ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ
ଅଯୋଧ୍ୟା : ଆମେରିକାରେ ବୁଲିବ ରାମଲଲ୍ଲାଙ୍କ ରଥ । ତାହା ପୁଣି ୮ ହଜାର ମାଇଲ । ୬୦ ଦିନ ମଧ୍ୟରେ ଏହି ରଥ ୮୫୧ ମନ୍ଦିର ପରିଦର୍ଶନ କରିବ । ଆମେରିକାର ଶିକାଗୋରୁ ବାହାରିବାକୁ ଥିବା ରାମଲଲ୍ଲାଙ୍କ ରଥ ଦେଶର ୪୮ ରାଜ୍ୟ ଭ୍ରମଣ କରିବ । ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ୬୦ ଦିନରେ ବୁଲିବ ୮୫୧ ମନ୍ଦିର ବିଶ୍ୱହିନ୍ଦୁ ପରିଷଦ ଆମେରିକା (ଭିଏଚ୍ପିଏ) …