ଅଚାନକ ନୁହେଁ ସିକ୍କିମ୍ ଟ୍ରାଜେଡି ୧୦ ବର୍ଷ ତଳେ ମିଳିଥିଲା ଚେତାବନୀ !
ସିକ୍କିମରୁ ଶୁଭୁଛି ରକ୍ଷାକର ଚିତ୍କାର । ଛୋଟିଆ ପାହାଡ଼ି ରାଜ୍ୟ ସିକ୍କିମ ଯେତିକି ସୁନ୍ଦର, ଏଠାକାର ଲୋକ ବି ସେତିକି ସରଳ । ଏହି ରାଜ୍ୟର ଜୀବନରେଖା ତୀସ୍ତା ନଈ। ହେଲେ କିଏ ଜାଣିଥିଲା, ସେଇ ଜୀବନରେଖା ଅଚାନକ ଆସି ନେଇଯିବ ଜୀବନ। ସିକ୍କିମରେ ଜଳ ପ୍ରଳୟ। ଜଳ ତାଣ୍ଡବରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ତିସ୍ତା ନଦୀକୂଳରେ ଥିବା ଅଞ୍ଚଳ ପାଲଟିଛି ଅଭିଶପ୍ତ। ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଜୀବନ ନେଇଛି, ଛାରଖାର କରିଦେଇଛି। …
ଅଚାନକ ନୁହେଁ ସିକ୍କିମ୍ ଟ୍ରାଜେଡି ୧୦ ବର୍ଷ ତଳେ ମିଳିଥିଲା ଚେତାବନୀ ! Read More »