୫୬ ବର୍ଷ ଧରି ମହିଳାଙ୍କ ପେଟରେ ଥିଲା ଶିଶୁ

ବ୍ରାଜିଲ: ୫୬ ବର୍ଷ ଧରି ମାଆ ପେଟରେ ରହିଲା ଶିଶୁ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଏବେ ଭାବୁଥିବେ ଏହା କ’ଣ ସମ୍ଭବ ? ଗୋଟେ ଶିଶୁ ମାଆର ପେଟରେ ଏତେ ବର୍ଷ ରହିପାରିବ ? ହେଲେ ଘଟଣାଟି ସତ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ବ୍ରାଜିଲରୁ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହିଳା ଜଣକ କେବଳ …

୫୬ ବର୍ଷ ଧରି ମହିଳାଙ୍କ ପେଟରେ ଥିଲା ଶିଶୁ Read More »