ଅଯୋଧ୍ୟାରୁ ନିରାଶ ହୋଇ ଫେରିଲେ ରାମ
ମୁମ୍ବାଇ: ଗତ ୨୨ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିଲା ରାମ ମନ୍ଦିର । ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ହୋଇପଡ଼ିଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ପ୍ରତିଷ୍ଠା ଉତ୍ସବର ୫ ଦିନ ପୂର୍ବରୁ ନବେ ଦଶକର ସବୁଠାରୁ ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ଅଯୋଧ୍ୟାରେ ପହଞ୍ଚିଥିଲେ । ହେଲେ ଦୁଃଖର ବିଷୟ, ରାମାୟଣରେ …