ଅଯୋଧ୍ୟାରେ ରାମଲଲାଙ୍କ ପ୍ରଥମ ଝଲକ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭଗବାନ ରାମଙ୍କ ପ୍ରତିମାର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲଲା ମନ୍ଦିର ଭିତରେ ଗର୍ଭଗୃହରେ ପ୍ରବେଶ କରିଛନ୍ତି । ଗର୍ଭଗୃହରେ ପ୍ରବେଶ କଲେ ରାମଲଲା ଗୁରୁବାର ରାତିରେ ରାମଲଲା ମୂର୍ତ୍ତିର ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପ୍ରତିମାକୁ ଗର୍ଭଗୃହରେ ରଖାଯାଇଛି । ପ୍ରାଣ ପ୍ରତିଷ୍ଠା …

ଅଯୋଧ୍ୟାରେ ରାମଲଲାଙ୍କ ପ୍ରଥମ ଝଲକ୍‌ Read More »