Ukraine war

russia ukraine war, russia china relations, russia vs usa, china vs usa, modi govt, India, joe biden, vladimir putin, india china standoff, xi jinping, odia blog, rising odisha

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ?

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ନେଇ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଓ ମୋର୍ଚ୍ଚାବନ୍ଦୀ ଏବେ ମଧ୍ୟ ଜାରି ରହିଛି । ୟୁରୋପର ଅନେକ ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ବାଇଡେନ୍ ପ୍ରଶାସନ ଭାବିଥିଲା ଯେ, ଭାରତ ଏହି ମାମଲାରେ ସେମାନଙ୍କ ପକ୍ଷ ନେବ । କିନ୍ତୁ ଭାରତ ଏହି ମାମଲାରେ ଦୁଇ ପକ୍ଷଙ୍କୁ ଶାନ୍ତି ପାଇଁ ଅପିଲ କରି ନିରବ ରହିଥିଲା । …

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ? Read More »

ukraine war, russian president, vladimir putin, russian army generals, russsian soldiers, russia ukraine war updates, odia blog, rising odisha

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ

ୟୁକ୍ରେନ ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ବଡ଼ଧରଣର ସଫଳତା ପାଇନାହିଁ । ରାଜଧାନୀ କିଭ୍ ହେଉ କି ଅନ୍ୟକୌଣସି ବଡ଼ ସହର କିଛି ମଧ୍ୟ ଋଷ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ଆସିପାରିନାହିଁ । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପୁଟିନଙ୍କ ଜିଦ ଋଷ ସେନାକୁ ଏକରକମ ବରବାଦ କରି ସାରିଲାଣି । ୨୪ ଫେବ୍ରୁଆରୀରେ ଯେଉଁଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ସେଦିନ ଋଷ ସହିତ ବାକି ଦେଶ ମଧ୍ୟ ଭାବିଥିଲେ ଯେ, ଦିନେରୁ ଦୁଇ …

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ Read More »

russia ukraine war, russia attacks ukraine, syria, putin, odia blog, rising odisha

ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ

48 ଘଣ୍ଟାରେ ୟୁକ୍ରେନ୍ ଦଖଲ କରିବା ପ୍ଲାନ୍ ଥିଲା । କିନ୍ତୁ ଋଷ ସେନାର ଏହି ଅଭିଯାନର ଅନ୍ତ ୨ ସପ୍ତାହ ପରେ ମଧ୍ୟ ହୋଇନାହିଁ । ଯୁଦ୍ଧ ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏଣେ ଋଷରେ ଲଢୁଆ ସୈନିକଙ୍କ ଅଭାବ ଦେଖିବାକୁ ମିଳୁଛି । ସୈନିକ ଅଭାବ ପୁରଣ କରିବାକୁ ଋଷ ଭଡାଟିଆ ସୈନିକଙ୍କ ଶରଣ ପସିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି । ଖବର …

ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ Read More »

RSS
Follow by Email
Scroll to Top
Close Bitnami banner
Bitnami