vladimir putin

ଋଷରେ ପଞ୍ଚମ ଥର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ଋଷରେ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ । ୨୦୦ ବର୍ଷ ଇତିହାସରେ ହୋଇଛନ୍ତି ସର୍ବାଧିକ କାଳ କ୍ଷମତାସୀନ ରାଷ୍ଟ୍ରପତି । ପ୍ରାୟ ୮୮ ପ୍ରତିଶତ ଭୋଟ ହାସଲ କରି ବିଜୟୀ ହୋଇଛନ୍ତି ପୁଟିନ । କମ୍ୟୁନିଷ୍ଟ ଦଳ ପ୍ରାର୍ଥୀ ସମେତ ୩ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହୋଇଛି । ବିଭିନ୍ନ ରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ଭାଗ ନେଇଥିଲେ ଅଧିକାଂଶ ଋଷ ନାଗରିକ । ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ଉଦ୍ୟମ …

ଋଷରେ ପଞ୍ଚମ ଥର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ Read More »

ଡିପଫେକ୍‌ର ଶିକାର ହେଲେ ପୁଟିନ, ଭିଡିଓ ଭାଇରାଲ

ମସ୍କୋ: କୃତିମ ବୁଦ୍ଧିମତା ବା ଏଆଇ ଏବେ ସୁବଠି ଚହଳ ପକେଇଛି । ଏବେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି । ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ଡିପଫେକ୍‌ର ଶିକାର ହୋଇଛନ୍ତି । ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡ଼ିପ୍‌ଫେକ୍‌ର ଶୀକାର ହୋଇଥିଲେ । ହେଲେ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡ଼ିପ୍‌ଫେକର ଶିକାର …

ଡିପଫେକ୍‌ର ଶିକାର ହେଲେ ପୁଟିନ, ଭିଡିଓ ଭାଇରାଲ Read More »

putin, odia blog, rising odisha

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର

ଇତିହାସରେ ଏମିତି ଅନେକ ନଜିର ରହିଛି ଯେଉଁଠି ରାଜା,ମହାରାଜା ଓ ଏକଛତ୍ରବାଦୀ ଶାସକ ନିଜକୁ ସୁରକ୍ଷିତ ରଖିବାକୁ ଡୁପ୍ଲିକେଟର ବ୍ୟବହାର କରନ୍ତି । ସଦ୍ଦାମ ହୁସେନଙ୍କଠାରୁ କିମ୍ ଜୋଙ୍ଗ୍ ଉନ୍, ସମସ୍ତଙ୍କର ରହିଛନ୍ତି ଡୁପ୍ଲିକେଟ୍ । ଆମେରିକାର ଇରାକ ଆକ୍ରମଣ କାଳରେ ଗୋଟିଏ ଦିନରେ ଗୋଟିଏ ସମୟରେ ଇରାକର ଏକରୁ ଅଧିକ ସ୍ଥାନରେ ସଦ୍ଦାମଙ୍କୁ ଦେଖିବାକୁ ମିଳିଥିଲା । ପରେ ଜଣା ପଡିଥିଲା ଯେ, ସଦ୍ଦାମ କେବେ ମଧ୍ୟ ରାଜଧାନୀ ଛାଡିନଥିଲେ । ଦେଶର ବିଭିନ୍ନ ସ୍ଥାନରେ …

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର Read More »

russia ukraine war, russia china relations, russia vs usa, china vs usa, modi govt, India, joe biden, vladimir putin, india china standoff, xi jinping, odia blog, rising odisha

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ?

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ନେଇ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଓ ମୋର୍ଚ୍ଚାବନ୍ଦୀ ଏବେ ମଧ୍ୟ ଜାରି ରହିଛି । ୟୁରୋପର ଅନେକ ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ବାଇଡେନ୍ ପ୍ରଶାସନ ଭାବିଥିଲା ଯେ, ଭାରତ ଏହି ମାମଲାରେ ସେମାନଙ୍କ ପକ୍ଷ ନେବ । କିନ୍ତୁ ଭାରତ ଏହି ମାମଲାରେ ଦୁଇ ପକ୍ଷଙ୍କୁ ଶାନ୍ତି ପାଇଁ ଅପିଲ କରି ନିରବ ରହିଥିଲା । …

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ? Read More »

ukraine war, russian president, vladimir putin, russian army generals, russsian soldiers, russia ukraine war updates, odia blog, rising odisha

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ

ୟୁକ୍ରେନ ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ବଡ଼ଧରଣର ସଫଳତା ପାଇନାହିଁ । ରାଜଧାନୀ କିଭ୍ ହେଉ କି ଅନ୍ୟକୌଣସି ବଡ଼ ସହର କିଛି ମଧ୍ୟ ଋଷ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ଆସିପାରିନାହିଁ । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପୁଟିନଙ୍କ ଜିଦ ଋଷ ସେନାକୁ ଏକରକମ ବରବାଦ କରି ସାରିଲାଣି । ୨୪ ଫେବ୍ରୁଆରୀରେ ଯେଉଁଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ସେଦିନ ଋଷ ସହିତ ବାକି ଦେଶ ମଧ୍ୟ ଭାବିଥିଲେ ଯେ, ଦିନେରୁ ଦୁଇ …

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ Read More »

NATO, Ukraine crisis, russia ukraine war, russia vs ukraine war, odia blog, rising odisha

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି

ଦଗାଦିଆ ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କି ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଯାହାର ସଂକେତ ସେ ଦେଇଛନ୍ତି । ନାଟୋ ଆମକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁନି, ଆମେ ମଧ୍ୟ ଆଉ ନାଟୋର ସଦସ୍ୟ ହେବାକୁ ଇଛୁକ ନୁହେଁ । ଏକଥା କହିଛନ୍ତି ଜେଲେନସ୍କି । ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏହି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍ ଏବେ …

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି Read More »

vladimir putin, putin, russian president, sweden couple, name of vladimir putin, swiss government, rising odisha

ବାପା ମା’ ଦେଲେ ପୁଅ ନାମ ଭ୍ଲାଦିମିର ପୁତିନ, ସରକାର କହିଲେ ହେଇ ପାରିବନି..

ଦୁନିଆରେ ପ୍ରାୟ ସବୁଦେଶରେ ପିଲାଙ୍କ ନାମ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ରଖିବାର ଚଳନ ରହିଛି । କିନ୍ତୁ ୟୁରୋପରେ ଏମିତି ଗୋଟିଏ ଦେଶ ରହିଛି ଯେଉଁଠି ନିଜ ପିଲାଙ୍କ ନାମ କରଣ ପୂର୍ବରୁ ଅଭିଭାବକଙ୍କୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ । ଏହି ଦେଶର ନାମ ହେଉଛି ସ୍ୱିଡେନ । ସ୍ୱିଡେନର ସରକାର ନିକଟରେ ଏକ ଦମ୍ପତ୍ତିଙ୍କୁ ତାଙ୍କ ପୁଅର ନାମ ଭାଦିମିର ପୁତିନ ନରଖିବାକୁ କହିଛନ୍ତି । ସରକାର ଏହି ପିଲାର ଅଭିଭାବକଙ୍କୁ ପୁତିନ …

ବାପା ମା’ ଦେଲେ ପୁଅ ନାମ ଭ୍ଲାଦିମିର ପୁତିନ, ସରକାର କହିଲେ ହେଇ ପାରିବନି.. Read More »

RSS
Follow by Email
Scroll to Top
Close Bitnami banner
Bitnami