କଲେଜରେ ହେଲମେଟ ପିନ୍ଧି ପଢନ୍ତି ଛାତ୍ରୀଛାତ୍ର

ଝାଡଖଣ୍ଡ: ସାଧାରଣତଃ ଗାଡ଼ି ଚଲାଇବା ସମୟରେ ସୁରକ୍ଷା ଲାଗି ସମସ୍ତେ ହେଟମେଟ ପିନ୍ଧିଥାନ୍ତି । ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସରକାର ମଧ୍ୟ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ସଡ଼କ ସୁରକ୍ଷା ନିୟମ ଅନୁଯାୟୀ, ଯଦି ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । କେବଳ ଚାଳକ ନୁହେଁ, ପଛରେ ବସିଥିବା ଲୋକଙ୍କୁ ବି ହେଲମେଟ୍ ପିନ୍ଧିବା ଜରୁରୀ । ଆପଣ ହେଲମେଟ ନ ପିନ୍ଧନ୍ତି ତେବେ, ଏଥିପାଇଁ ଆପଣଙ୍କୁ ହଜାର …

କଲେଜରେ ହେଲମେଟ ପିନ୍ଧି ପଢନ୍ତି ଛାତ୍ରୀଛାତ୍ର Read More »