ଏମିତି ଦେଶ, ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ମିଳେ ଜେଲ୍ ଦଣ୍ଡ

ପତ୍ନୀଙ୍କ ଜନ୍ମଦିନ ଭୂଲିଗଲେ ମିଳେ ଜେଲ ଦଣ୍ଡ । ଏଭଳି ଅପରାଧ ପାଇଁ ସ୍ୱାମୀଙ୍କୁ ପାଞ୍ଚ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାର ନିୟମ ବି ରହିଛି । ତେବେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ସାମୋଆ ଦେଶରେ ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ହେଉଛି ବେଆଇନ ଏବଂ ଏକ ଅକ୍ଷମଣୀୟ ଅପରାଧ । ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ଅକ୍ଷମଣୀୟ ଅପରାଧ ସାଧାରଣତଃ ପତ୍ନୀଙ୍କ ଜନ୍ମଦିନକୁ ବାରମ୍ବାର ଭୁଲିଯିବା କଥାକୁ ଅନେକ ସ୍ୱାମୀ ସ୍ୱୀକାର କରନ୍ତି । ଏଭଳି …

ଏମିତି ଦେଶ, ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ମିଳେ ଜେଲ୍ ଦଣ୍ଡ Read More »