ବିମାନରେ କଲେଜ ଯାଆନ୍ତି ଛାତ୍ର

ଓଟାୱା: ସାଧାରଣତଃ ପିଲାମାନେ ସ୍କୁଲ ପାଠ ସରିବା ପରେ କଲେଜ ଯିବାକୁ ସ୍ୱପ୍ନ ଦେଖନ୍ତି । ଅଳ୍ପ ବୟସରେ ଅନେକ ପିଲା କଲେଜ ଯିବା ବିଷୟରେ ବିଭିନ୍ନ ଯୋଜନା କରନ୍ତି । ବିଶେଷକରି ପିଲାମାନେ କଲେଜ ଯିବା କଥା ଚିନ୍ତା କଲେ କେଉଁ ଗାଡି ନେବେ , କିପରି ଯିବେ ଏହା ଉପରେ ଗୁରୁତ୍ୱ ଦେଇଥାଆନ୍ତି । ଏମିତି କି କିଏ କେଉଁ ନୂଆ ମଡ଼େଲ ବାଇକ୍‌ରେ ଯିବ ସେ ନେଇ ମଧ୍ୟ ଚିନ୍ତା କରନ୍ତି । …

ବିମାନରେ କଲେଜ ଯାଆନ୍ତି ଛାତ୍ର Read More »