୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଚକିତ
ନୂଆଦିଲ୍ଲୀ: ସାଧାରଣତଃ ଛୋଟ ଛୋଟ ପିଲାମାନ ଖେଳିବା ସମୟରେ କୌଣସି ଜିନିଷ ଗିଳିଦେଇଥାନ୍ତି । ଯାହା ବେଳେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଯାଏ । ଯଦି କୌଣସି ବୟସ୍କ ବ୍ୟକ୍ତି ଯିଏ ଉଦ୍ଦେଶ୍ୟମୂଳକ ଭାବରେ ଏପରି କରନ୍ତି ତାହାହେଲେ ପରିସ୍ଥିତି କ’ଣ ହେବ । ଏପରି ସେମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୨୬ ବର୍ଷର ଯୁବକ ତାଙ୍କ ଶରୀରରେ ଜିଙ୍କ୍ …
୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଚକିତ Read More »