ଦୁର୍ଗାପୂଜାରେ ଶିମିଳିପାଳରେ ଜମିବ ପିକନିକ୍
ବାରିପଦା: ପାର୍ବଣରେ ଶିମିଳିପାଳର ମନମୁଗ୍ଧକର ପରିବେଶରେ ସମୟ ବିତାଇବାକୁ ପର୍ଯ୍ୟଟକଙ୍କୁ ମିଳିବ ଭରପୂର ସୁଯୋଗ । କାରଣ ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲୁୂଛି ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଆଗୁଆ ଖୋଲିବାକୁ ଯାଉଛି ଏହି ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପର୍ଯ୍ୟଟକ ମାନେ ପ୍ରବେଶ କରିପାରିବେ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୂଚନା …