ବୁଲା କୁକୁରକୁ ମିଳିଲା ନୂଆ ପରିଚୟ
ଆଜିକାଲି ଘରେ କୁୁକର ପାଳିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଅଧିକାଂଶ ଲୋକ ଘରେ ବିଭିନ୍ନ ପ୍ରଜାତିର ହାଇବ୍ରିଡ଼୍ କୁକୁର ରଖିବାକୁ ପସନ୍ଦ କରୁଛନ୍ତି । ସେମାନେ କୁକୁରଙ୍କର ନିଜ ଘରର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ଯଦି ତାର କିଛି ହୁଏ ପୁରା ପରିବାର ବିଚଳିତ ହୋଇପଡ଼ନ୍ତି । ତାକୁ ଗୋଟେ ମୁହୂର୍ତ୍ତ ଏକା ଛାଡ଼ିବାକୁ ବି କେହି ରାଜି ହୁଅନ୍ତି ନାହିଁ । ଯୁଆଡ଼େ ଯାଆନ୍ତି ସାଙ୍ଗରେ ବି ନେଇ ଯାଇଥାନ୍ତି …