ସାନଘାଗରାରେ ଟ୍ରି ହାଉସ, ଝୁଲାପୋଲ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ରହିଛି ସାନଘାଗରା ଜଳପ୍ରପାତ । ଏହା କେନ୍ଦୁଝର ସହରଠାରୁ ମାତ୍ର ୮ କି:ମି ଦୂରରେ ରହିଛି । ୪୮୮ ହେକ୍ଟର ପରିବ୍ୟାପ୍ତ ଏହି ଅଞ୍ଚଳ । ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଏହାର ଅବସ୍ଥିତ । ଗ୍ରୀଷ୍ମଦିନେ ତୁଳନାତ୍ମକ ଶୀତଳ,ଶୀତଦିନେ ଥଣ୍ଡା ଅନୁଭୂତ ହୁଏ । ପ୍ରକୃତିର ବରଦାନ ସାନଘାଗରା କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସାନଘାଗରା ଜଳପ୍ରପାତ । ଏଠାକୁ ଯିଏ ଥରେ …