ରାଜଧାନୀରେ ହେବ ଟ୍ରାଫିକ୍ ପାର୍କ: ଜ୍ଞାନ ଆହରଣ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ପ୍ରଥମକରି ରାଜଧାନୀରେ ହେବ ଟ୍ରାଫିକ୍ ପାର୍କ । ଝାରପଡ଼ା ଟ୍ରାଫିକ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରେ ଉକ୍ତ ପାର୍କ ନିର୍ମାଣ କରାଯିବ । ପାର୍କରେ ଏକ ସ୍ୱୟଞ୍ଚାଳିତ ମଡେଲ ରହିବ । ଉକ୍ତ ମଡେଲ ଟ୍ରାଫିକ ବିଷୟରେ ସ୍ୱଂୟଚାଳିତ ଭାବେ ସଚେତନ କରିବ । ବିଶେଷକରି ଉକ୍ତ ପାର୍କ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ । ସେଠାରେ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ବିଷୟରେ ଜ୍ଞାନ ଦିଆଯିବା ସହ ପାଠ ପଢ଼଼ାଯିବାର ବନ୍ଦୋବସ୍ତ କରାଯାଉଛି । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁଦୃଢ଼ …
ରାଜଧାନୀରେ ହେବ ଟ୍ରାଫିକ୍ ପାର୍କ: ଜ୍ଞାନ ଆହରଣ କରିବେ ଛାତ୍ରଛାତ୍ରୀ Read More »