୬୦ ବର୍ଷ ପରେ ବୃଦ୍ଧା ପିନ୍ଧିଲେ ବିବାହ ପୋଷାକ
ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ବିବାହ ପରେ ଉଭୟ ଦୁଃଖସୁଖରେ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ ଶପଥ ନେଇଥାନ୍ତି । ଅନେକ ଲୋକ ନିଜ ଜୀବନସାଥୀଙ୍କ ସହ ଖୁସିରେ ବୈବାହିକ ଜୀବନ ଅତିବାହିତ କରିବା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଥାନ୍ତି । କିଛି ଏଭଳି ଦୃଶ୍ୟ ଆଜିର ଏହି କାହାଣୀରେ ଆପଣ ଦେଖିବାକୁ ପାଇବେ । ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମର ମୂହୁର୍ତ୍ତ ଦେଖିବାକୁ ମିଳୁଛି । …