Author name: user

ଆମେଥିରୁ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ୍ କରିବେ ରାହୁଲ !

ଅମେଥୀ: ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ହେବେ ମୁହାଁମୁହିଁ । ଏହାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ଏଥର ଅମେଥୀରୁ ପୁଣି ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ । ଶୁଣିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆସନ୍ତାକାଲି ୱାଇନାଡ ଭୋଟିଂ ପରେ ରାହୁଲଙ୍କ ନାଁ ଅମେଥୀରୁ ଘୋଷଣା ହୋଇପାରେ । ସ୍ମୃତିଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନକୁ …

ଆମେଥିରୁ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ୍ କରିବେ ରାହୁଲ ! Read More »

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଦି ଏବଂ ରାହୁଲଙ୍କ ଭାଷଣକୁ ନେଇ ନିର୍ବାଚନ ଆୟୋଗ ଭାଜପା ଏବଂ କଂଗ୍ରେସକୁ ନୋଟିସ୍ ଜାରି କରିଛନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ଉଭୟ ନେତାଙ୍କୁ ନୋଟିସ୍ ଜାରି କରିଛନ୍ତି । ୨୯ ସୁଦ୍ଧା ଉତ୍ତର ମାଗିଛନ୍ତି ନିର୍ବାଚନ କମିଶନ ନିର୍ବାଚନ ଆୟୋଗ ୨୯ ଏପ୍ରିଲ ସୁଦ୍ଧା …

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ Read More »

ରାଜ୍ୟ ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର: ପୁଣି ଆଚରଣବିଧି ଉଲ୍ଲଂଘନ କଲା ରାଜ୍ୟ ବିଜେପି । ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡ଼ି । ଆଜି ବିଜେଡ଼ିର ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଛତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି । ବିଜେପି ପ୍ରାର୍ଥୀ ବାତ୍ୟା ଆଶ୍ରୟସ୍ଥଳୀରେ କଲେ ନିର୍ବାଚନୀ ସଭା ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତର ମଧୁଚୁଆଁ ଗାଁରେ …

ରାଜ୍ୟ ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ Read More »

ସୋନପୁରରେ ନିର୍ବାଚନୀ ସଭାରେ ହେବେ ସାମିଲ

ଭୁବନେଶ୍ୱର: ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ସୋନପୁର ଓ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । ଅମିତ ଶାହା ଅପରାହ୍ନ ୩ଟାରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବେ । ନିର୍ବାଚନୀ ସଭାରେ ମାଗିବେ …

ସୋନପୁରରେ ନିର୍ବାଚନୀ ସଭାରେ ହେବେ ସାମିଲ Read More »

 ଆଜିଠୁ ରାଜ୍ୟର ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ ଗୁରୁବାରଠାରୁ ସମସ୍ତ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହୋଇଛି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ଜାରି ରହିବ । ଏଥିନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ …

 ଆଜିଠୁ ରାଜ୍ୟର ସବୁ ସ୍କୁଲ ଛୁଟି Read More »

 ହାରିବା ଭୟରେ ମିଛ ଚାର୍ଜସିଟ ତିଆରି କରିଛି ବିଜେପି : ଲେଖାଶ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଜେପିର ଚାର୍ଜସିଟ୍‌ର ରାଜ ଖୋଲିଲେ ବିଜେଡିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ ସହ ନିର୍ବାଚନ ଆସିଲେ ଦଳ ଏମିତି ବିନା ପ୍ରମାଣ, ମନ୍ଦ ଉଦ୍ଦେଶ୍ୟ, ଭିତ୍ତିହୀନ ଚାର୍ଜସିଟ ତିଆରି କରେ ବୋଲି ଲେଖାଶ୍ରୀ କହିଛନ୍ତି । ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶରେ ବିଜେଡି ବିରୋଧରେ ମିଛ କହି ଅପପ୍ରଚାର କରିବା ବିଜେପିର ଫଣ୍ଡା । ମିଛକୁ ଆଧାର କରି ଚାର୍ଜସିଟ ତିଆରି କରୁଥିବା ଓଡ଼ିଶାର ବିଜେପି ନେତାଙ୍କ …

 ହାରିବା ଭୟରେ ମିଛ ଚାର୍ଜସିଟ ତିଆରି କରିଛି ବିଜେପି : ଲେଖାଶ୍ରୀ Read More »

 ପ୍ରଚଣ୍ଡ ଖରାରେ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବୁଲାଉଛନ୍ତି ଅପରାଜିତା

ଭୁବନେଶ୍ୱର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଜଣେ ଶିକ୍ଷିତ ମହିଳା ହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଅଣଦେଖା କରୁଛନ୍ତି । ଯାହାକୁ ନେଇ ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ । କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି ଅପରାଜିତା ନିର୍ବାଚନ ପ୍ରଚାର …

 ପ୍ରଚଣ୍ଡ ଖରାରେ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବୁଲାଉଛନ୍ତି ଅପରାଜିତା Read More »

 ରାମଙ୍କ ପାଇଁ ଭୋଟ ମାଗିଲେ ସୀତା,ଲକ୍ଷ୍ମଣ

ନୂଆଦିଲ୍ଳୀ: ରାମଙ୍କ ପାଇଁ ଭୋଟ ମାଗିଲେ ସୀତା ଓ ଲକ୍ଷ୍ମଣ । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାୟଣର ରାମ-ସୀତା …

 ରାମଙ୍କ ପାଇଁ ଭୋଟ ମାଗିଲେ ସୀତା,ଲକ୍ଷ୍ମଣ Read More »

ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ

ଅନୁଗୁଳ : ପାଖେଇ ଆସୁଛି ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ସାଧାରଣ ଲୋକଙ୍କ ଭିତରେ ମଧ୍ୟ ବଢୁଛି ଚର୍ଚ୍ଚା । ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି ପ୍ରଚାର କରାଯିବ ଏବଂ କେମିତି ଲୋକଙ୍କୁ ଆକୃଷ୍ଟ କରାଯିବ ସେଥିଲାଗି ଜୋରଦାର ପ୍ରୟାସ ହେଉଛି । ଏସବୁ ଭିତରେ ସମ୍ବଲପୁର ବିଜେଡ଼ି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିଜର …

ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ Read More »

ନିର୍ବାଚନ ଡ୍ୟୁଟି ପାଇଁ କେମିତି ଗାଡ଼ି ଯୋଗାଡ଼ ହୁଏ

ଏପ୍ରିଲ ୧୯ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମତଦାନ ପ୍ରକ୍ରିୟାରେ ଘରୋଇ ଗାଡି ବ୍ୟବହାର ହେଉଥିବା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ ସମଗ୍ର ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ପାଇଁ ଘରୋଇ ଗାଡ଼ି ମାଲିକଙ୍କୁ ଡକାଯାଇଛି । ସେମାନଙ୍କ ଗାଡ଼ିକୁ ନିର୍ବାଚନ ଡ୍ୟୁଟି ରେ ନିୟୋଜିତ କରାଯାଉଛି । ସେପଟେ ମେରଠରେ ଜଣେ ବ୍ୟକ୍ତି ନିର୍ବାଚନ ଡ୍ୟୁଟି ପାଇଁ ଗାଡି ଦେବାକୁ ମନା କରିବାରୁ ସିଟି ମାଜିଷ୍ଟ୍ରେଟ ଏହାକୁ …

ନିର୍ବାଚନ ଡ୍ୟୁଟି ପାଇଁ କେମିତି ଗାଡ଼ି ଯୋଗାଡ଼ ହୁଏ Read More »

Scroll to Top
Close Bitnami banner
Bitnami