୨ୟ ବିବାହ କରିବାକୁ ବାଧ୍ୟ ପୁରୁଷ
ରାଜସ୍ଥାନ: ଭାରତରେ ଏଭଳି ଅନେକ ଅଜବ ଗଜବ ଜିନିଷ ରହିଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ଆଶ୍ଚର୍ଯ୍ୟ କରୁଥିବା ଏହି ଘଟଣା ଗୁଡିକ ସତ ଅଟେ । ଏମିତି ଏକ ଗାଁ ରହିଛି ଯେଉଁ ପୁରୁଷ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ । ଯଦି ସେ ଦ୍ୱିତୀୟ ବିବାହ ନକରନ୍ତି ତେବେ ତାଙ୍କୁ ଛାଡପତ୍ର ଦେବେ ପ୍ରଥମ ସ୍ତ୍ରୀ । ଗାଁର ଏହି ଅଜବ ନିୟମ ପାଇଁ ପ୍ରତ୍ୟେକ ପୁରୁଷ କରନ୍ତି ଦ୍ୱିତୀୟ ବିବାହ …