ଏମିତି ଜଣେ ବୃଦ୍ଧା, ଯିଏ ୫୦ ବର୍ଷ ହେଲା କେବଳ ପାଣି ପିଇ ବଞ୍ଚିଛନ୍ତି

ନୂଆଦିଲ୍ଲୀ: ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ । ନିୟମିତ ଖାଇବା ଓ ଠିକ୍ ସମୟରେ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତିି । ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ । ପାଣି ବି ଶରୀର ପାଇଁ ଜରୁରୀ । ହେଲେ ଖାଲି ପାଣି ପିଇ ଜଣେ ବୃଦ୍ଧା ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୫୦ ବର୍ଷ ହେଲା ବଞ୍ଚି ରହିଛନ୍ତି । ହେଲେ ସବୁଠୁ …

ଏମିତି ଜଣେ ବୃଦ୍ଧା, ଯିଏ ୫୦ ବର୍ଷ ହେଲା କେବଳ ପାଣି ପିଇ ବଞ୍ଚିଛନ୍ତି Read More »