ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀଙ୍କୁ ଜଗିଲେ ୮ କର୍ମଚାରୀ

ମଧ୍ୟପ୍ରଦେଶର ଅଶୋକନଗରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ସମୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟାଳୟର ସବୁଠୁ ବଡ଼ ପରୀକ୍ଷା କେନ୍ଦ୍ର ସରସ୍ୱତୀ ଶିଶୁ ମନ୍ଦିରରେ କେବଳ ଜଣେ ହିଁ ଛାତ୍ରୀ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି । ଆଶ୍ଚର୍ଯ୍ୟଜନକ କଥା ଯେ ପରୀକ୍ଷା ଦେବା ସମୟରେ ତାଙ୍କୁ ଜଗିବା ପାଇଁ ୮ ଜଣ ସରକାରୀ କର୍ମଚାରୀ ମୁତୟନ ରହିଥିଲେ । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି , …

ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀଙ୍କୁ ଜଗିଲେ ୮ କର୍ମଚାରୀ Read More »