ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରୁ ଅର୍କକ୍ଷେତ୍ର କୋଣାର୍କକୁ ଟ୍ରେନ୍ଲାଇନ୍ ଯୋଡ଼ିବ । ଓଡ଼ିଶାର ଏହି ଦୁଇ ଐତିହ୍ୟ ସ୍ଥାନକୁ ନୂଆ ରେଳଲାଇନ ନେଇ କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୩୨ କିଲୋମିଟର ନୂଆ ରେଳଲାଇନ୍ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି । ସୂର୍ଯ୍ୟମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡ଼ିବା ସ୍ୱପ୍ନ ସାକାର ହେବ । ପୁରୀରୁ କୋଣାର୍କକୁ ସ୍ୱତନ୍ତ୍ର ଭିଷ୍ଟାଡ୍ରୋମ୍ ଟ୍ରେନ୍ …