୧୦ ହଜାର ଫୁଟ ଉଚ୍ଚତାରୁ ଡେଇଁଲେ ବୃଦ୍ଧା, ଲୋକେ ଆଶ୍ଚର୍ଯ୍ୟ

ଚିକାଗୋ: କୁହାଯାଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ନିରନ୍ତର ଉଦ୍ୟମ ହେଉଛି ସଫଳତାର ମୂଳମନ୍ତ୍ର । ବିଭିନ୍ନ ସମୟରେ ଏହାକୁ ନିଜ ଜୀବନ କାଳ ଭିତରେ ଅନେକ ଆପଣେଇବା ସହିତ ସଫଳତା ମଧ୍ୟ ହାସଲ କରିଥିବାର ନଜିର ରହିଛି । ଆଉ ଏବେ ଏହାକୁ ଆପଣେଇ ଚିକାଗୋର ଜଣେ ଶତାୟୁ ମହିଳା ସ୍କାଇ ଡାଇଭିଂ କରିବା ସହିତ ବିଶ୍ୱ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଆଗକୁ ମଧ୍ୟ କିଛି ନିଆରା ସଫଳତା …

୧୦ ହଜାର ଫୁଟ ଉଚ୍ଚତାରୁ ଡେଇଁଲେ ବୃଦ୍ଧା, ଲୋକେ ଆଶ୍ଚର୍ଯ୍ୟ Read More »