taliban

imran khan, pakistan prime minister, taliban spokesperson, Taliban Commander General Mubeen, tehreek-e-taliban, puppet, imran khan, rising odisha

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବାରମ୍ବାର କହୁଛି । ତାଲିବାନ ମଧ୍ୟ ଆଫଗାନୀ ତେଣୁ ତାଙ୍କ ସରକାରକୁ ବିଶ୍ୱ ସମ୍ପ୍ରଦାୟ ମାନ୍ୟତା ଦେଉ ବୋଲି …

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ ! Read More »

taliban afghanistan, haqqani network, taliban deputy pm, mullah baradar, taliban home minister, mullah baradar dead, rising odisha

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ

ତାଲିବାନ କବଜାରେ ଆଫଗାନିସ୍ତାନର ସ୍ଥିତି ସେଇ ବସ ଭଳି ହୋଇଛି ଯାହାର ଅଧା ଯାତ୍ରୀ ଗାଡି ଡ୍ରାଇଭର ହେବାକୁ ଚାହାନ୍ତି ଓ ବାକି ଅଧା କଣ୍ଡକ୍ଟର । କିଏ ଡ୍ରାଇଭର ହେବ ଓ କିଏ କଣ୍ଡକ୍ଟର ହୋଇ ପଇସା ଆଦାୟ କରିବ ତାକୁ ନେଇ ଯଦି ବସ ଭିତରେ ଝଗଡା ହୁଏ ତେବେ ବସର ଭାଗ୍ୟ କ’ଣ ହେବ ତାହା ସମସ୍ତେ ଜାଣନ୍ତି । ଆଫଗାନିସ୍ତାନରେ ଏବେ ସେଇ ଖେଳ ଚାଲିଛି । କାହା ହାତରେ ରହିବ …

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ Read More »

taliban, america, unused airccrafts, helicopters, america left aircrafts, taliban against america, rising odisha

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ

ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନର କବଜା ସହିତ ପୁରା ଦୁନିଆ ଚମକି ପଡିଥିଲା । ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ନେଇ ଦୁନିଆ ଯେତିକି ତାଜୁବ ନଥିଲା ତା’ଠାରୁ ଅଧିକ ତାଜୁବ ହୋଇଥିଲା ଯେଉଁ ଢଙ୍ଗରେ ଆମେରିକା ତା’ର ଆଧୁନିକ ବିମାନ ସବୁକୁ ତାଲିବାନ ପାଇଁ ଛାଡି ଯାଇଥିଲା । ୬ ଲକ୍ଷ ଛୋଟ ଅସ୍ତ୍ର ବାଦ ଆମେରିକା ଲଢୁଆ ବିମାନ ହେଲିକପ୍ଟରକୁ ଛାଡି ପଳାଇ ଯାଇଥିଲା । ଆମେରିକା ସେନାର ୟୁନିଫର୍ମ ବୁଲେଟ୍ …

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ Read More »

bacha bazi, afghanistan, taliban, sex exploitation, sexually abuse children, dancing boys of afghanistan, rising odisha

ଆଫଗାନିସ୍ତାନରେ ‘ବଚ୍ଚାବାଜୀ’ ପରମ୍ପରା କ’ଣ ? ଯେଉଁଥିରେ ଛୋଟ ପିଲାଙ୍କ ଦ୍ୱାରା କରାଯାଇଥାଏ ଘୃଣ୍ୟ କାମ..

ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିକାରକୁ ନେବା ପରଠାରୁ ସେହି ଦେଶର ନାଗରିକ ଆତଙ୍କ ଭିତରେ ଯିଇଁବାକୁ ବାଧ୍ୟ । ପୁରା ଦେଶକୁ ତାଲିବାନ ସିଲ୍ କରିଦେଇଥିବା ବେଳେ ମହିଳାଙ୍କ ଉପରେ ଆରମ୍ଭ ହୋଇଗଲାଣି ଅତ୍ୟାଚାର । ତାଲିବାନ କ୍ଷମତାକୁ ଆସିବା ସହିତ ମହିଳାଙ୍କ ଅଧିକାର ଆଉ କିଛି ରହିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି । ତେବେ ଏମିତି ନୁହେଁ ଯେ, ତାଲିବାନ ପାଇଁ ହିଁ ଆଫଗାନିସ୍ତାନରେ ସବୁକିଛି ଖରାପ ହେଉଛି । ଆଫଗାନିସ୍ତାନରେ ତାଲିବାନ …

ଆଫଗାନିସ୍ତାନରେ ‘ବଚ୍ଚାବାଜୀ’ ପରମ୍ପରା କ’ଣ ? ଯେଉଁଥିରେ ଛୋଟ ପିଲାଙ୍କ ଦ୍ୱାରା କରାଯାଇଥାଏ ଘୃଣ୍ୟ କାମ.. Read More »

haqqani network, haqqani, al qaeda, sirajuddin haqqani, jalaluddin haqqani, India, rising odisha

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ?

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ପୁରା ଦୁନିଆ ସହିତ ଭାରତର ଚିନ୍ତା ମଧ୍ୟ ବଢିଯାଇଛି । ଏହାର କାରଣ ହେଉଛି ତାଲିବାନ ସହିତ ଦୁଇଟି ବିପଜ୍ଜନକ ସଂଗଠନର ସମ୍ପର୍କ । ଏହି ଦୁଇ ସଂଗଠନର ନାମ ହେଉଛି ହକ୍କାନୀ ନେଟୱର୍କ ଓ ଅଲକାଏଦା । ତାଲିବାନର ଅଧିକାଂଶ ସୈନିକ ହକ୍କାନୀ ନେଟୱର୍କ ସହିତ ସମ୍ପର୍କ ରଖନ୍ତି । ଅନ୍ୟପକ୍ଷରେ ତାଲିବାନ ଓ ଅଲକାଏଦା ସମ୍ପର୍କ ବେସ ପୁରୁଣା । ୨୦୦୧ରେ ଅଲକାଏଦାକୁ ଖୋଜି ଖୋଜି ଆମେରିକା …

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ? Read More »

afghanistan taliban war, afghanistan warlords, warlords of afghanistan, abdur rashid dostum, atta mohammad noor, amrullah saleh, salima mazari, rising odisha

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ …

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ? Read More »

46 years ago, vietnam war, fall of saigon, US troops, america army, afghansitan, US army withdrawal, 1975 vietnam, 2021 afghanistan, US embassy in kabul , rising odisha

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ

ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ ଏସିଆକୁ ବଞ୍ଚାଇବାକୁ । କିନ୍ତୁ ପରିସ୍ଥିତି ଏମିତି ହୋଇଥିଲା ଯେ, ଆମେରିକା ଅସ୍ତବ୍ୟସ୍ତ ହୋଇ ଭିଏତନାମ ଛାଡିଥିଲା । ସେତେବେଳେ ନିଜର କୂଟନିତିଜ୍ଞଙ୍କୁ ସାଇଗନ ସ୍ଥିତ …

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ Read More »

taliban captured kabul, afghan army, afghan govt, abdul rashid dostum, mohammad ismail khan, afghan army surrenders to taliban, rising odisha

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ?

କାବୁଲ ଏବେ ତାଲିବାନ କବଜାରେ । ତାଲିବାନ କାବୁଲ ଭିତରକୁ ପ୍ରବେଶ ପୂର୍ବରୁ ସରକାରୀ ସେନା ଅଧିକାରୀ ଓ ସୈନିକଙ୍କୁ କ୍ଷମାଦାନ କଥା କହିଥିଲା । ଏହା ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ଆତଙ୍କବାଦୀ ସଂଗଠନ କେମିତି ମାତ୍ର କେଇ ଦିନ ଭିତରେ ଦେଶର ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିପାରେ ? ଯେଉଁ ଆଫଗାନୀ ସେନା ତିଆରି କରିବା ପାଇଁ ଆମେରିକା ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା …

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ? Read More »

afghanistan, taliban, afghan govt surrenders, taliban war, ashraf ghani, rising odisha

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର …

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ Read More »

taliban, afghanistan, taliban terrorists, afghan girls and womens, sex slaves, capturing afghan womens, ashraf ghani, sharia law, afghanistan taliban, rising odisha

ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ

ତାଲିବାନ୍ ଧିରେ ଧିରେ ଆଫଗାନିସ୍ତାନ ଉପରେ ନିଜ କବଜା ମଜବୁତ କରିବାରେ ଲାଗିଛି । ଆମେରିକା ହାତ ଛାଡିବା ପରେ ଏବେ ତାଲିବାନ ଦେଶର ବଡ ଭୂଭାଗ ଉପରେ ନିଜ କବଜା ଜମାଇ ସାରିଲାଣି । ଏହାରି ଭିତରେ ଏମିତି ଖବର ଆସୁଛି ଯାହା ଦୁନିଆକୁ ବିବ୍ରତ କରୁଛି । କୁହାଯାଉଛି ଯେ, ତାଲିବାନ ଆଫଗାନୀ ଯୁବତୀ, ମହିଳାଙ୍କୁ ଯୌନଦାସୀ କରୁଛି । ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ଆଫଗାନସ୍ଥାନୀ ଯୁବତୀ, ମହିଳାଙ୍କୁ ସେକ୍ସ ସ୍ଲେଭ୍ ବା …

ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ Read More »

RSS
Follow by Email
Scroll to Top
Close Bitnami banner
Bitnami