କୁମାରୀ ମା’ ହେବାକୁ ଚାହୁଁଛନ୍ତି ସଞ୍ଜୁ ବାବାଙ୍କ ଝିଅ

ମୁମ୍ବାଇ: ବିବାହ ନ କରି ମାଆ ହେବାକୁ ଚାହୁଁଛନ୍ତି । ଏପରିକି ସେ ଶିଶୁର ନାମ ବିଷୟରେ ଚିନ୍ତା କରିସାରିଲେଣି ବୋଲି କହିଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଲାଡଲି ତ୍ରିଶାଲା ଦତ୍ତ । ଏପରି ମନ୍ତବ୍ୟ ଦେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସଞ୍ଜୁ ବାବାଙ୍କ ଝିଅ ତ୍ରିଶାଲା । ବାସ୍ତବରେ ତ୍ରିଶାଲା ବିବାହ ବିନା ବା କୁମାରୀ ମା’ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପିଲାର ନାମ ବି ଚିନ୍ତା କରିସାରିଛନ୍ତି …

କୁମାରୀ ମା’ ହେବାକୁ ଚାହୁଁଛନ୍ତି ସଞ୍ଜୁ ବାବାଙ୍କ ଝିଅ Read More »