ହଜାରେ ଟଙ୍କାରେ ରାମଲାଲାଙ୍କ ଦର୍ଶନ, ଯିବା-ଆସିବା-ଖାଇବା ମାଗଣା

ଅଯୋଧ୍ୟା : ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମଙ୍ଗଳବାର ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଏକ ହଜାର ଟଙ୍କାରେ ଅଯୋଧ୍ୟାରେ ରହିବା, ଖାଦ୍ୟ ଏବଂ ଦର୍ଶନ …

ହଜାରେ ଟଙ୍କାରେ ରାମଲାଲାଙ୍କ ଦର୍ଶନ, ଯିବା-ଆସିବା-ଖାଇବା ମାଗଣା Read More »