sonia gandhi

ହିମାଚଳପ୍ରଦେଶରୁ ରାଜ୍ୟସଭାକୁ ଯାଇପାରନ୍ତି ସୋନିଆ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ଅଲ ଇଣ୍ଡିଆ କଂଗ୍ରେସ କମିଟିର ବରିଷ୍ଠ ନେତ୍ରୀ ତଥା ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ । ପାର୍ଟି ସୂତ୍ର ଅନୁଯାୟୀ ତାଙ୍କ ନାମ ପ୍ରାୟ ଚୂଡାନ୍ତ ହୋଇସାରିଛି । କଂଗ୍ରେସ ବିଧାନସଭା ପାର୍ଟି ବୈଠକରେ ଏହା ଉପରେ ଆଲୋଚନା ହେବ ଏବଂ ସମସ୍ତଙ୍କ ମତାମତ ନିଆଯିବ । ପରେ ଖୁବଶୀଘ୍ର ଏବାବଦରେ ଘୋଷଣା କରାଯିବ । ସୋନିଆଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ରାଜ୍ୟସଭା ପଠାଇବାକୁ ହେଉଛି ଆଲୋଚନା ବାସ୍ତବରେ …

ହିମାଚଳପ୍ରଦେଶରୁ ରାଜ୍ୟସଭାକୁ ଯାଇପାରନ୍ତି ସୋନିଆ Read More »

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ । ତେଲେଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି । ତେଲେଙ୍ଗାନା କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (ପିଏସି) ମଧ୍ୟ ଏହାର ବୈଠକରେ ଏହି ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରିଛି । ବିଜୟରେ ଉତ୍ସାହିତ ହୋଇ କଂଗ୍ରେସ ନେତାମାନେ ଦେଇଛନ୍ତି ଏହି ପ୍ରସ୍ତାବ ନିକଟରେ …

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ Read More »

ପ୍ରେମ ପାଇଁ ଭାରତ ଚାଲିଆସିଥିଲେ ସୋନିଆ

ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀ ମୂଳତଃ ଇଟାଲୀର, ତେଣୁ ସେ ଇଂରାଜୀ ଭାଷାକୁ ଅଧିକ ବୁଝିପାରୁ ନ ଥିଲେ । ସେ କିନ୍ତୁ ଇଂରାଜୀ ଶିଖିବାକୁ ବହୁତ ଆଗ୍ରହୀ ଥିଲେ । ତେଣୁ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇ ସେଠାରେ ଇଂରାଜୀ ଅଧ୍ୟୟନ ଆରମ୍ଭ କଲେ । ଏହି ସମୟରେ ସେ ଖାଦ୍ୟ ଖାଇବା ପାଇଁ ମେସ୍‌କୁ ଯାଉଥିଲେ । ସେଠାରେ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ଭେଟ …

ପ୍ରେମ ପାଇଁ ଭାରତ ଚାଲିଆସିଥିଲେ ସୋନିଆ Read More »

sonia gandhi, congress news, kapil sibal, congress crisis, rising odisha, odia blog

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ?

କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ । ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର …

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ? Read More »

RSS
Follow by Email
Scroll to Top
Close Bitnami banner
Bitnami