taliban afghanistan

taliban afghanistan, haqqani network, taliban deputy pm, mullah baradar, taliban home minister, mullah baradar dead, rising odisha

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ

ତାଲିବାନ କବଜାରେ ଆଫଗାନିସ୍ତାନର ସ୍ଥିତି ସେଇ ବସ ଭଳି ହୋଇଛି ଯାହାର ଅଧା ଯାତ୍ରୀ ଗାଡି ଡ୍ରାଇଭର ହେବାକୁ ଚାହାନ୍ତି ଓ ବାକି ଅଧା କଣ୍ଡକ୍ଟର । କିଏ ଡ୍ରାଇଭର ହେବ ଓ କିଏ କଣ୍ଡକ୍ଟର ହୋଇ ପଇସା ଆଦାୟ କରିବ ତାକୁ ନେଇ ଯଦି ବସ ଭିତରେ ଝଗଡା ହୁଏ ତେବେ ବସର ଭାଗ୍ୟ କ’ଣ ହେବ ତାହା ସମସ୍ତେ ଜାଣନ୍ତି । ଆଫଗାନିସ୍ତାନରେ ଏବେ ସେଇ ଖେଳ ଚାଲିଛି । କାହା ହାତରେ ରହିବ …

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ Read More »

afghanistan, taliban, afghan govt surrenders, taliban war, ashraf ghani, rising odisha

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର …

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ Read More »

taliban, taliban afghanistan, taliban funding, where taliban is getting money, afghanistan opium production, drugs business, taliban mujaheedin, rising odisha

କେଉଁଠୁ ତାଲିବାନ ଆଣୁଛି ଟଙ୍କା ? କେମିତି ୨୦ ବର୍ଷ ଧରି ସୁପରପାୱାର ବିରୋଧରେ ଲଢିଲା ନିର୍ଣ୍ଣାୟକ ଯୁଦ୍ଧ ?

ଆମେରିକା ସୈନିକ ରାତିର ଅନ୍ଧାରରେ ଲୁଚିକରି ଆଫଗାନିସ୍ତାନ ଛାଡି ଚାଲିଗଲେ । ସେପ୍ଟେମ୍ବର ପୂର୍ବରୁ ଯେଉଁଭଳି ଆମେରିକା ତା’ର ସେୈନିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେଲା ସେଥିରୁ ଜଣା ପଡୁଛି ଯେ, ଆମେରିକା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢି ହାଲିଆ ହୋଇଯାଇଥିଲା ଓ ତୁରନ୍ତ ଆଫଗାନିସ୍ତାନ ଛାଡି ଯିବାକୁ ଚାହୁଁଥିଲା । ତେବେ ଏଇଠି ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଆମେରିକା ଭଳି ସୁପରପାୱାରକୁ ପରାସ୍ତ କରିଥିବା ତାଲିବାନ ୨୦ ବର୍ଷ ଧରି ଯୁଦ୍ଧ ଲଢିବାକୁ …

କେଉଁଠୁ ତାଲିବାନ ଆଣୁଛି ଟଙ୍କା ? କେମିତି ୨୦ ବର୍ଷ ଧରି ସୁପରପାୱାର ବିରୋଧରେ ଲଢିଲା ନିର୍ଣ୍ଣାୟକ ଯୁଦ୍ଧ ? Read More »

RSS
Follow by Email
Scroll to Top
Close Bitnami banner
Bitnami