୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଟଙ୍କା କମିବ ପେଟ୍ରୋଲ !
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର କମିବ ପେଟ୍ରୋଲ ଏବଂ ଡିଜେଲ ଦର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କମିବ ପେଟ୍ରୋଲ ଏବଂ ଡିଜେଲ ଦର । ବିଶେଷ ସୂତ୍ରରୁ ଖବର ଅନୁଯାୟୀ ସରକାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟାଇପାରନ୍ତି । କେବଳ ଏତିକି ନୁହେଁ ଡିଜେଲ ଦର ମଧ୍ୟ ହ୍ରାସ ହୋଇପାରେ । ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଏହି ପ୍ରସଙ୍ଗରେ …
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଟଙ୍କା କମିବ ପେଟ୍ରୋଲ ! Read More »