ukraine crisis

putin, odia blog, rising odisha

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର

ଇତିହାସରେ ଏମିତି ଅନେକ ନଜିର ରହିଛି ଯେଉଁଠି ରାଜା,ମହାରାଜା ଓ ଏକଛତ୍ରବାଦୀ ଶାସକ ନିଜକୁ ସୁରକ୍ଷିତ ରଖିବାକୁ ଡୁପ୍ଲିକେଟର ବ୍ୟବହାର କରନ୍ତି । ସଦ୍ଦାମ ହୁସେନଙ୍କଠାରୁ କିମ୍ ଜୋଙ୍ଗ୍ ଉନ୍, ସମସ୍ତଙ୍କର ରହିଛନ୍ତି ଡୁପ୍ଲିକେଟ୍ । ଆମେରିକାର ଇରାକ ଆକ୍ରମଣ କାଳରେ ଗୋଟିଏ ଦିନରେ ଗୋଟିଏ ସମୟରେ ଇରାକର ଏକରୁ ଅଧିକ ସ୍ଥାନରେ ସଦ୍ଦାମଙ୍କୁ ଦେଖିବାକୁ ମିଳିଥିଲା । ପରେ ଜଣା ପଡିଥିଲା ଯେ, ସଦ୍ଦାମ କେବେ ମଧ୍ୟ ରାଜଧାନୀ ଛାଡିନଥିଲେ । ଦେଶର ବିଭିନ୍ନ ସ୍ଥାନରେ …

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର Read More »

odia blog, rising odisha

ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ?

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଓ ବ୍ରିଟେନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି । ୟୁକ୍ରେନ୍ ମଧ୍ୟ ଏନେଇ ଋଷକୁ ଚେତାବନୀ ଦେଇ ସାରିଛି । ରାସାୟନିକ ଅସ୍ତ୍ର ବ୍ୟବହାର କରିଲେ ଋଷକୁ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ୟୁକ୍ରେନ୍ କହିଛି । ଋଷ ଏହା ପୂର୍ବରୁ ଆମେରିକା ବିରୋଧରେ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଥିଲା । ଋଷର ଅଭିଯୋଗ ଥିଲା ଯେ, ଆମେରିକା ୟୁକ୍ରେନରେ ଜୈବିକ …

ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ? Read More »

NATO, Ukraine crisis, russia ukraine war, russia vs ukraine war, odia blog, rising odisha

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି

ଦଗାଦିଆ ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କି ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଯାହାର ସଂକେତ ସେ ଦେଇଛନ୍ତି । ନାଟୋ ଆମକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁନି, ଆମେ ମଧ୍ୟ ଆଉ ନାଟୋର ସଦସ୍ୟ ହେବାକୁ ଇଛୁକ ନୁହେଁ । ଏକଥା କହିଛନ୍ତି ଜେଲେନସ୍କି । ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏହି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍ ଏବେ …

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି Read More »

atal bihari vajpayee, kargil war, russia ukraine war, odia blog, rising odisha

‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ?

ୟୁକ୍ରେନ୍ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଦେଖି ପ୍ରାୟ ସବୁ ଭାରତୀୟ ଚିନ୍ତିତ ଅଛନ୍ତି । ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ବିଶେଷ ଅଭିଯାନ ଚଲାଇଛି । ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ୍ ପଡୋଷୀ ଦେଶରେ ଡେରା ପକାଇଛନ୍ତି । ୟୁକ୍ରେନ ସଂକଟ କାଳରେ ଏବେ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଟ୍ରେଣ୍ଡ୍ କରୁଛନ୍ତି । ଆପଣ ଭାବୁଥିବେ ଏବେ ଅଟଳ କାହିଁକି ଟ୍ରେଣ୍ଡ୍ କରୁଛନ୍ତି …

‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ? Read More »

RSS
Follow by Email
Scroll to Top
Close Bitnami banner
Bitnami