vaccination

school open, central govt, rising odisha, chandrakant lahariya, manish sisodia, covid guidelines, online class, odia blog, rising odisha

ଦେଶ ବ୍ୟାପି ଖୋଲିବ ସ୍କୁଲ, କରୋନାର ବଦଳୁଥିବା ରୂପକୁ ଦେଖି ସରକାର ତିଆରି କରୁଛନ୍ତି ଫୁଲପ୍ରୁଫ୍ ମଡେଲ

କେନ୍ଦ୍ର ସରକାର କୋଭିଡ୍ -୧୯ ସମ୍ବନ୍ଧିତ ସବୁ ପ୍ରୋଟକଲର ପାଳନ ସହିତ ଅଫଲାଇନ୍ କ୍ଲାସ ସବୁକୁ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି । ଓମିକ୍ରନ୍ ଭାଇରସ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିବା ପରେ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲର ଅଫଲାଇନ୍ କ୍ଲାସକୁ ବନ୍ଦ କରି ଦିଆଯାଇଛି । କରୋନା ଭାଇରସ ମହାମାରୀ କାରଣରୁ ଛାତ୍ର ମାତ୍ର କମ ସମୟକୁ ଛାଡି ଗଲା ଦୁଇ ବର୍ଷ ହେଲା ଅନ ଲାଇନ୍ କ୍ଲାସ ଜରିଆରେ ପାଠ …

ଦେଶ ବ୍ୟାପି ଖୋଲିବ ସ୍କୁଲ, କରୋନାର ବଦଳୁଥିବା ରୂପକୁ ଦେଖି ସରକାର ତିଆରି କରୁଛନ୍ତି ଫୁଲପ୍ରୁଫ୍ ମଡେଲ Read More »

coronavirus vaccine, vaccination, dr victoria male, menstruation period, womens, pfizer, moderna vaccine, womens periods affects, rising odisha

କରୋନା ଭ୍ୟାକ୍ସିନ୍ କାରଣରୁ ମହିଳାଙ୍କ ଋତୁସ୍ରାବ ପ୍ରଭାବିତ ! ବ୍ରିଟିଶ ଅଧ୍ୟୟନର ଦାବି

କରୋନା ଭାଇରସ ଆକ୍ରମଣ ବିରୋଧରେ ଏବେ ଭ୍ୟାକ୍ସିନ ବଡ଼ ଭରସା । କିନ୍ତୁ ଭ୍ୟାକ୍ସିନର ପାର୍ଶ୍ୱପ୍ରତିକ୍ରିୟାର ଖବର ମଧ୍ୟ ଆସିବାରେ ଲାଗିଲାଣି । ଭ୍ୟାକ୍ସିନେଶନକୁ ନେଇ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏହା ଦ୍ୱାରା ମହିଳାଙ୍କ ପିରୟଡ୍ ବାଧିତ ହୋଇଛି । ବ୍ରିଟେନରେ ହୋଇଥିବା ଏହି ଅଧ୍ୟୟନରେ ପ୍ରାୟ ୩୫ ହଜାର ମହିଳା ଯୋଗ ଦେଇଥିଲେ । ଏହି ସବୁ ମହିଳାଙ୍କ ଦାବି ଯେ, ଟିକା ନେବା ପରେ ସେମାନଙ୍କ ପିରିୟଡ୍ ପ୍ରଭାବିତ ହୋଇଛି …

କରୋନା ଭ୍ୟାକ୍ସିନ୍ କାରଣରୁ ମହିଳାଙ୍କ ଋତୁସ୍ରାବ ପ୍ରଭାବିତ ! ବ୍ରିଟିଶ ଅଧ୍ୟୟନର ଦାବି Read More »

tilotama parija, tilotama didi, anganwadi didi, koraput, corona free village, asha didi, corona awareness program, rising odisha, odisha

ତିଳୋତମାଙ୍କ ନିରନ୍ତର ପ୍ରୟାସ

କରୋନା ମୁକ୍ତ ଟାଙ୍ଗରା ପାରଷ ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନା ମକ୍ତ । କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି । ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁ । ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦରାଗଡ଼ା ପଞ୍ଚାୟତ ଟାଙ୍ଗର ପାରଷ ଅଙ୍ଗନବାଡ଼ି …

ତିଳୋତମାଙ୍କ ନିରନ୍ତର ପ୍ରୟାସ Read More »

vaccine history, history of vaccination in India, vaccine story, rising odisha, smallpox vaccine

୨୦୦ ବର୍ଷ ତଳେ ଭାରତରେ ଏମିତି ପହଂଚିଥିଲା ଟିକା, ତା’ଆଗରୁ ବି ଭାରତରେ ଥିଲା ଟିକା କନସେପ୍ଟ

ଭାରତରେ ଟିକା ଏବଂ ଟୀକାକରଣର ଏକ ସଂକ୍ଷିପ୍ତ ଇତିହାସ କରୋନା ଟିକାକୁ ନେଇ ଏବେ ଦେଶରେ ଢେର ଆଲୋଚନା ଚାଲିଛି । ଟିକା କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ସହଜରେ ପହଂଚି ପାରିବ ତାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଏହି ସବୁ ଉଦ୍ୟମ ସତ୍ୱେ ବି ଦେଶର ସବୁ ନାଗରିକଙ୍କୁ ଟିକା ଦେବା ଚଳିତ ବର୍ଷ ଶେଷ ହେବା ସମ୍ଭବ ଲାଗୁନାହିଁ । ଡିସେମ୍ବର ସୁଧା ଶତ ପ୍ରତିଶତ …

୨୦୦ ବର୍ଷ ତଳେ ଭାରତରେ ଏମିତି ପହଂଚିଥିଲା ଟିକା, ତା’ଆଗରୁ ବି ଭାରତରେ ଥିଲା ଟିକା କନସେପ୍ଟ Read More »

ANM didi, Anganwadi didi, asha karmi, asha didi, sarojini kuanr, sonepur district

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତର ଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁର । ଏ ପଂଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଂଚଳରେ । ଚାଲିଚାଲି ଯିବାକୁ ପଡ଼େ । ତଥାପି ସେ ଦିନେ ଥକିନାହାନ୍ତି । ଏମିତି ଦିନ ନାହିଁ ଯେଉଁଦିନ ସେ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି । ଏବେ କରୋନା ସମୟରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏ ଦୁର୍ଗମ ଅଂଚଳରେ ଲୋକଙ୍କ ସାଥୀ ପାଲଟିଯାଇଛନ୍ତି ସରୋଜିନୀ …

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ Read More »

RSS
Follow by Email
Scroll to Top
Close Bitnami banner
Bitnami