ସବୁ ହଷ୍ଟେଲ ରୋଷେଇ ଘରୁ ହଟିବ କାଠ ଚୂଲା
ଭୁବନେଶ୍ୱର : ହଷ୍ଟେଲରେ ଆଉ କାଠ ଚୂଲିରେ ହେବ ନାହିଁ ରୋଷେଇ । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲରେ ଏଣିକି କାଠ ଚୂଲିରେ ରୋଷେଇ ହେବ ନାହିଁ । ସମସ୍ତ ରୋଷେଇ ଘରକୁ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ଏଲ୍ପିଜି ସଂଯୋଗ କରାଯିବ । ବିଭାଗ ଦ୍ୱାରା ପରିଚାଳିତ ୧୭୩୬ଟି ଆବାସିକ ବିଦ୍ୟାଳୟ ଏବଂ ଅନ୍ୱେଷା ଓ ଆକାଂକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିଚାଳିତ …