ଗୋଟିଏ ଫଟୋ ଉଠାଇବାକୁ ଲାଗିଥିଲା ୭ବର୍ଷ ସମୟ, ନାସା କଲା ସାମ୍ମାନିତ

ଟ୍ୟୁରିନ : ସାଧାରଣତଃ ଗୋଟିଏ ସୁନ୍ଦର ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କୁ ନାକେଦମ୍ ହେବାକୁ ପଡ଼ିଥାଏ । ଫଟୋକୁ ସଠିକ୍ ଆଙ୍ଗେଲ ଏବଂ କ୍ୟାପଚର କ୍ଲିଅର ନେବା ଲାଗି ଫଟୋଗ୍ରାଫରଙ୍କୁ ବିଭିନ୍ନ ଟେକ୍‌ନିକ୍ ଲଗାଇ ଫଟୋ ଉଠାଇବାକୁ ପଡିଥାଏ । ଏଥିପାଇଁ ସେମାନଙ୍କୁ ଗୋଟିଏ ଶଟ୍ ପାଇଁ ୧୫-୨୦ ମିନିଟ୍ ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ । କିନ୍ତୁ ନିକଟରେ ଏପରି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଉଠାଇବାକୁ ଫଟୋଗ୍ରାଫରଙ୍କୁ ୭ବର୍ଷ ସମୟ ଲାଗିଯାଇଥିଲା । …

ଗୋଟିଏ ଫଟୋ ଉଠାଇବାକୁ ଲାଗିଥିଲା ୭ବର୍ଷ ସମୟ, ନାସା କଲା ସାମ୍ମାନିତ Read More »