ବିହାରରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା; ୪ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଆହତ
ବାଲେଶ୍ୱର ଜିଲ୍ଲା ବାହାନଗାରେ ଛାତିଥରା ରେଳ ଦୁର୍ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ବୁଧବାର ରାତିରେ ଘଟିଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପାଟନା ଏମ୍ସକୁ ଭର୍ତ୍ତି କରାଯାଇଛି । ୨୧ ବଗି ଲାଇନଚ୍ୟୁତ ୨୩ ବଗି ବିଶିଷ୍ଟ …
ବିହାରରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା; ୪ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଆହତ Read More »