୮୮ ବର୍ଷ ତଳେ ଖୋଲା ହୋଇଥିଲା ତାଜମହଲର ଗୁପ୍ତଘର
ତାଜମହଲର ୨୨ ରୁମ ଖୋଲିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚରେ ବିଜେପି ନେତା ଡାକ୍ତର ରଜନୀଶ ସିଂହ ଆବେଦନ କରିଛନ୍ତି । ହାଇକୋର୍ଟରେ ଏହି ଆବେଦନ ପରେ ଲୋକଙ୍କ ମଧ୍ୟରେ ତାଜମହଲର ସେହି ୨୨ ଗୁପ୍ତ ରୁମକୁ ନେଇ ଉତ୍କଣ୍ଠାଂ ବୃଦ୍ଧି ପାଇଛି । ଯଦି ହାଇକୋର୍ଟ୍ ୨୨ ରୁମ୍ ଖୋଲିବାକୁ ଅନୁମତି ଦିଅନ୍ତି ତେବେ କ’ଣ ହେବ ? କେଉଁ ରହସ୍ୟ ପଦାକୁ ଆସିବ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି …