ଜୀବନସାଥୀ ପାଇଁ ବିଜ୍ଞାପନ ଦେଲେ ଯୁବତୀ, ଲୋକଙ୍କୁ କଲା ଚକିତ

ନୂଆଦିଲ୍ଳୀ: ଆଜିକାଲି ଅଧିକାଂଶ ଲୋକଙ୍କୁ ଭଲ ଜୀବନସାଥୀଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ଉପଯୁକ୍ତ ଜୀବନସାଥୀ ଖୋଜିବା ପାଇଁ କିଏ ବିବାହ ବ୍ୟୁରୋର ସହାୟତା ନେଉଛି ତ ପୁଣି କିଏ ଅନଲାଇନ ୱେବସାଇଟରେ ଭାଗ୍ୟ ପରୀକ୍ଷା କରୁଛି । ତ ଆଉ କିଏ ଜ୍ୟୋତିଷଙ୍କ ରାଶି ନକ୍ଷତ୍ର କଥା ପଚାରି ବୁଝୁଛି । କିନ୍ତୁ ଏବେ ଜଣେ ଯୁବତୀ ବିବାହ ପାଇଁ କିଛି ନୂଆ ଉପାୟ ଆପଣାଇଛନ୍ତି । ଯୁବତୀ ଜଣକ ଖବରକାଗଜରେ ସ୍ୱତନ୍ତ୍ର ଭାବେ ବିଜ୍ଞାପନ …

ଜୀବନସାଥୀ ପାଇଁ ବିଜ୍ଞାପନ ଦେଲେ ଯୁବତୀ, ଲୋକଙ୍କୁ କଲା ଚକିତ Read More »