unique village

୪୫ ବର୍ଷରୁ ଅଧିକ ହେଲାଣି ଗାଁରେ ପଶିନି ରସୁଣ, ପିଆଜ

ବିହାର: ପିଆଜ ଓ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ନେଇ ସବୁବେଳେ ଚର୍ଚ୍ଚା । କୁହାଯାଏ, ଗରିବଙ୍କ ଘରେ ପ୍ରତ୍ୟେକ ଦିନ ପିଆଜ ଦରକାର ପଡ଼ିଥାଏ । ପିଆଜ ଓ ରସୁଣ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତଥାପି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷ କି ଦୁଇ ବର୍ଷ ନୁହେଁ ୪୫ ବର୍ଷରୁ ଅଧିକ ଦିନ ହେଲାଣି ଲୋକେ ପିଆଜ ରସୁଣ ଖାଇନାହାନ୍ତି । ଏମିତି କି …

୪୫ ବର୍ଷରୁ ଅଧିକ ହେଲାଣି ଗାଁରେ ପଶିନି ରସୁଣ, ପିଆଜ Read More »

ଏମିତିି ଗାଁ, ଯେଉଁଠି ବାଘ-ମଣିଷ ରୁହନ୍ତି ଏକାଠି

ରାଜସ୍ଥାନ: ଥରେ ଭାବନ୍ତୁ ତ, ଏମିତି ଏକ ଯାଗା ଯେଉଁଠି ମଣିଷ ଓ ପଶୁ ଏକା ସାଙ୍ଗରେ ବାସ କରନ୍ତି । ଏଠି ଗୃହପାଳିତ ପଶୁ କଥା ଆମେ କହୁନାହୁଁ । ଜଙ୍ଗଲୀ ପଶୁ ଅର୍ଥାତ୍ ଚିତାବାଘ ଓ ମଣିଷ ଏଠି ଏକାଠି ବାସ କରୁଛନ୍ତି । ଆଉ କେଉଁଠି ନୁହେଁ ଭାରତର ରାଜସ୍ଥାନରେ । ଗ୍ରାମବାସୀ ପଶୁମାନଙ୍କୁ ପାଆନ୍ତି ଭଲ ରାଜସ୍ଥାନର ଉଦୟପୁର ଏବଂ ଯୋଧପୁର ମଧ୍ୟରେ ରହିଛି ବେରା ଗାଁ । ଏହି ଗାଁ …

ଏମିତିି ଗାଁ, ଯେଉଁଠି ବାଘ-ମଣିଷ ରୁହନ୍ତି ଏକାଠି Read More »

ଏମିତି ଗାଁ, ଯେଉଁଠି ପ୍ରତ୍ୟେକ ପିଲାଙ୍କ ନାମ ସେଲିବ୍ରିଟିଙ୍କ ନାମରେ ନାମିତ

କର୍ଣ୍ଣାଟକ : ଅନେକ ସମୟରେ ନିଜ ନବଜାତକ ସନ୍ତାନର ନାମକରଣ ପାଇଁ ଚିନ୍ତାରେ ପଡ଼ିଥାନ୍ତି ପରିବାରବର୍ଗ । କାରଣ ସମୟ ବଦଳିବା ସହିତ ପିଲାଙ୍କ ନାମ ପାରମ୍ପରିକ ଧାରାରେ ନ ରଖି ଆଧୁନିକତା ସହ ଯୋଡ଼ି ରହିଥିବା ନାମ ରଖିବାକୁ ଚାହାଁନ୍ତି ଅନେକ ଦମ୍ପତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଭାରତରେ ଏମିତି ଏକ ଗାଁ ଅଛି, ଯେଉଁଠି ବାପା ମାଆ ନିଜ ପିଲାଙ୍କ ନାମକୁ ସିନେ ସେଲିବିି୍ରଟ, କ୍ରିକେଟିୟର ଓ …

ଏମିତି ଗାଁ, ଯେଉଁଠି ପ୍ରତ୍ୟେକ ପିଲାଙ୍କ ନାମ ସେଲିବ୍ରିଟିଙ୍କ ନାମରେ ନାମିତ Read More »

RSS
Follow by Email
Scroll to Top
Close Bitnami banner
Bitnami