ଗରମ ଲାଗିବାରୁ ଏୟାରପୋର୍ଟରେ ଡ୍ରେସ୍ ଖୋଲିଦେଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତା ତଥା ମଡ଼େଲ ଉର୍ଫି ଜାଭେଦ୍ । ନିଜର ବୋଲ୍ଡ ଲୁକ୍ ଏବଂ ବୋଲ୍ଡ ଡ୍ରେସ୍‌କୁ ନେଇ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି । ଉର୍ଫି ଜାଭେଦ୍ ତାଙ୍କର ଏହି ଅନ୍ଦାଜ ହେତୁ ପ୍ରତ୍ୟେକ ଥର ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏଥର ପୁଣି ଉର୍ଫି ଏୟାରପୋର୍ଟରେ ସମାନ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ପ୍ରବଳ ଗରମ ହେବାରୁ ସେ ଏୟାରପୋର୍ଟରେ ଡ଼୍ରେସ ଖୋଲି …

ଗରମ ଲାଗିବାରୁ ଏୟାରପୋର୍ଟରେ ଡ୍ରେସ୍ ଖୋଲିଦେଲେ ଉର୍ଫି Read More »