ଯୁବ ସଶକ୍ତୀକରଣ ଏବଂ ବିକାଶକୁ ଅଗ୍ରାଧିକାର
ଭୁବନେଶ୍ୱର : ରାଜ୍ୟରେ ଯୁବ ସଶକ୍ତିକରଣ ଏବଂ ବିକାଶକୁ ଅଗ୍ରାଧିକାର । ଯୁବ ପିଢିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ନବୀନ ସରକାର । ୨୦୨୧ରେ ଯୁବପିଢ଼ିଙ୍କ ପାଇଁ ଏକାଧିକ ଯୋଜନା କରିଛନ୍ତି ସରକାର । ଏହାସହ ଯୁବପିଢ଼ିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଯେମିତିକି ଆଇଟି, ବିପିଓ କ୍ଷେତ୍ର ପାଇଁ ଯୋଜନା କରିଛନ୍ତି ସରକାର । ନାସକମ ଓ ଡିଲଏଟ ଭଳି ସଂସ୍ଥା ଭୁବନେଶ୍ୱରକୁ ବାଛିଛନ୍ତି । ବହୁ ବଡ଼ ବଡ଼ …