sikkim flood news

sikkim tragedy, sikkim flood, sikkim flood 2023, odia blog, rising odisha

ଅଚାନକ ନୁହେଁ ସିକ୍କିମ୍ ଟ୍ରାଜେଡି ୧୦ ବର୍ଷ ତଳେ ମିଳିଥିଲା ଚେତାବନୀ !

ସିକ୍କିମରୁ ଶୁଭୁଛି ରକ୍ଷାକର ଚିତ୍କାର । ଛୋଟିଆ ପାହାଡ଼ି ରାଜ୍ୟ ସିକ୍କିମ ଯେତିକି ସୁନ୍ଦର, ଏଠାକାର ଲୋକ ବି ସେତିକି ସରଳ । ଏହି ରାଜ୍ୟର ଜୀବନରେଖା ତୀସ୍ତା ନଈ। ହେଲେ କିଏ ଜାଣିଥିଲା, ସେଇ ଜୀବନରେଖା ଅଚାନକ ଆସି ନେଇଯିବ ଜୀବନ। ସିକ୍କିମରେ ଜଳ ପ୍ରଳୟ। ଜଳ ତାଣ୍ଡବରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ତିସ୍ତା ନଦୀକୂଳରେ ଥିବା ଅଞ୍ଚଳ ପାଲଟିଛି ଅଭିଶପ୍ତ। ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଜୀବନ ନେଇଛି, ଛାରଖାର କରିଦେଇଛି। …

ଅଚାନକ ନୁହେଁ ସିକ୍କିମ୍ ଟ୍ରାଜେଡି ୧୦ ବର୍ଷ ତଳେ ମିଳିଥିଲା ଚେତାବନୀ ! Read More »

ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର : ସିକିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦ ହୋଇଛନ୍ତି । ଉଦ୍ଧାରକାରୀ ଦଳ ତାଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି । ପରେ ଉଦ୍ଧାରକାରୀ ଦଳର ଭିଡିଓ କଲରେ ସରୋଜଙ୍କ ମୃତଦେହକୁ ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ସରୋଜ ହେଉଛନ୍ତି ଢେଙ୍କନାଳ ଜିଲା ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ । ଏହି ଖବର ମିଳିବା …

ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ଶହୀଦ Read More »

ସିକିମ୍‌ ବନ୍ୟାରେ ୧୪ ମୃତ, ୨୩ ଯବାନଙ୍କ ସମେତ ୧୨୦ ନିଖୋଜ

ଗାଙ୍ଗଟକ: ସିକ୍କିମରେ ଗ୍ଲାସିୟାଲ ହ୍ରଦ ଉଚ୍ଛୁଳିବାରୁ ତିସ୍ତା ନଦୀରେ ଅଚାନକ ପ୍ରଳୟଙ୍କରୀ ବନ୍ୟା ଆସିଛିି । ଫଳରେ ୨୩ ଯବାନଙ୍କ ସମେତ ୧୨୦ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଛି । ତିସ୍ତା ନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ଡିକଚୁ, ସିଙ୍ଗତମ ଏବଂ ରାଙ୍ଗପୋ ସମେତ ଅନେକ ସହର ପାଣି ଘେରରେ ରହିଥିବାରୁ …

ସିକିମ୍‌ ବନ୍ୟାରେ ୧୪ ମୃତ, ୨୩ ଯବାନଙ୍କ ସମେତ ୧୨୦ ନିଖୋଜ Read More »

RSS
Follow by Email
Scroll to Top
Close Bitnami banner
Bitnami