ୍ରକାଶ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,୨୩ ବର୍ଷ ତଳେ ହିଁ …

୨୩ ବର୍ଷ ତଳେ ସେଦିନ ଯଦି ଲକ୍ଷ୍ୟ ବ୍ୟର୍ଥ ହୋଇନଥାନ୍ତା ତେବେ ହୋଇଥାନ୍ତା ମୁଶାରଫ କାହାଣୀର ଅନ୍ତ Read More »

budget history, budget history in india, indian budget history,Odiablog, risingodisha

ଭାରତରେ ବଜେଟର ଇତିହାସ : କେବେ ଓ କେମିତି ଭାରତରେ ଆରମ୍ଭ ହୋଇଥିଲା ବେଜଟ୍

ଫେବ୍ରୁଆରୀ ୧ ତାରିଖରେ ଆସେ ଭାରତ ସରକାରଙ୍କ ବଜେଟ । ବର୍ଷକ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ଲେଖାଯୋଖା ହେଉଛି ବଜେଟ୍ । ସରକାର ଟଙ୍କାଏ ଆୟ କଲେ କେମିତି ସେହି ଟଙ୍କାକ ଖର୍ଚ୍ଚ କରନ୍ତି ଏହା ହେଉଛି ବଜେଟ୍ । ସାଧାରଣ ଜନତାଠାରୁ ଶିଳ୍ପପତି ସମସ୍ତଙ୍କ ଅପକ୍ଷା ଥାଏ ବଜେଟକୁ । କାରଣ ବଜେଟ ସେମାନଙ୍କ ଖର୍ଚ୍ଚ କମାଏ କିମ୍ବା ବଢାଏ । ତେବେ ଭାରତର ବଜେଟ୍ ଇତିହାସ କ’ଣ ? ରାଜାରାଜୁଡା ଅମଳରେ …

ଭାରତରେ ବଜେଟର ଇତିହାସ : କେବେ ଓ କେମିତି ଭାରତରେ ଆରମ୍ଭ ହୋଇଥିଲା ବେଜଟ୍ Read More »

pakistan luxury cars, pakistan economic crisis 2023, pakistan latest update news, odiablog, risingodisha

ଘରେ ଅଟା ନାହିଁ,ପାକିସ୍ତାନ ଆମଦାନୀ କରୁଛି ଲଗଜରି କାର

ପାକିସ୍ତାନ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ । କର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି ସରକାର । ଦେଶର ଅନେକ ରାଜ୍ୟରେ ବିଜୁଳି ନାହିଁ । ରାସ୍ତାରେ ଲୋକେ ଅଟା ପାଇଁ ପିଟାପିଟି ହେଉଛନ୍ତି । କିନ୍ତୁ ପାକିସ୍ତାନୀଙ୍କ ସୌକ କମିନି । ସୌକ ଏତେ ଯେ, ଲୋନ୍ ପାଇଁ ଦେଶ ଦେଶ ବୁଲୁଥିବା ପାକିସ୍ତାନୀ ସରକାର ଲଗଜରି କାର ଆମଦାନୀକୁ ଗ୍ରୀନ୍ ସିଗନାଲ …

ଘରେ ଅଟା ନାହିଁ,ପାକିସ୍ତାନ ଆମଦାନୀ କରୁଛି ଲଗଜରି କାର Read More »

world's longest lasting light bulb, longest lasting light bulb, centennial light bulb, odiablog, risingodisha

୧୨୩ ବର୍ଷ ହେଲା ଜଳୁଛି ଗୋଟିଏ ବଲବ,ଯାହାର ନାମ ସେଣ୍ଟିନିୟଲ

ଅନ୍ଧାର ଉପରେ ଆଲୋକର ବିଜୟ ଥିଲା ମାନବ ଇତିହାସର ସବୁଠାରୁ ବଡ଼ ଉପଲବ୍ଧି । ଡିବି,ମଶାଲରୁ ଇଲେକ୍ଟ୍ରି ବଲ ହେଉଛି ସେହି ବିଜୟର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ । ଘରେ ଇଲେକ୍ଟ୍ରି ସୁଇଚ୍ ଅନ୍ କରି ଆଲୁଅ ଲଗାଇବା ବେଳେ କେବେ ଭାବିଛନ୍ତି ୧୪୦ରୁ ଅଧିକ ବର୍ଷ ତଳେ ପ୍ରଥମ ଥର ପାଇଁ ଯେତେବେଳେ ରାତିର ଅନ୍ଧାର ଭିତରେ ବଲ୍ ଜଳିଥିବ,ବିନା ତେଲରେ.. କେଉଁ ଭଳି ଥିବ ସେହି ଅନୁଭବ ? ଆଜି ସାଧାରଣ ଲାଗୁଥିବା …

୧୨୩ ବର୍ଷ ହେଲା ଜଳୁଛି ଗୋଟିଏ ବଲବ,ଯାହାର ନାମ ସେଣ୍ଟିନିୟଲ Read More »

future of smartphones 2030, what will phones be like in 2030, what will technology be like in 2030, odiablog, risingodisha

୨୦୩୦ ବେଳକୁ ନଥିବ ସ୍ମାର୍ଟଫୋନ୍,ଆପଣଙ୍କ ମୁଣ୍ଡରେ ଥିବ କମ୍ପ୍ୟୁଟର

ଯଦି ଆପଣଙ୍କୁ ସ୍ମାର୍ଟ୍ ଫୋନ୍ ତ୍ୟାଗ କରିବାକୁ କୁହାଯାଏ ତେବେ ଆପଣ ଫୋନ୍ ଛାଡି ପାରିବେ କି ? ଉତ୍ତର ହେଉଛି ନା । କାମ ଓ ସମ୍ପର୍କ ସ୍ଥାପନା ପାଇଁ ସ୍ମାର୍ଟ୍ ଫୋନର ଭୂମିକା ଏମିତି ଯେ ଏହାବିନା ଜୀବନ ଅସମ୍ଭବ ଲାଗୁଛି । କାମ ହେଉକି ଓଟିଟିରେ ମନୋରଂଜନ,ସବୁଥିପାଇଁ ଆବଶ୍ୟକ ହେଉଛି ସ୍ମାର୍ଟ୍ ଫୋନ୍ । ତେବେ ଏମିତିରେ ଯଦି କେହି ଆପଣଙ୍କୁ କୁହେ ଯେ, ଆଉ ମାତ୍ର ୭ ବର୍ଷ ପରେ ସ୍ମାର୍ଟ୍ …

୨୦୩୦ ବେଳକୁ ନଥିବ ସ୍ମାର୍ଟଫୋନ୍,ଆପଣଙ୍କ ମୁଣ୍ଡରେ ଥିବ କମ୍ପ୍ୟୁଟର Read More »

why has india issued notice to pakistan on the indus waters treaty, india pakistan latest news, what is indus water treaty,odishablog,risingodisha

ସିନ୍ଧୁ ନଦୀ ଜଳ ସନ୍ଧି କ’ଣ ?

ଭାରତ କାହିଁକି ପାକିସ୍ତାନକୁ ଜାରି କଲା ନୋଟିସ ? ସିନ୍ଧୁ ନଦୀ ଜଳ ସନ୍ଧିକୁ ନେଇ ପାକିସ୍ତାନକୁ ଭାରତ ନୋଟିସ ଜାରି କରିଛି । ସିନ୍ଧୁ ଜଳ ସନ୍ଧିର ନିୟମକୁ ପାକିସ୍ତାନ ମାନୁନଥିବାରୁ ଭାରତକୁ ନୋଟିସ ଜାରି କରିବାକୁ ପଡି଼ଲା ବୋଲି ସରକାର କହିଛନ୍ତି । ନିୟମ ଅନୁସାରେ ନୋଟିସ ଜାରି ହେବାର ତିନି ମାସ ବା ୯୦ ଦିନ ମଧ୍ୟରେ ପାକିସ୍ତାନକୁ ଭାରତ ସହିତ ଜଳସନ୍ଧିକୁ ନେଇ ଆଲୋଚନା କରିବାକୁ ପଡିବ । ସୂଚନାଯୋଗ୍ୟ ଯେ, …

ସିନ୍ଧୁ ନଦୀ ଜଳ ସନ୍ଧି କ’ଣ ? Read More »

pakistan crisis 2023, pakistan economic condition' pakistan economic future, odiablog,risingodisha

ଆଉ ସାତ ଦିନ ପରେ ପାକିସ୍ତାନର ଖେଳ ଖତମ,କାହିଁକି ଏମିତି କହିଲେ ପାକ୍ ବ୍ୟବସାୟୀ

ପାକିସ୍ତାନରେ ଜାରି ରହିଛି ଅର୍ଥନୈତିକ ସଂକଟ । ବିଦେଶରୁ ଋଣ ଆଣି ପାକିସ୍ତାନୀ ସରକାର ନିଜ ଅର୍ଥବ୍ୟବସ୍ଥା ସଜାଡିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ବିଦେଶୀ ରାଷ୍ଟ୍ର ପାକିସ୍ତାନକୁ ଅଧିକ ଅର୍ଥ ଋଣ ଦେବାକୁ ସହଜରେ ପ୍ରସ୍ତୁତ ହେଉନାହାନ୍ତି । ପାକିସ୍ତାନର ବଡ଼ବଡ଼ ସହର ସମେତ ୨୨ ଟି ଜିଲ୍ଲା ଅନ୍ଧାର ହୋଇଯାଇଛି । କାରଣ ବିଦ୍ୟୁତ କମ୍ପାନୀଙ୍କ ପାଖରେ କୋଇଲା ନାହିଁ । କୋଇଲା ଏଥିପାଇଁ ନାହିଁ ଯେ, କୋଇଲା କିଣିବା ପାଇଁ ଟଙ୍କା ଖାଲି …

ଆଉ ସାତ ଦିନ ପରେ ପାକିସ୍ତାନର ଖେଳ ଖତମ,କାହିଁକି ଏମିତି କହିଲେ ପାକ୍ ବ୍ୟବସାୟୀ Read More »

social media marketing news, social media marketing 2023, social media advertising, odiablog, rising odisha

ଫେସବୁକରେ ଦେଉଛନ୍ତି ଆକର୍ଷଣୀୟ ବିଜ୍ଞାପନ,ହୁଅନ୍ତୁ ସାବଧାନ

ସୋସିଆଲ ମିଡିଆର ଆଗମନ ସହିତ ଡିଜିଟାଲ ମାର୍କେଟିଂ ବା ଅନଲାଇନ୍ ମାର୍କେଟିଂ ନାମରେ ଗୋଟିଏ ନୂଆ ଶବ୍ଦ ଅଭିଧାନକୁ ଆସିଛି । ଆଗରୁ ଖବର କାଗଜ କିମ୍ବା ଟିଭି ଓ ରେଡିଓ ପରେ ରାସ୍ତାଘାଟରେ ବିଲବୋର୍ଡ୍ ଜରିଆରେ ବିଜ୍ଞାପନ ଦିଆଯାଉଥିଲା । କିନ୍ତୁ ସୋସିଆଲ ମିଡିଆ ଆସିବା ସହିତ ବିଜ୍ଞାପନ ଦୁନିଆ ବଦଳିଗଲା । ବିଗତ ୧୦ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ ବିଶେଷ ଭାବେ ପରିଲକ୍ଷିତ ହେଉଛି । ଫେସବୁକ୍ ଭଳି ସୋସିଆଲ ମିଡିଆର ଅଲଗୋରିଦମ …

ଫେସବୁକରେ ଦେଉଛନ୍ତି ଆକର୍ଷଣୀୟ ବିଜ୍ଞାପନ,ହୁଅନ୍ତୁ ସାବଧାନ Read More »

RSS
Follow by Email
Scroll to Top
Close Bitnami banner
Bitnami