ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମୁସଲମାନଙ୍କ ପାଇଁ ସଂରକ୍ଷଣ,ସମ୍ପତିରେ ଭାଗ ହେଉଛି ପ୍ରସଙ୍ଗ

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ନିଜ ଦୁର୍ଗକୁ ବଞ୍ଚାଇବା ପାଇଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜନୈତିକ ଦଳଗୁଡ଼ିକ ବିଶେଷ ପ୍ରସ୍ତୁତି କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର କାହାଣୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପ୍ରଥମ ପର୍ଯ୍ୟାୟରେ ରାମ ମନ୍ଦିର, କିଚାତିଭୁ, ସନାତନ, ଦୁର୍ନୀତି, ନିର୍ବାଚନୀ ବଣ୍ଡ ଓ ମୋଦୀଫୋବିଆ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏଥର ହିନ୍ଦୁତ୍ୱର …

ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମୁସଲମାନଙ୍କ ପାଇଁ ସଂରକ୍ଷଣ,ସମ୍ପତିରେ ଭାଗ ହେଉଛି ପ୍ରସଙ୍ଗ Read More »