tunnel trasedy of utarakhanda

ସଫଳ ହେଲା ସିଲ୍‌କିୟାରା ଟନେଲ ଅପରେସନ

ଗତ ୧୨ ତାରିଖରେ ୪୧ ଜଣ ଶ୍ରମିକ ସିଲ୍କିୟାରା ଟନେଲ ଭିତରେ ଫସି ରହିଥିଲେ । ଯେତେବେଳେ ସବୁ ଉପାୟ ଫେଲ ମାରିଲା ସେତେବେଳେ ସମସ୍ତଙ୍କ ଆଶା ‘ର‌୍ୟାଟ୍‌-ହୋଲ୍‌’ ଟେକ୍ନୋଲୋଜି ଉପରେ ଥିଲା । ଯାହା ସଫଳ ପ୍ରମାଣିତ ହେଲା । ଉତ୍ତରପ୍ରଦେଶ ଟନେଲ ଦୁର୍ଘଟଣାର ୧୭ ଦିନ ପରେ ଉଦ୍ଧାର ହେବେ ଶ୍ରମିକ । ଏଥିପାଇଁ ଭାରତ ସରକାର ବର୍ତ୍ତମାନ ର‌୍ୟାଟ ହୋଲ ଖଣି ଖନନକାରୀଙ୍କ ସହାୟତା ନେଇଥିଲେ । ବାସ୍ତବରେ, ଅନ୍ୟ ଦଳ ଅପେକ୍ଷା …

ସଫଳ ହେଲା ସିଲ୍‌କିୟାରା ଟନେଲ ଅପରେସନ Read More »

ଏବେ ବୈଖନାଗଙ୍କୁ ପୂଜା କରୁଛନ୍ତି ଉଦ୍ଧାରକାରୀ ଟିମ୍

ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡିଛନ୍ତି ସମସ୍ତେ । ଉଦ୍ଧାର କାର୍ଯ୍ୟ ସହ ଚାଲିଛି ପୂଜାର୍ଚ୍ଚନା । ବୈଷୟିକ ତ୍ରୁଟି ଯୋଗୁଁ ବନ୍ଦ ରହିଥିବା ଖନନ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେବା ପରେ ନୂଆ ଆଶା ସଞ୍ଚାର ହୋଇଛି । ତେବେ ୧୪ ଦିନ ଧରି ଜୀବନ ମରଣର ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ । ଯାନ୍ତ୍ରିକ ପ୍ରଚେଷ୍ଟା ଭିତରେ ମନରେ ଉଙ୍କି ମାରିଛି ବିଶ୍ୱାସ ଅନ୍ଧବିଶ୍ୱାସର ଭାବନା । …

ଏବେ ବୈଖନାଗଙ୍କୁ ପୂଜା କରୁଛନ୍ତି ଉଦ୍ଧାରକାରୀ ଟିମ୍ Read More »

ବିମାନରେ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ ପାଇପ୍‌

ରାଉରକେଲା: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମଙ୍ଗଳବାର ପୁଣି ଆରଏସପି ଉତ୍ପାଦିତ ପାଇପ୍ ପଠାଯାଇଛି । ବାୟୁସେନାର ଦୁଇଟି ସି-୧୩୦ ଜେ ସୁପର ହର୍କ୍ୟୁଲସ୍ ବିମାନରେ ସ୍ପାଇରାଲ୍ ୱେଲ୍‌ଡ ପାଇପ୍ ପଠାଯାଇଥିଲା । ଗତ ଦୁଇ ଦିନରେ ପାଖାପାଖି ୪୦ ଟନ୍ ବିଶିଷ୍ଟ ୨୪ଟି ପାଇପ୍ ପଠାଯାଇଥିବା ଜଣାପଡ଼ିଛି । ସୋମବାର ପ୍ରଥମ ଦିନରେ ଦୁଇଟି ବିମାନରେ ୧୨ଟି ପାଇପ୍ ପଠାଯାଇଥିବାବେଳେ ମଙ୍ଗଳବାର ମଧ୍ୟ ଦୁଇଟି ବିମାନରେ ଅବଶିଷ୍ଟ ୧୨ଟି …

ବିମାନରେ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ ପାଇପ୍‌ Read More »

RSS
Follow by Email
Scroll to Top
Close Bitnami banner
Bitnami