ମାଲକାନଗିରି

asha karmi, asha karmi padma, padma pangi, bondaghati, bandaghati, malkangiri, andrahal panchayat, mudulipada hospital, service for bondaghati inhabitants

ବଣ୍ଡାଘାଟିରେ ପଦ୍ମାଙ୍କ ସେବା

ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳ ବଣ୍ଡାଘାଟିରେ ନିରନ୍ତର ସେବା ଯୋଗାଉଛନ୍ତି ଆଶାକର୍ମୀ ପଦ୍ମା ପାଙ୍ଗି । କରୋନା ସମୟରେ ପରିବାରକୁ ପଛରେ ପକାଇ ଆଦିମ ଅଧିବାସୀମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ପଦ୍ମା । ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଅନେକ ମାତ୍ରାରେ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବାରେ ସଫଳ ହୋଇଛନ୍ତି ।  ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳର ଅଣ୍ଡ୍ରାହଲ ପଂଚାୟତରେ ଆଶାକର୍ମୀ ପଦ୍ମା ଅଂଚଳବାସୀଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ …

ବଣ୍ଡାଘାଟିରେ ପଦ୍ମାଙ୍କ ସେବା Read More »

yamuna, yamuna study center, malkangiri, chitrakonda village, naxalite area

ଶିକ୍ଷାର ଆଲୋକ ଦେଖାଉଛନ୍ତି ଯମୁନା

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ୱାଭିମାନ ଅଂଚଳ ନକ୍ସଲ ପ୍ରବଣ ସ୍ଥାନ ଭାବେ ପରିଚିତ ।  ଏ ଅଂଚଳରେ ନକ୍ସଲମାନଙ୍କ ଆତଯାତ ରହିଥାଏ । ବିକାଶର ବହୁ ପଛରେ ଥିବା ଏହି ଅଂଚଳରେ କିନ୍ତୁ ଏବେ ପରିବର୍ତନର ସ୍ୱର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ  କୁନିକୁନି ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ ଯମୁନା ।  ସ୍ୱାଭିମାନ ଅଂଚଳ ପଣସପୁଟ ପଂଚାୟତର ବେଜିଂ ଗ୍ରାମର ଯମୁନା ଖିଲ (୧୭) ନାମକ ଜଣେ …

ଶିକ୍ଷାର ଆଲୋକ ଦେଖାଉଛନ୍ତି ଯମୁନା Read More »

RSS
Follow by Email
Scroll to Top
Close Bitnami banner
Bitnami